Latest Odisha News

BREAKING NEWS

Browsing Tag

Yuvraj Singh

ମୈଦାନକୁ ଓହ୍ଲାଇବେ ଯୁବରାଜ ସିଂ, କ୍ରିକେଟ୍ ପାଇଁ ନୁହେଁ ରାଜନୀତିରେ କରିବେ ଡେବ୍ୟୁ

ନୂଆଦିଲ୍ଲୀ: ମୈଦାନରେ ହେବ ଚୌକା ଓ ଛକାର ବର୍ଷା। କ୍ରିକେଟ ମୈଦାନରେ ନୁହେଁ, ରାଜନୀତି ପଡିଆରେ। କାରଣ ରାଜନୀତିକୁ ଓହ୍ଲାଇବେ କ୍ରିକେଟର ଯୁବରାଜ ସିଂ। ଖୁବଶୀଘ୍ର ସେ ପଲିଟିକ୍ସକୁ ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ନିର୍ବାଚନ ନିମନ୍ତେ ସବୁ ରାଜନୈତିକ ଦଳ ବିଗୁଲ ଫୁଙ୍କି ସାରିଲେଣି ଓ…

ବିଶ୍ୱକପକୁ ନେଇ ଚର୍ଚ୍ଚା ବଢ଼ାଇଲା ଯୁବରାଜଙ୍କ ଚିନ୍ତା: ସେହୱାଗ୍ ଓ ସୌରଭ ଗାଙ୍ଗୁଲି କଲେ ଆଲୋଚନା

ଭୁବନେଶ୍ୱର: ଭାରତୀୟ କ୍ରିକେଟ୍ ଦଳ ଏବେ ୨୦୨୩ ଏସିଆ କପରେ ବ୍ୟସ୍ତ ଅଛି। ଏହି ଟୁର୍ଣ୍ଣାମେଣ୍ଟ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହା ପରେ ଟିମ୍ ଇଣ୍ଡିଆକୁ ଦିନିକିଆ ବିଶ୍ୱକପ୍ ଖେଳିବାକୁ ପଡ଼ିବ, ଯାହାକୁ ନେଇ ଟିମ୍ ଇଣ୍ଡିଆର ଘୋଷଣା ମଧ୍ୟ ହୋଇସାରିଛି। ବିଶ୍ବକପକୁ ଆଉ ମାତ୍ର…

ଯୁବରାଜ୍ ଓ ବୁମ୍ରାଙ୍କ ପରେ ଆଉ ଜଣେ ଷ୍ଟାର୍ କ୍ରିକେଟର୍ ଏବେ ବାପା ହେବାକୁ ଯାଉଛନ୍ତି

ନୁଆଦିଲ୍ଳୀ: ବର୍ତ୍ତମାନ ଭାରତୀୟ ଦଳ ଏସିଆ କପ୍ ୨୦୨୩ ରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ଅନେକ କ୍ରିକେଟରଙ୍କ ଘରେ ଖୁସିର ପ୍ରତିଧ୍ୱନୀ ଶୁଣାଯାଉଛି। ସମ୍ପ୍ରତି ଜସପ୍ରୀତ ବୁମ୍ରା ଏବଂ ସଞ୍ଜନା ପିତାମାତା ହୋଇଛନ୍ତି । ଏହାପୂର୍ବରୁ ଯୁବରାଜ୍ ସିଂ ଏବଂ ତାଙ୍କ ପତ୍ନୀ ହେଜେଲ ଦ୍ୱିତୀୟ ଥର ପାଇଁ…

ପୁଣି ମଇଦାନକୁ ଫେରିବେ ସିକ୍ସର୍ କିଙ୍ଗ୍ ଯୁବରାଜ ସିଂ

ଚଣ୍ଡିଗଡ଼: ବେଶ କିଛି ଦିନ ପୂର୍ବରୁ କ୍ରିକେଟର ଚହଲଙ୍କ ବିରୋଧରେ ଜାତିଆଣ ଆକ୍ଷେପ ମାମଲାରେ ଗିରଫ ହେବା ପରେ ଜାମିନରେ ବାହାରିଥିଲେ କ୍ରିକେଟର୍ ଯୁବରାଜ ସିଂ । ଏ ନେଇ ଯୁବରାଜ ଖୁବ ଚର୍ଚ୍ଚାରେ ରହିଥିଲେ । ହେଲେ ନିକଟରେ ତାଙ୍କର ଏକ ଘୋଷଣା ଅନେକ କ୍ରିକେଟ ପ୍ରେମୀଙ୍କୁ ଖୁସୀ କରିଥିଲାବେଳେ…

କାହିଁକି ଯୁବରାଜଙ୍କ ବାୟୋପିକ ନିର୍ମାଣ କରିବାକୁ ମନା କରିଥିଲେ କରନ୍ ଜୋହର ?

