ବିଜେଡ଼ି ରଣନୀତି: ଲଢି ନ’ପାରନ୍ତି ପ୍ରଣବ, ଅରୁଣ ଓ ସଞ୍ଜୟ, କରିବେ ନିର୍ବାଚନ ପରିଚାଳନା
ଭୁବନେଶ୍ୱର: ଶାସକ ବିଜେଡ଼ି ଏଥର ସାଧାରଣ ନିର୍ବାଚନରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବିଙ୍କ ସମେତ କିଛି ବର୍ତ୍ତମାନର ବିଧାୟକଙ୍କୁ ଦଳର ପ୍ରାର୍ଥୀ ନକରିପାରେ, ବରଂ ଆଗାମୀ ନିର୍ବାଚନ ରଣାଙ୍ଗନରେ ସେମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇପାରେ ବିଜୁ ଜନତା ଦଳ ।
ପାର୍ଟି…