Latest Odisha News

BREAKING NEWS

Browsing Category

ଦୁର୍ବିପାକ

Durbipaka

ବନ୍ୟାଜଳରେ ଭାସିଗଲେ ଦୁଇଜଣ, ଉଦ୍ଧାର ୬ଜଣ

ମୟୁରଭଂଜ: ବାତ୍ୟା “ୟାସ୍‌” ଦେଖାଇଥିଲା ଭୟାନକ ରୂପ । ଆଉ ଏବେ ବନ୍ୟା ସ୍ଥିତି ଲୋକଙ୍କ ମନରେ ସୃଷ୍ଟି କରିଛି କୋକୁଆ ଭୟ । ବର୍ଷା ଓ ସମୁଦ୍ର ଜଳ ଅନେକ ଗାଁକୁ ଜଳବନ୍ଦୀ କରିଛି । ଏପରି ସ୍ଥିତିରେ ମୟୁରଭଂଜ ସାରସକଣା ତଟାସାହି ଗାଁରେ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ସୁବର୍ଣ୍ଣରେଖା…

ବାତ୍ୟା ଅଂଚଳରେ ପହଂଚିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା

କେନ୍ଦ୍ରାପଡା: ବାତ୍ୟା ୟାସ୍ ପରେ କେନ୍ଦ୍ରାପଡାରେ ପହଂଚିଥିଲେ ବରିଷ୍ଠ ବିଜେପି ନେତା ବୈଜୟନ୍ତ ପଣ୍ଡା । ଜିଲ୍ଲାର ବାତ୍ୟା ପ୍ରଭାବିତ ରାଜନଗର ଓ ରାଜକନିକା ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଂଚଳ ବୁଲିବା ସହ ସ୍ଥାନୀୟ ଲୋକଙ୍କ ସହ ସାକ୍ଷାତ କରିଥିଲେ । ଆଜି କେନ୍ଦ୍ରାପଡା ପରିଦର୍ଶନ କରିଥିବା…

ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ ପ୍ରଭାବିତ ଅଞ୍ଚଳକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବୁଧବାର ଅତି ଭୀଷଣ ବାତ୍ୟା ‘ୟାସ୍’ ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ଧାମରା ନିକଟ ରେମୁଣା-ବାହାନଗା ଅଞ୍ଚଳରେ ବାତ୍ୟା ଲ୍ୟାଣ୍ଡଫଲ୍…

ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ

ବାଲେଶ୍ଵର: ବିଭିନ୍ନ ଶେଣୀର ଲୋକଙ୍କ ସହ ସାମୁଦ୍ରିକ ବାତ୍ୟା ୟାସ ପୀଡ଼ିତଙ୍କ ପାଇଁ ରିଲିଫ ପ୍ରଦାନ କାର୍ଯ୍ୟ ଆରମ୍ଭ କରିଛି ବାଲେଶ୍ଵରର ରେବତୀ ପତ୍ରିକା I ଅସହାୟମାନଙ୍କୁ ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଥିଲା I ଦୀର୍ଘ ୨୦ ବର୍ଷ ଧରି ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପୀଡ଼ିତମାନକୁ…

ପଶ୍ଚିମବଙ୍ଗରେ ବାତ୍ୟା ଆଣିଲା ଜଳ ପ୍ରଳୟ, କୋଟିଏ ଲୋକ ପ୍ରଭାବିତ

କୋଲକାତା: ଓଡ଼ିଶାରେ ହିଟ୍ କଲା ବାତ୍ୟା ୟାସ୍ । କିନ୍ତୁ ପଶ୍ଚିମବଙ୍ଗରେ ବାତ୍ୟା ଆଣିଛି ବିଭୀଷିକା । ଜଳପ୍ରଳୟ ସୃଷ୍ଟି ହୋଇଛି । କେଉଁଠି ସହର ବଜାର ବୁଡ଼ିଛି ତ ଆଉ କେଉଁଠି ଗାଁ ଗଣ୍ଡାରେ ଲହଡ଼ି ଭାଙ୍ଗୁଛି ସମୁଦ୍ରର ପାଣି । ବ୍ୟାପକ ଗଛ ଉପୁଡିଛି । ଭାଙ୍ଗିଛି ଲୋକଙ୍କ ଘର । ରାସ୍ତାଘାଟ…

