Latest Odisha News

BREAKING NEWS

Yearly Archives

2019

ମାଲକାନଗିରି: କର୍ମଚାରୀଙ୍କ ସହ ୪ଟି ଲଞ୍ଚକୁ ଛାଡ଼ିଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ସ୍ୱାଭୀମାନ ଅଞ୍ଚଳରେ ଦୁଇଦିନ ପୂର୍ବରୁ ଅଟକ ରଖିଥିବା ୪ଟି ଲଞ୍ଚକୁ ଶୁକ୍ରବାର ଦିନ ଛାଡ଼ିଦେଇଛନ୍ତି । ମାଓବାଦୀମାନେ ପଣସପୁଟରୁ ୨ଟି ଏବଂ ସିନ୍ଧିପୁଟରୁ ୨ଟି ଲଞ୍ଚ ନେଇଯାଇ ଅଟକ ରଖିଥିଲେ । ଏହି ୪ଟି ଲଞ୍ଚ ଗୁଡ଼ିକରେ ୧୨ ଜଣ…

କଂଗ୍ରେସ ଛାଡି ବିଜେଡିରେ ମିଶିଲେ ସାରଦା ପ୍ରସନ୍ନ ଜେନା

ଭୁବନେଶ୍ୱର : କଂଗ୍ରେସ ନେତା ସାରଦା ପ୍ରସନ୍ନ ଜେନା ଦଳର ପ୍ରାଥମିକତା ସଦସ୍ୟତା ପଦରୁ ଇସ୍ତଫା ଦେବାପରେ ଆଜି ବିଜୁ ଜନତା ଦଳ (ବିଜେଡି)ରେ ସେ ଯୋଗ ଦେଇଛନ୍ତି । ଶ୍ରୀଯୁକ୍ତ ଜେନା ତାଙ୍କର ସମର୍ଥକଙ୍କ ସହ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଦ୍ଧ…

ଆରମ୍ଭ ହେଲା ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ଆସ୍କାରେ ନବୀନଙ୍କ ରୋଡ ଶୋ’

ଆସ୍କା : ଓଡିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନୀ ଶେଷ ହେବାର ଗୋଟିଏ ଦିନ ପରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦିନ ଗଞ୍ଜାମ ଜିଲ୍ଲା ଆସ୍କା ଲୋକସଭା ଆସନ ଲାଗି ନିର୍ବାଚନୀ ପ୍ରଚାର ଅଭିଯାନ ଆରମ୍ଭ କରିଛନ୍ତି । ଦଳୀୟ ସୁତ୍ରରୁ ମିଳିଥିବା ସୂଚନାନୁଯାୟୀ…

ବେଳେବେଳେ ବିଶ୍ୱାସ ମଧ୍ୟ ହୁଏ ନାହିଁ ଯେ ଜଣେ ଲେଖକକୁ ଏତେ ଶ୍ରଦ୍ଧା ପାଠକ ଦିଏ ବୋଲି : ପ୍ରତିଭା ରାୟ

ପ୍ରତିଭା ରାୟ (୧୯୪୪) ଆଧୁନିକ ଓଡ଼ିଆ କଥାସାହିତ୍ୟର ଅନ୍ୟତମ ପ୍ରଖର ଶିଳ୍ପୀ । ସେ ହିଁ ଓଡ଼ିଶାର ଏକମାତ୍ର ଶତକ-ସଂସ୍କରଣ ପୁସ୍ତକର ଲେଖିକା; ଯାହାଙ୍କର ‘ଯାଜ୍ଞସେନୀ’ ଉପନ୍ୟାସ ନିକଟରେ ୧୦୦ତମ ସଂସ୍କରଣ ଛୁଇଁପାରିଛି । ସାମାନ୍ୟକଥନ, ଷଷ୍ଠସତୀ, ମୋକ୍ଷ, ଉଲ୍ଲଂଘନ, ନିବେଦନମିଦମ୍‍, ଗାନ୍ଧୀଙ୍କ…

‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସାରା ଦେଶରେ ନିର୍ବାଚନ ମାହୋଲ ଜାରି ରହିଥିବା ବେଳେ ସର୍ବୋଚ୍ଚ ନ୍ୟାୟାଳୟ ରାଜନୈତିକ ଦଳମାନଙ୍କର ପାଣ୍ଠିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣୂ ରାୟ ଦେଇଛନ୍ତି । ଏନେଇ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କହିଛନ୍ତି, ‘ଇଲେକ୍ଟୋରାଲ୍ ବଣ୍ଡ୍’ ପ୍ରଚଳନ ଚାଲୁ ରହିବ । ମାତ୍ର ଆସନ୍ତା ମେ…

