ଟ୍ରେନରୁ ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର
ପୁରୀ : ଗୁଣପୁର-ପୁରୀ ଟ୍ରେନର ଏକ ପାଇଖାନାରୁ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡହୀନ ରକ୍ତ ଜୁଡୁବୁଡୁ ମୃତଦେହ ମିଳିଛି । ଟ୍ରେନଟି ପୁରୀ ଷ୍ଟେସନରେ ରହିଥିବା ବେଳେ କୌଣସି ଯାତ୍ରୀ ପ୍ରଥମେ ଏହା ଦେଖି ରେଳବାଇ ପୋଲିସକୁ ଜଣାଇଥିଲେ ।
ତେବେ ଡ଼େଲାଙ୍ଗ ନିକଟରେ ଏକ ମହିଳାଙ୍କ କଟାମୁଣ୍ଡର ମଧ୍ୟ…