ବାତ୍ୟା ପ୍ରଭାବିତ ବାଲେଶ୍ୱରରେ INS ଚିଲିକା ପକ୍ଷରୁ ରିଲଫ୍ ବଣ୍ଟନ

ଭୁବନେଶ୍ୱର: ବାତ୍ୟା ‘ୟାସ୍’ କ୍ଷତିଗ୍ରସ୍ତ ଅଞ୍ଚଳରେ ଆଇଏନଏସ୍ ଚିଲିକା ପକ୍ଷରୁ ଉଦ୍ଧାର କାର୍ଯ୍ୟ ସହ ରିଲିଫ୍ ବଣ୍ଟନ କରାଯାଇଛି । ବାଲେଶ୍ୱରରେ ବାତ୍ୟାର କ୍ଷୟକ୍ଷତି ବୁଲି ଦେଖିଛନ୍ତି ଓଡ଼ିଶା ଦାୟିତ୍ୱରେ ଥିବା ନୌସେନା ଅଧିକାରୀ । ବାଲେଶ୍ୱର ଜିଲ୍ଲାପାଳଙ୍କ ସହ ପ୍ରଭାବିତ ଅଞ୍ଚଳରେ…

ବାତ୍ୟା ‘ୟାସ୍’ ବେଳେ ରାଜ୍ୟରେ ଜନ୍ମ ହୋଇଛନ୍ତି ୩୫୦ ନବଜାତ, ୨ ଜଣଙ୍କ ନାଁ ରଖାଗଲା ‘ୟାସ୍’

ଭୁବନେଶ୍ୱର: ଓଡ଼ିଶାରେ ଅତି ଭୀଷଣ ବାତ୍ୟା ‘ୟାସ୍’ ତାଣ୍ଡବ ରଚୁଥାଏ । ସୁ ସୁ ହୋଇ ପବନ ବହୁଥିବା ବେଳେ ଅଜାଡ଼ି ହେଉଥାଏ ତୁହାକୁ ତୁହା ବର୍ଷା । ଆଉ ଠିକ୍ ସେତିକି ବେଳେ ବାତ୍ୟା ପ୍ରଭାବିତ ଜିଲ୍ଲାର ମେଡିକାଲରେ ୩୫୦ ଜଣ ନବଜାତ ଦୁନିଆ ଦେଖିଛନ୍ତି । ଜନ୍ମ ନେଇଥିବା ନବଜାତଙ୍କ ମଧ୍ୟରୁ ୨…

ଆକାଶମାର୍ଗରୁ ଆଜି ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟସ୍ ପ୍ରଭାବରେ କ୍ଷୟକ୍ଷତି କେତେ ? କେଉଁ ଅଞ୍ଚଳ କେତେ ପ୍ରଭାବିତ ହୋଇଛି । ଆଜି ବାତ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆକାଶମାର୍ଗରୁ ପ୍ରଭାବିତ ଅଞ୍ଚଳର ସ୍ଥିତି ପରଖିବେ । ଆଜି ଅପରାହ୍ଣରେ ବାତ୍ୟାଞ୍ଚଳ ବୁଲି ଦେଖିବେ ମୁଖ୍ୟମନ୍ତ୍ରୀ ନବୀନ…

ଡିପ୍ ଡିପ୍ରେସନ୍ ହେଲା ୟସ୍: ଓଡ଼ିଶାରେ ତାଣ୍ଡବ ପରେ ଝାଡ଼ଖଣ୍ଡରେ ପ୍ରବେଶ

ଭୁବନେଶ୍ୱର: ଓଡ଼ିଶାରେ ତାଣ୍ଡବ ରଚିବା ପରେ ଝାଡ଼ଖଣ୍ଡରେ ପ୍ରବେଶ କରିଛି ବାତ୍ୟା ୟସ୍ । ଏବେ ଏହା ଡିପ୍ ଡିପ୍ରେସନ୍ ହୋଇ ସାରିଛି । ଝାଡ଼ଖଣ୍ଡର ଦକ୍ଷିଣ ଓ ସଂଲଗ୍ନ ଉତ୍ତର କେନ୍ଦ୍ରୀୟ ଓଡ଼ିଶା ଉପରେ ରହିଛି ଗଭୀର ଅବପାତ । ଏବେ ଉତ୍ତର-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୭ କିଲୋମିଟର ବେଗରେ ଗତି…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ବାତ୍ୟା ପ୍ରଭାବିତଙ୍କୁ ମିଳିବ ୭ ଦିନର ରିଲିଫ୍

ଭୁବନେଶ୍ବର : ବାତ୍ୟା ‘ୟାସ୍’ର ପରବର୍ତ୍ତୀ କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାତ୍ୟା ପ୍ରଭାବିତ ଗ୍ରାମବାସୀଙ୍କୁ ୭ ଦିନର ରିଲିଫ୍ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ବାତ୍ୟା ପ୍ରଭାବିତ ଜିଲ୍ଲାର ୧୨୮ଟି ଗାଁ ଜଳବନ୍ଦୀ ହୋଇ ରହିଛି । ତେଣୁ…