Latest Odisha News

BREAKING NEWS

Yearly Archives

2019

ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’: ପ୍ରଥମ ପର୍ଯ୍ୟାୟରେ ୭୪ଟି ଟ୍ରେନ ଚଳାଚଳ ବାତିଲ୍

ଭୁବନେଶ୍ୱର: ଓଡ଼ିଶା ଉପକୂଳରେ ଭୟଙ୍କର ସାମୁଦ୍ରିକ ଝଡ଼ ‘ଫନି’ର ପ୍ରଭାବକୁ ଦୃଷ୍ଟିରେ ରଖି ଇଷ୍ଟ କୋଷ୍ଟ ରେଲୱେ ପକ୍ଷରୁ କେତେକ ଟ୍ରେନର ଚଳାଚଳ ବାତିଲ୍ କରିଯାଇଛି । ମେ ୨ ତାରିଖ ସନ୍ଧ୍ୟାରୁ ଭଦ୍ରକ ଓ ବିଶାଖାପାଟଣା ମଧ୍ୟରେ ଚଳାଚଳ ହେବାକୁ ଥିବା ଟ୍ରେନ ଗୁଡ଼ିକ ବାତିଲ ହୋଇପାରେ । ତେବେ…

ଗୋପାଳପୁର ଓ ଚାନ୍ଦବାଲି ଦେଇ ମେ’ ୩ରେ ଅତିକ୍ରମ କରିବ ସାମୁଦ୍ରିକ ଝଡ ‘ଫନି’

ଭୁବନେଶ୍ୱର : ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ ସୃଷ୍ଟ ଅତି ଭୟଙ୍କର ସାମୁଦ୍ରିକ ଝଡ ଫନି ଧିରେଧିରେ ଓଡିଶା ନିକଟତର ହେବାରେ ଲାଗିଛି । ଏହା ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ୧୪ କିମି. ବେଗରେ ଉତ୍ତର-ପଶ୍ଚିମ ଦିଗରେ ଗତିକରି ବୁଧବାର ସକାଳ ୮.୩୦ ସୁଦ୍ଧା ୧୪.୧ ଡିଗ୍ରୀ ଉତ୍ତର ଅକ୍ଷାଂଶ…

ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ବନ୍ଦ ରହିବ ନନ୍ଦନକାନନ ପ୍ରାଣୀ ଉଦ୍ୟାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଭୁବନେଶ୍ୱର ଉପକଣ୍ଠସ୍ଥ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ ମେ’ ୨ ତାରିଖରୁ ୪ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ମିଳିଥିବା ସୂଚନାନୁଯାୟୀ ଚିଡିଆଖାନାର ପଶୁପକ୍ଷୀ, ଜୀବଜନ୍ତୁ ତଥା ପର୍ଯ୍ୟଟକଙ୍କ ସୁରକ୍ଷା ଲାଗି ନନ୍ଦନକାନନ…

ଭୟଙ୍କର ରୂପ ନେଉଛି ବାତ୍ୟା ‘ଫନି’: ଭଦ୍ରକ ଓ ଜଗତସିଂହପୁର ପହଞ୍ଚିଲେ ଏନଡ଼ିଆରଏଫ ଟିମ୍

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ ପ୍ରଭାବରେ ମେ ୨ ତାରିଖ ଅର୍ଥାତ ଗୁରୁବାର ଦିନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ସେହିପରି ୩ ଓ ୪ ତାରିଖରେ ମଧ୍ୟ ଏହାର ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବାର ସୂଚନା ହସ୍ତଗତ ହୋଇଛି । ପ୍ରବଳ…

ସାମୁଦ୍ରିକ ଝଡ ‘ଫନି’ ଲାଗି ଘୁଞ୍ଚିଲା ବିପିୟୁଟି ପରୀକ୍ଷା

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଓଡିଶାର ନିକଟତର ହେଉଥିବାବେଳେ ଏହାକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନଜରରେ ରଖି ବିପିୟୁଟି ଶିକ୍ଷାନୁଷ୍ଠାନ ଅଧିନରେ ଥିବା ୧୬୪ଟି କଲେଜର ପରୀକ୍ଷା ଘୁଞ୍ଚାଇ…