କେନ୍ଦୁଝରରେ ଆଜି ଅମିତ ଶାହଙ୍କ ପ୍ରଚାର, ୧୭ରେ କଟକ ଓ ଢେଙ୍କାନାଳ

ଭୁବନେଶ୍ୱର : ଓଡିଶାରେ ୪ ଲୋକସଭା ଓ ୨୮ ଟି ବିଧାନସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବାର ଗୋଟିଏ ଦିନ ପରେ ୨ୟ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର ପାଇଁ ରାଜନୈତିକ ଦଳମାନେ ଜୋରଦାର କ୍ୟାମ୍ପେନିଂ ଆରମ୍ଭ କରିଛନ୍ତି । ଏହି ଅବସରରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ଲାଗି ବିଜେପି ରାଷ୍ଟ୍ରୀୟ…

ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ, ଜଟଣୀରେ ରାସ୍ତା ଅବରୋଧ

ଜଟଣୀ: ଜଣଣୀର ଗୋପବନ୍ଧୁ ନଗର ଅନ୍ତର୍ଗତ ମୁଣ୍ଡିଆସାହିଠାରେ ଜଣେ ୬ ବର୍ଷର ନାବାଳିକାକୁ ଜଣେ ଯୁବକ ଦୁଷ୍କମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାର ବିକ୍ଷୋଭ ପ୍ରଦର୍ଶନ କରି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଜଟଣୀ ଥାନା ନିକଟ ରାସ୍ତାକୁ ଅବରୋଧ କରାହୋଇଛି । ପୋଲିସ ସୂତ୍ରରୁ…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ…

ଲକ୍ଷେଭାର ପଦ୍ମ ଆଣିଚି ତୋପାଇଁ... ପ୍ରଜ୍ଞାଶ୍ରୀ ରଥ ବହୁବର୍ଣ୍ଣା ଆଲୁଅର ଏକମାତ୍ର ସୂର୍ଯ୍ୟ ତୋ ସୀମନ୍ତରେ ମା! ବରଫର ସୀମାନ୍ତରେ ରକ୍ତର ସିନ୍ଦୂର... କୋଟିଏ ପ୍ରାଣସ୍ପନ୍ଦନ ଜଣାଇବା ପାଇଁ ଗୋଟିଗୋଟି କରି କେତେ କିଏ ଛାଡ଼ିଗଲେ ଆପଣା ସଂସାର... ରଣକୁହୁଡ଼ିରେ ମିଳେଇଯାଇଚି…

ଜାଣନ୍ତୁ, କେମିତି କଟିବ ଆଜି ଦିନ

ଆଜିର ରାଶି ଫଳ ତା୧୨-୦୪-୨୦୧୯ ଶୁକ୍ରବାର ଜ୍ୟୋତିର୍ବିଦ୍ ଡଃ ନିରଞ୍ଜନ ମହାପାତ୍ର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୧୯ ମସିହା ଅପ୍ରେଲ ମାସ ତା୧୨ ତାରିଖ ଶୁକ୍ରବାର ମୀନ ୨୯ଦିନ ଚୈତ୍ର ମାସ ଶୁକ୍ଳ ପକ୍ଷ ସପ୍ତମୀ ଭୁକ୍ତ ଅଷ୍ଟମୀ ତିଥି ଆଦ୍ରା ନକ୍ଷତ୍ର ମିଥୁନ ଚନ୍ଦ୍ର…

ତିନୋଟି କବିତା

ତିନୋଟି କବିତା ସସ୍ମିତା ରାଉତ ୧. ତୃଷ୍ଣା ବେପରୁଆ ଆଞ୍ଜୁଳେ ଶବ୍ଦକୁ ଉଚ୍ଛାଳିଲି ଆକାଶକୁ କିଛି ତ,  ଖାଲି ଖାଲି ବାଦଲ ! ମୋ ଛାତିରେ ଭରି ତୃଷ୍ଣା; କିଛି ବିନ୍ଦୁ ବିନ୍ଦୁ ସାଜି ଭିଜାଇଲେ ଆଉ କାହା ମାଟି ସେତିକି ମୋ କବିତା ! *** ୨. ଷଡ଼ଯନ୍ତ୍ର ଶ୍ରାବଣ…