ବିଜେପି ଟିକଟରେ ଜଗତସିଂହପୁର ଲୋକସଭା ଆସନରୁ ଲଢିବେ ବିଭୁ ତରାଇ
ଭୁବନେଶ୍ୱର : ଓଡିଶା ଲୋକସଭା ଓ ବିଧାନସଭା ଆସନ ଲାଗି ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟି ଶନିବାର ଦିନ ପ୍ରାର୍ଥୀ ତାଲିକା ଘୋଷଣା କରିଛି ।
ଦଳ ପକ୍ଷରୁ ଓଡିଶାର ଗୋଟିଏ ଲୋକସଭା ଆସନ ଓ ୨ଟି ବିଧାନସଭା ନିର୍ବାଚନୀମଣ୍ଡଳୀ ଲାଗି ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି ।
ବିଜେପି…