Latest Odisha News

BREAKING NEWS

Browsing Category

ରାଜନୀତି

ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କଲେ ସ୍ମୃତି; କହିଲେ, ‘ଭିଣୋଇ ଆସିଲେ ଘରର କାଗଜ ଲୁଚେଇ ଦେବ’

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରେ ଆଜି ଏକ ନିର୍ବାଚନି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ସମୟରେ ଗାନ୍ଧୀ ପରିବାରକୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ । ସେ ରବର୍ଟ ଭଦ୍ରାଙ୍କୁ ଟାର୍ଗେଟ କରି କହିଛନ୍ତି ଯେ, ଯଦି ଜିଜାଜୀ ବା ଭିଣୋଇ ଘରକୁ ଆସନ୍ତି, ତିୱାରୀ ଜୀ…

ସୁରଙ୍କ ଗଡରେ ମହାସମର

ଭୁବନେଶ୍ବର : ସୁରଙ୍କ ଗଡରେ ନୂଆ ସମୀକରଣ। କାହା ହାତକୁ ଯିବ ଜଟଣୀ ବିଧାନସଭା? ଅଭିଜ୍ଞଙ୍କୁ ଭରସା ନା ନୂଆ ମୁହଁକୁ ସୁଯୋଗ ? ବିଜେଡିରୁ ବିଭୂତି ବଳବନ୍ତରାୟ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ବିଶ୍ବରଞ୍ଜନ ବଡଜେନା ଓ କଂଗ୍ରେସରୁ ସନ୍ତୋଷ ଜେନାଙ୍କୁ ଟିକେଟ ମିଳିଛି। ଭେଟେରାନ ସୁରଙ୍କ ପୁଅ…

ବଲାଙ୍ଗୀର ଲଢେଇ : ବାପାଙ୍କ ଜାଗାରେ ପୁଅ

ଭୁବନେଶ୍ବର: କିଏ ମାରିବ ବଲାଙ୍ଗୀର ବାଜି ? ବାପାଙ୍କ ସିଟରେ ପୁଅଙ୍କ ବଡ ଲଢେଇ। ଲୋକସଭା ଲଢେଇ ପରେ ଏବେ ବିଧାନସଭାରେ ଆରପାର୍ । ବଲାଙ୍ଗୀର ବିଧାନସଭାରେ ପ୍ରାର୍ଥୀ ଘୋଷଣା ପରେ ବଢିଛି ତାତି । ବିଜେଡିରୁ କଳିକେଶ ନାରାୟଣ ସିଂହଦେଓ ପ୍ରାର୍ଥୀ ହୋଇଛନ୍ତି ତ କଂଗ୍ରେସରୁ ସମରେନ୍ଦ୍ର ମିଶ୍ର ଓ…

କାହାକୁ ନେତା ବାଛିବ ନୂଆପଡା ?

ଭୁବନେଶ୍ବର: ନୂଆପଡା ଦେଖିବ ବଡ ଲଢେଇ । ବସନ୍ତଙ୍କ ବିଦାୟ, ଶରତଙ୍କ ଏଣ୍ଟ୍ରି । ଭେଟେରାନ୍ ବନାମ ଯୁବ ଚେହେରା। ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସକୁ ଦେବେ କି ବିଜୟ ଉପହାର ? ବସନ୍ତ ପଣ୍ଡାଙ୍କ ଗଡ ଦଖଲ କରିବେ କି ପୁଅ ଅଭିନନ୍ଦନ ? ବିଜେଡିର ଭେଟେରାନ ରାଜେନ୍ଦ୍ର ଢୋଲକିଆ ପୁଣି କରିବେ…

ଗୁଣୁପୁର ବିଧାନସଭା ନିର୍ବାଚନ, ନାମାଙ୍କନ ଭରିଲେ ତ୍ରିନାଥ ଓ ରଘୁନାଥ ଗମାଙ୍ଗ

ଗୁଣୁପୁରୁ: ଆଗକୁ ସାଧାରଣ ନିର୍ବାଚନ । ଏନେଇ ସରଗରମ ହେଲାଣି ଗୁଣୁପୁର ରାଜନୀତି । ଏହା ଭିତରେ ଆଜି ଗୁଣୁପୁର ବିଧାନସଭା ପାଇଁ ଭାରତୀୟ ଜନତା ପାର୍ଟି ର ବିଧାୟକ ପ୍ରାଥୀ ତ୍ରିନାଥ ଗମାଙ୍ଗ ନାମାଙ୍କନ ଭରିଛନ୍ତି । ସେ ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରେ ଉପଜିଲ୍ଲାପାଳ ତଥା ନିର୍ବାଚନ…