ମୁମ୍ବାଇ: ବଲିଉଡରେ ବାୟୋପିକ ଫିଲ୍ମର ଟିକେ ହଟ୍‌କେ ଟ୍ରେଣ୍ଡ ରହିଛି । ବୋଧ ହୁଏ ସେଥିପାଇଁ ଏମ୍‌.ଏସ୍ ଧୋନୀ ଓ ଦଙ୍ଗଲ୍ ଭଳି ଫିଲ୍ମ ସୁପରହିଟ୍ ହୋଇଥିଲା । ନିକଟରେ ଲଭ୍ ରଂଜନ ବି ସୌରଭ ଗାଙ୍ଗୁଲୀଙ୍କ ଉପରେ ଏକ ବାୟୋପିକ ନିର୍ମାଣ କରିବାକୁ ଘୋଷଣା କରିଥିଲେ । ହେଲେ ଅନେକ ହୁଏ ତ ଜାଣିନଥିବେ…

ଖାସ ଅନ୍ଦାଜରେ ପ୍ରୀତିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଯୁବରାଜ

ମୁମ୍ବାଇ : ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କର ଆଜି ୪୬ତମ ଜନ୍ମଦିନ । ସୋସିଆଲ୍ ମିଡ଼ିଆରେ ଜନ୍ମଦିନ ଅବସରରେ ପ୍ରୀତି ଜିଣ୍ଟାଙ୍କୁ ତାଙ୍କ ପ୍ରଶଂସକ ଓ ସେଲିବ୍ରିଟି ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ପ୍ରୀତିଙ୍କ ନିକଟ ବନ୍ଧୁ ତଥା କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ପୂର୍ବତନ…

ମିଳିଲାନି ଅନୁମତି, ଯୁବରାଜ ସିଂଙ୍କୁ ଘରୋଇ କ୍ରିକେଟ୍ ମନା

ନୂଆଦିଲ୍ଲୀ: ଗତବର୍ଷ ଜୁନ୍ ମାସରେ କ୍ରିକେଟ ଜଗତକୁ ଅଲବିଦା କହିଥିଲେ ଯୁବରାଜ ସିଂ । ଘରୋଇ କ୍ରିକେଟ, ଆଇପିଏଲ୍ ଓ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ ବିଦେଶୀ କ୍ରିକେଟ ଲିଗରେ ଦେଖିବାକୁ ମିଳିଥିଲା । ତେବେ ନିଜ ମାନସିକତାରେ ପରିବର୍ତ୍ତନ ଆଣି ଯୁବରାଜ ପୁଣିଥରେ କ୍ରିକେଟକୁ…

ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଦାନ କରି ସମାଲୋଚିତ ହେଲେ କ୍ରିକେଟର ଯୁବରାଜ ଓ ହରଭଜନ

ଭୁବନେଶ୍ୱର: ପାକିସ୍ତାନର ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦିଙ୍କ ଦାତବ୍ୟ ସଂସ୍ଥାକୁ ଅର୍ଥ ଦାନ କରି ସୋସିଆଲ ମିଡିଆରେ ସମାଲୋଚିତ ହୋଇଛନ୍ତି କ୍ରିକେଟର ଯୁବରାଜ ସିଂ । ସୂଚନାଯୋଗ୍ୟ ଯେ, କରୋନା ସଂକ୍ରମଣ ଯୋଗୁଁ ସାଧାରଣ ଲୋକେ ସମ୍ମୁଖୀନ ହେଉଥିବା ସମସ୍ୟାକୁ ଦୃଷ୍ଟିରେ ରଖି ଯୁବରାଜ ଏବଂ…