Latest Odisha News

BREAKING NEWS

Yearly Archives

2019

ଭୁବନେଶ୍ୱରରେ ଜଳିଗଲା ବସ୍

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରର ଆଇଗିଣିଆ ଛକ ନିକଟରେ ଗୁରୁବାର ଦିନ ଏକ ଘରୋଇ ବସ ସମ୍ପୂର୍ଣ୍ଣ ଜଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଆଇଗିଣିଆ ନିକଟରେ ଏହି ବସଟି ଗତ ୨ଦିନ ହେବ ରାସ୍ତାକଡରେ ପାର୍କିଂ ହୋଇଥିଲା । ତେବେ ରାସ୍ତାକଡରେ ଥିବା ଏହି ବସରେ କେଉଁ କାରଣରୁ ନିଆଁ ଲାଗିଛି,…

ବିଜେପିରେ ମିଶିଲେ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ

ଭୁବନେଶ୍ୱର : ଦଳ ଅଦଳବଦଳ ରାଜନୀତି ଜୋର ଧରିଥିବାବେଳେ ବିଜେପିରେ ଯୋଗ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ତଥା ଦଳର ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦ । ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ବିଜେପିରେ…

ବିଜେଡି ଇସ୍ତାହାରରେ ରହିଛି ବାସ୍ତବତା: ସୌମ୍ୟରଞ୍ଜନ

ଭୁବନେଶ୍ୱର : ବିଜେଡି ରାଜ୍ୟସଭା ସଦସ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକ ନିର୍ବାଚନ ଇସ୍ତାହାରରେ ତାଙ୍କ ଦଳ ଯର୍ଥାର୍ଥତା ପ୍ରତିପାଦନ କରିଛି ବୋଲି ଗୁରୁବାର ଦିନ ଦାବି କରିଛନ୍ତି । “ଅନ୍ୟ ରାଜନୈତିକ ଦଳ ଠାରୁ ଆମ ନିର୍ବାଚନୀ ଇସ୍ତାହାର ସମ୍ପୂର୍ଣ୍ଣ ଭିନ୍ନ । ଅନ୍ୟ ଦଳମାନେ ଲୋକଙ୍କୁ ଆକୃଷ୍ଟ…

କଂଗ୍ରେସ ଛାଡିଲେ ପୂର୍ବତନ ଜଳେଶ୍ୱର ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ

ବାଲେଶ୍ୱର : ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀ ପ୍ରସନ୍ନ ଚାନ୍ଦ ଗୁରୁବାର ଦିନ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀଯୁକ୍ତ ଚାନ୍ଦ ନିଜ ଇସ୍ତଫା ପତ୍ର ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି । “୧୯୯୨…

ଅନୁଗୁଳ: ମୂମୁର୍ଷ ଅବସ୍ଥାରେ ମହିଳା ଉଦ୍ଧାର

ଅନୁଗୁଳ: ଅନୁଗୁଳ ଜିଲ୍ଲା ଗୁରୁଧି ଗ୍ରାମ ନିକଟରେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି । ଉକ୍ତ ମହିଳା ଜଣକ ସେହି ଗ୍ରାମର ପ୍ରଣବବନ୍ଧୁ ପ୍ରଧାନଙ୍କ ସ୍ତ୍ରୀ ବୋଲି ଜଣାପଡିଛି । ଆହୁରି ମଧ୍ୟ ପାଖାପାଖି ୫ଜଣ ଲୋକ ସମ୍ପୃକ୍ତ ମହିଳାଙ୍କୁ ବଳପୂର୍ବକ ବିଷ ପିଆଇଦେଇଥିବା ନେଇ…

କଂଗ୍ରେସରେ ମିଶିବେ କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ

ଭୁବନେଶ୍ୱର : ବିଜେଡିରୁ ଟିକେଟ ନପାଇ ଦଳ ଛାଡିଥିବା କନ୍ଧମାଳ ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ କଂଗ୍ରେସରେ ଯୋଗଦେବା ନେଇ ସ୍ପଷ୍ଟ ହୋଇଛି । ଏନେଇ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନରଞ୍ଜନ ପଟ୍ଟନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି,…

ଦୋଳ ପୂର୍ଣ୍ଣିମା ଉପଲକ୍ଷେ ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ଭୁବନେଶ୍ୱର : ଦୋଳ ପୂର୍ଣ୍ଣିମା ଉପଲକ୍ଷେ ଗୁରୁବାର ଦିନ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ଯେତେବେଳେକି ସାରା ରାଜ୍ୟରେ ଶୁକ୍ରବାର ଦିନ ହୋଲି ପର୍ବ ପାଳନ କରାଯିବ । ଏହି ଅବସରରେ ପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସୁନାବେଶ…

ଦୋଳ ପୂର୍ଣ୍ଣିମା: ଆନନ୍ଦ ଉଲ୍ଲାସର ପର୍ବ

ଭୁବନେଶ୍ୱର : ଆଜି ହେଉଛି ପବିତ୍ର ‘ଦୋଳ ପୂର୍ଣ୍ଣିମା’ । ଫାଲଗୁନ୍ ମାସ ପୂର୍ଣ୍ଣିମା ତିଥିରେ ପଡୁଥିବା ଏହା ପର୍ବ ଏକ ଲୋକପ୍ରିୟ ହିନ୍ଦୁ ପର୍ବ । ଏହା ୬ ଦିନ ଧରି ଚାଲେ, ଯାହା ଦୋଳ ଯାତ୍ରାରୁ ଆରମ୍ଭ ହୋଇ ଫାଲଗୁନ୍ ଦଶମୀ ଯାଏଁ ଚାଲିଥାଏ । ଦୋଳ ଯାତ୍ରା – ଦୋଳ ଯାତ୍ରାରେ ଭଗବାନ…

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ,ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର : ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଆଜିଠାରୁ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ କରାଯାଇ ଚଳାଚଳ ଆରମ୍ଭ କରାଯାଇଅଛି ଓ ଏହି ଟ୍ରେନ ଟି ଦୁଇଟି ଏସି ଚେୟାର କର, ସାତଗୋଟି ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ ବଗି, ପାଞ୍ଚଗୋଟି ଦ୍ଵିତୀୟ ଶ୍ରେଣୀ…

ଆରପାରିରେ ଦାମୋଦର ରାଉତଙ୍କ ପତ୍ନୀ ସ୍ନେହଲତା

ଭୁବନେଶ୍ୱର : ବିଜେପି ନେତା ଦାମୋଦର ରାଉତଙ୍କ ଧର୍ମପତ୍ନୀ ସ୍ନେହଲତା ମହାପାତ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁବାର ସକାଳେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲରେ ଦେହାନ୍ତ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ସ୍ୱର୍ଗତଃ ସ୍ନେହଲତା ଦୀର୍ଘ ୬ମାସ ହେବ ଅସୁସ୍ଥ ହୋଇ…