ଶାହଙ୍କ ବୟାନ ପରେ ବିଜେଡିର ଆକ୍ରମଣାତ୍ମକ ଜବାବ, ଅସ୍ମିତାକୁ ନେଇ ହେବ ଜୋରଦାର ଲଢ଼େଇ

ଭୁବନେଶ୍ୱର: ଚଳିତ ନିର୍ବାଚନ ଓଡ଼ିଆ ଅସ୍ମିତାକୁ ନେଇ ହେବ କି ଲଢ଼େଇ? ଏପ୍ରିଲ 19ରେ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶାରେ ବିଜେପିର ଆଭିମୁଖ୍ୟକୁ ନେଇ ଅସ୍ମିତାର କାର୍ଡ ଖେଳିବା ଏବଂ ସୋମବାର ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୟକ ଲୁଙ୍ଗି ପରିଧାନ କରି ଦଳର ଚିହ୍ନରେ ଭୋଟ୍…

କଂଗ୍ରେସ କୁ କେସିଆରଙ୍କ ଟାର୍ଗେଟ; କହିଲେ, ‘ତେଲେଙ୍ଗାନାରେ ଖୁବଶୀଘ୍ର ପୁଣି ସରକାର ଗଢିବୁ’

ହାଇଦ୍ରାବାଦ: ଲୋକସଭା ନିର୍ବାଚନ ଆରମ୍ଭ ହୋଇଛି । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହା ଭିତରେ ତେଲେଙ୍ଗାନାରେ କଂଗ୍ରେସ ଉପରେ ବର୍ଷିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ । ବିଦ୍ୟୁତ ଯୋଗାଣ, ମଦ…

ଆମେଠୀରୁ ଲଢିବେ ରର୍ବଟ ଭଦ୍ରା!, ଚାରିଆଡେ ଲାଗିଲା ପୋଷ୍ଟର

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଯୋରଦାର ପ୍ରଚାର ପ୍ରସାର ଆରମ୍ଭ ହୋଇଯାଇଥିବାବେଳେ, ଏହା ଭିତରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ଉତ୍ତରପ୍ରଦେଶ ଆମେଠୀର କଂଗ୍ରେସ କର୍ଯ୍ୟାଳୟ ସମ୍ମୁଖ ବ୍ୟତୀତ ଅନେକ ସ୍ଥାନରେ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ପୋଷ୍ଟର…

ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ !

କଟକ: ଚଳିତ ନିର୍ବାଚନ ଲଢ଼ିବେ କି ମୋକିମଙ୍କ ଝିଅ ! କଟକ ବାରବାଟୀ ରୁ କଂଗ୍ରେସ ପ୍ରାର୍ଥୀ ହୋଇପାରନ୍ତି ମୋକିମଙ୍କ ଝିଅ ।  ବର୍ତମାନ କଟକ ବାରବାଟୀରୁ କଂଗ୍ରେସ ବିଧାୟକ ଅଛନ୍ତି ମହମ୍ମଦ ମୋକିମ । କିନ୍ତୁ ଏବେ  ମହମ୍ମଦ ମୋକିମଙ୍କ ସ୍ଥାନରେ ଝିଅ ସୋଫିଆ ଫିର୍ଦ୍ଦୋସ ଲଢିପାରନ୍ତି ନିର୍ବାଚନ…

ରାଜ୍ୟ ସରକାରଙ୍କ ବିରୋଧରେ ଲୋକାର୍ପିତ ହେଲା ବିଜେପିର ଚାର୍ଜସିଟ୍

ଭୁବନେଶ୍ଵର: ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ଚାର୍ଜସିଟ୍ ଲୋକାର୍ପିତ । ଚାର୍ଜସିଟ୍‌ ଲୋକାର୍ପିତ କଲେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ ।  କେତେଦିନ ସହିବା, ପରିବର୍ତ୍ତନ ଆଣିବା' ନାଁରେ ତିଆରି ହୋଇଛି ଚାର୍ଜସିଟ୍ । ଓଡିଶା ଅସ୍ମିତା ପାଇଁ ଲଢେଇ ଡାକରା ଦେଇଥିବା ବିଜେପି ୨୫ ବର୍ଷ…