ଜେଲ୍ ଗଲେ ନୀରବ ମୋଦୀ, ଲଣ୍ଡନ କୋର୍ଟରେ ଜାମିନ ଆବେଦନ ଖାରଜ
ଲଣ୍ଡନ: ଭାରତୀୟ ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଲଣ୍ଡନର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ବୋଲି ଗଣମାଧ୍ୟମ ସଂସ୍ଥା ଏଏନଆଇ ସୂତ୍ରରୁ ପ୍ରକାଶ ।
ତାଙ୍କୁ ମାର୍ଚ୍ଚ ୨୯ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତରେ ରଖାଯିବ ବୋଲି ଗଣମାଧ୍ୟମ…