ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ନବୀନ କହିଲେ ୨୦୧୪ ଠାରୁ ଏଥର ଫଳାଫଳ ଭଲ ହେବ
ଭୁବନେଶ୍ୱର: ଓଡ଼ିଶାରେ ୧ମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ବିଜେଡ଼ି ସଭାପତି ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି, ଏଥର ନିର୍ବାଚନରେ ଦଳର ଫଳାଫଳ ୨୦୧୪ ଅପେକ୍ଷା ଅଧିକ ଭଲ ହେବ ।
ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବହୁଳ ସଂଖ୍ୟାରେ ମତଦାନ…