Latest Odisha News

ଟି୨୦: ତୃତୀୟ ଥର ପାଇଁ ବିଦେଶରେ କ୍ଳିନ ସୁଇପ୍‌

  • ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ କ୍ରମାଗତ ୮ଟି ମ୍ୟାଚରେ ବିଜୟ ହାସଲ କରିଲା ।
  • ୫ ମ୍ୟାଚ ବିଶିଷ୍ଟ ଟି୨୦ ସିରିଜରେ ଭାରତ ବିଜୟ ହାସଲ କରିବାରେ ପ୍ରଥମ ଟିମ୍ ହେଲା ।
  • ତୃତୀୟ ଥର ପାଇଁ ଟିମ୍ ଇଣ୍ଡିଆର ବିଦେଶରେ କ୍ଲିନ ସୁଇପ । ପୂର୍ବରୁ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଏହି ସଫଳତା ହାସଲ କରିଥିଲା ।
  • ନ୍ୟୁଜିଲାଣ୍ଡ ଘରୋଇ ପରିବେଶରେ ସର୍ବାଧିକ ମ୍ୟାଚରେ ପରାଜିତ ।

  • ଶିବମ ଦୁବେଙ୍କ ଗୋଟିଏ ଓଭରରେ ନ୍ୟୁଜିଲାଣ୍ଡର ରସ ଟେଲର ଓ ଶିଫର୍ଟ ରେକର୍ଡ ୩୪ ରନ ସଂଗ୍ରହ କରିଥିଲେ ।
  • ରସ ଟେଲର ତୃତୀୟ ଖେଳାଳି ଭାବେ ୧୦୦ ଟି୨୦ ମ୍ୟାଚ ଖେଳିଲେ ।
  • ଏହି ମ୍ୟାଚରେ ବିରାଟ କୋହଲି ବିଶ୍ରାମ ନେଇଥିଲେ । ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇଥିଲେ । ସେ ରିଟାୟରହର୍ଟ ହେବା ଯୋଗୁ
  • କେଏଲ ରାହୁଲ ଏହି ଦାୟିତ୍ୱ ନିର୍ବାହ କରିଥିଲେ
Leave A Reply

Your email address will not be published.