ସାମୁଦ୍ରିକ ଝଡ ‘ଫନି’: ରିଲିଫ୍ ଓ ସହାୟତା ଲାଗି ୫ଟି ଜିଲ୍ଲାରେ ୫ଆଇଏଏସଙ୍କୁ ଦାୟିତ୍ୱ ପ୍ରଦାନ

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ଅତି ଭୟଙ୍କର ରୂପ ନେଇ ଓଡିଶା ଉପକୂଳକୁ ମାଡି ଆସୁଥିବା ବେଳେ ରାଜ୍ୟ ସରକାର ବୁଧବାର ଦିନ ୫ ଜଣ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କୁ ୫ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ଯାହାଫଳରେ ସାମୁଦ୍ରିକ ଝଡ ‘ଫନି’ ଦ୍ୱାରା ଅଧିକ…

ସାମୁଦ୍ରିକ ଝଡ ‘ଫନି’: ଓଡିଶାର ୧୧ଟି ଜିଲ୍ଲାରୁ ହଟିଲା ଆଦର୍ଶ ଆଚରଣ ବିଧି

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଜାରି ହଳଦିଆ ୱାର୍ଣ୍ଣିଂ ପରେ ଭାରତ ନିର୍ବାଚନ ଆୟୋଗ (ଇସିଆଇ) ବୁଧବାର ଦିନ ଓଡିଶାର ୧୧ଟି ଜିଲ୍ଲାରେ ଆଦର୍ଶ ଆଚରଣ ବିଧିକୁ ହଟାଇ ଦେଇଛନ୍ତି । ‘ଫନି’…

ନିକଟତର ହେଉଛି ସାମଦ୍ରିକ ଝଡ଼ ‘ଫନି’: ମେ ୨ରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଓଡ଼ିଶା ଉପକୂଳକୁ ଭୀଷଣ ରୂପ ଧରି ମାଡ଼ି ଆସୁଛି ସାମୁଦ୍ରିଖ ଝଡ଼ ‘ଫନି’ । ଆସନ୍ତା ୩ ତାରିଖରେ ସାମୁଦ୍ରିକ ଝଡ଼ ‘ଫନି’ ଓଡ଼ିଶା ଉପକୂଳ ଛୁଇଁବାର ସମ୍ଭାବନା ରହିଥିଲେ ମଧ୍ୟ ୨ ତାରିଖରୁ ସମଗ୍ର ରାଜ୍ୟରେ ଏହାର ପ୍ରଭାବ ଅନୁଭୁତ ହେବ । ତେଣୁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ସମସ୍ତ…

‘ବନକଲାଗି’ ନୀତି ପାଇଁ ୪ଘଣ୍ଟା ଯାଏଁ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ବୁଧବାର ହେବାକୁ ଥିବା ମହାପ୍ରଭୁଙ୍କ ଗୁପ୍ତନୀତି ପାଇଁ ପାଖାପାଖି ୪ ଘଣ୍ଟା ଧରି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିବ । ମିଳିଥିବା ସୂଚନା ଅନୁଯାୟୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ପାଇଁ ଅପରାହ୍ନ ସାଢ଼େ ୪ଟାରୁ ରାତି ସାଢ଼େ ୮ଟା ପର୍ଯ୍ୟନ୍ତ…

ଜାଣନ୍ତୁ, ସାମୁଦ୍ରିକ ଝଡ ‘ଫନି’ ପ୍ରଭାବରେ ଓଡିଶାର କେଉଁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର : ସାମୁଦ୍ରିକ ଝଡ ‘ଫନି’ ବେଳକୁ ବେଳ ଅତି ଉଗ୍ର ରୂପ ଧାରଣ କରୁଥିବାବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପକ୍ଷରୁ ଦକ୍ଷିଣ, ପୂର୍ବ ଏବଂ ଉତ୍ତର-ଉପକୂଳ ଓଡିଶାର କିଛି ସ୍ଥାନରେ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜାଣନ୍ତୁ, ଓଡିଶାର କେଉଁ କେଉଁ ଜିଲ୍ଲାକୁ…