Latest Odisha News
Browsing Tag

Covid 19 Drug

ଆସିଲା କରୋନା ଔଷଧ ଫାଭିପିରାଭିର, ଜାଣନ୍ତୁ କେତେ ରହିଛି ଦାମ୍‌

ନୂଆଦିଲ୍ଲୀ: ଲଂଚ ହୋଇଛି ମହାମାରୀ କରୋନାକୁ ମାତ୍ ଦେବା ପାଇଁ ଔଷଧ । ଦୁଇଟି ଭାରତୀୟ ଔଷଧ କମ୍ପାନି ଲୁପିନ ଓ ସନ ଫାର୍ମାସୁଟିକାଲ୍ସ ଭାରତରେ କରୋନା ଔଷଧ ଫାବିପିରାଭିର ଲଞ୍ଚ୍ କରିଛନ୍ତି । ଏହି ଔଷଧ ସାମାନ୍ୟରୁ ମଧ୍ୟମ ଧରଣର କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିହେବ ।…

କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ୍‌

ନୂଆଦିଲ୍ଲୀ: କରୋନା ଔଷଧ ‘ଫାବିଫ୍ଲୁ’କୁ ନେଇ ମିଥ୍ୟା ଦାବି ଏବଂ ଏକାଧିକ ମୂଲ୍ୟ ଯୋଗୁଁ ଔଷଧ କମ୍ପାନୀ ଗ୍ଲେନମାର୍କକୁ କାରଣ ଦର୍ଶାଅ ନୋଟିସ ଜାରି । ‘କେନ୍ଦ୍ରୀୟ ଡ୍ରଗ୍‌ସ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍’ (ସିଡିଏସ୍‌ସିଓ) କାରଣ ଦର୍ଶାଅ ନୋଟିସ୍ ଜାରି କରିଛି। ନୋଟିସ୍‌ରେ…

ଓଡ଼ିଶାରେ ପହଁଚିଲା କରୋନା ଔଷଧ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୭ହଜାରରେ ପହଁଚିଗଲାଣି । ଜୁନ୍ ମାସରେ ସଂକ୍ରମଣ ବୃଦ୍ଧି ପାଇଛି । ତେବେ ଆଶ୍ୱସ୍ତିକର କଥା ହେଉଛି ଯେ, ଓଡିଶାରେ ପହଁଚିଯାଇଛି କରୋନା ଔଷଧ । ରାଜ୍ୟ ଔଷଧ ନିଗମରେ ରହିଛି କରୋନା ସମ୍ପର୍କିତ ଏହି ମେଡିସିନ୍ । ରାଜ୍ୟ ସ୍ୱାସ୍ଥ୍ୟ…

କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନକୁ ମିଳିଲା ଅନୁମତି

ନୂଆଦିଲ୍ଲୀ: କରୋନା ଚିକିତ୍ସା ପାଇଁ ଡେକ୍ସାମେଥାସୋନ ବ୍ୟବହାରକୁ ଅନୁମତି ମିଳିଛି । ଗମ୍ଭୀର ଓ ମଧ୍ୟମ ଧରଣର କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ବ୍ୟବହାର କରିବାକୁ ଅନୁମତି ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ । ଏହା ମିଥାଇଲପ୍ରେଡନିସୋଲୋନର ବିକଳ୍ପ ଭାବେ କରୋନା ରୋଗୀଙ୍କ…

କରୋନା ଔଷଧର ପ୍ରଚାର ବନ୍ଦ କରିବାକୁ ପତଞ୍ଜଳିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଯୋଗଗୁରୁ ରାମଦେବ ବାବାଙ୍କ ପତଞ୍ଜଳି ଆୟୁର୍ବେଦ କରୋନା ଔଷଧ ତିଆରି କରିଥିବା ନେଇ ଦାବି କରିଛି । ଏହାପରେ କେନ୍ଦ୍ର ସରକାର ପଜଞ୍ଜଳି ସଂସ୍ଥାକୁ ଔଷଧର ସବିଶେଷ ତଥ୍ୟ ମାଗିବା ସହ ବିଜ୍ଞାପନ କବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସଂସ୍ଥାଠାରୁ ଔଷଧ ସମ୍ପର୍କରେ ବିସ୍ତୃତ ବିବରଣୀ…

କରୋନା ଦୂର କରିବ ‘କୋରୋନିଲ’, ୭ ଦିନରେ ସୁସ୍ଥ ହେବେ ରୋଗୀ !

ନୂଆଦିଲ୍ଲୀ: ଏବେ କରୋନା ଦୂର କରି ‘କୋରୋନିଲ’ । କ୍ଳିନିକାଲ ଟ୍ରାଏଲ୍‌ରେ ୭ ଦିନ ଭିତରେ ୧୦୦ ପ୍ରତିଶତ ସୁସ୍ଥ ହେବେ ରୋଗୀ । ଏଭଳି ଦାବି କରିଛନ୍ତି ଯୋଗ ଗୁରୁ ରାମଦେବ ବାବା । ମହାମାରୀ କରୋନା ପାଇଁ ଏଯାଏଁ କୌଣସି ଔଷଧ ବାହାରି ନାହିଁ । ତେବେ ଏହାରି ଭିତରେ ଯୋଗଗୁରୁ ରାମଦେବ ବାବା କରୋନା…

କୋଭିଡ-୧୯ ଔଷଧ, ଗୋଟିଏ ଟାବଲେଟକୁ ୧୦୩ ଟଙ୍କା

ଭାରତରେ କରୋନା ଚିକିତ୍ସା ପାଇଁ ଔଷଧ । ମହାରାଷ୍ଟ୍ର ସ୍ଥିତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ କରୋନା ଭୂତାଣୁ ଚିକିତ୍ସା ପାଇଁ ଔଷଧର ଶୁଭାରମ୍ଭ କରିଛି । ଗ୍ରୀନ ସିଗନାଲ ଦେଇଛି ଭାରତୀୟ ଔଷଧ ମହାନିୟନ୍ତ୍ରକ ବା ଡିଜିସିଆଇ । ଏହି ଆଣ୍ଟି ଭାଇରାଲ୍ ଔଷଧର ନା ରହିଛି FabiFlu। ଏହାର ଗୋଟିଏ…