Latest Odisha News

BREAKING NEWS

Yearly Archives

2019

ପବିତ୍ର ମହାଶିବରାତ୍ରୀରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟବାସୀଙ୍କୁ ଶୁଭେଚ୍ଛା

ଭୁବନେଶ୍ୱର : ଆଜି ପବିତ୍ର ମହାଶିବରାତ୍ରୀ । ଏହି ଅବସରରେ ସାରା ରାଜ୍ୟରେ ଶିବ ମନ୍ଦିର ଗୁଡିକ ଚଳଚଞ୍ଚଳ ହୋଇପଡିଛି । ବିଶେଷକରି ଆଜି ଶୈବପୀଠ ଗୁଡିକରେ ଶିବ ପଞ୍ଚାକ୍ଷର ମନ୍ତ୍ର ଧ୍ୱନୀରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର । ଶ୍ରଦ୍ଧାଳୁମାନେ ଉପବାସ ରହି ମହାଦେବଙ୍କୁ ଆରାଧନା କରିବା ସହ…

ଓଡିଶାର ପ୍ରମୁଖ ଶୈବପୀଠରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ଭିଡ

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରୀ ଲାଗି ସୋମବାର ଦିନ ରାଜ୍ୟର ସମସ୍ତ ଶିବାଳୟ ମାନଙ୍କରେ ଶ୍ରଦ୍ଧାଳୁ ତଥା ଭକ୍ତମାନଙ୍କର ଭିଡ ଜମିବାରେ ଲାଗିଛି । ଏହି ଅବସରରେ ଆଜି ଭୋରରୁ ଧବେଳଶ୍ୱର, ଲୋକନାଥ, ଆଖଣ୍ଡଳମଣୀ, କପିଳାସ, ଲିଙ୍ଗରାଜ, ପଞ୍ଚଲିଙ୍ଗେଶ୍ୱର ଏବଂ ବେଦବ୍ୟାସ ପରି ପ୍ରମୁଖ…

ସୋମବାର ଶିବରାତ୍ରୀ ଲାଗି ରାଜ୍ୟର ସମସ୍ତ ଶୈବପୀଠ ଚଳଚଞ୍ଚଳ

ଭୁବନେଶ୍ୱର: ସୋମବାର ଦିନ ମହାଶିବରାତ୍ରୀ ଉପଲକ୍ଷେ ରାଜ୍ୟର ସମସ୍ତ ପ୍ରସିଦ୍ଧ ଶୈବପୀଠଗୁଡ଼ିକ ଚଳଚଞ୍ଚଳ ହୋଇ ଉଠିଛି । ଦେବ ଦେବ ମହାଦେବଙ୍କ ଜ୍ୟୋର୍ତିଲିଙ୍ଗ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କରିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ଏଥିଲାଗି ରାଜ୍ୟର ବଡ଼ ଶୈବପୀଠ ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ସରିବା…

ବ୍ରହ୍ମପୁରରେ ଜାନିବିଲି ବୃହତ ଜଳ ଯୋଗାଣ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଗଞ୍ଜାମ: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଦିନ ପ୍ରାୟ ୪୩୧ କୋଟି ଟଙ୍କା ବ୍ୟୟରେ ରାଜ୍ୟର ପ୍ରଥମ ସମନ୍ୱିତ ଜଳ ଯୋଗାଣ ପ୍ରକଳ୍ପ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ନିମନ୍ତେ ଗଞ୍ଜାମର ଧରାକୋଟ ବ୍ଲକର ଜାନିବିଲିଠାରେ ନିର୍ମିତ ବୃହତ ଜଳ ଯୋଗାଣ ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ।…

ଆହୁରି ୩ ଦିନ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା ୩ ଦିନ ଧରି ଘଡ଼ଘଡ଼ି ସହିତ ଝଡ଼ବର୍ଷା ହେବାର ସମ୍ଭାବନା ରହିଥିବାର ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡ଼ି)ର କର୍ତ୍ତୃପକ୍ଷ । ଭାରତୀୟ ପାଣିପାଗ କେନ୍ଦ୍ର (ଆଇଏମଡ଼ି) ପକ୍ଷରୁ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ, ବାଂଲାଦେଶ ଉପର ୦.୯ କିମି ରୁ…

ରାଜେନ୍ଦ୍ର ସ୍ୱୟଂଶାସିତ କଲେଜକୁ ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କଲେ ରାଜ୍ୟ ସରକାର

ବଲାଙ୍ଗୀର: ପଶ୍ଚିମ ଓଡ଼ିଶାର ସର୍ବପୂରାତନ ମହାବିଦ୍ୟାଳୟ ରାଜେନ୍ଦ୍ର ସ୍ୱୟଂ ଶାସିତ କଲେଜକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟର ମାନ୍ୟତା ଦେଇଛନ୍ତି । ଏହା ଫଳରେ ନୂଆପଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ସମସ୍ତ ମହାବିଦ୍ୟାଳୟ ଗୁଡ଼ିକ ଏବେ ବିଶ୍ୱବିଦ୍ୟାଳୟ ଭାବେ ଘୋଷିତ ହୋଇଥିବା ରାଜେନ୍ଦ୍ର…

ଗଞ୍ଜାମ: କୂଅ ଭିତରୁ ବୃଦ୍ଧଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅନ୍ତର୍ଗତ କାମଗଡ ଗ୍ରାମରେ ରବିବାର ଦିନ ଜଣେ ବୃଦ୍ଧଙ୍କ ମୃତଦେହ କୂଅ ଭିତରୁ ଉଦ୍ଧାର କରାଯାଇଛି । ମୃତକଙ୍କ ନାମ ସୁଭାଷ ନାୟକ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ସୁଭାଷ ଗତ ୨ ଦିନ ହେବ ନିଖୋଜ ଥିଲେ । ସ୍ଥାନୀୟ ବାସିନ୍ଦାମାନେ ଏକ…

ସମ୍ବଲପୁରରେ ରେଳଧାରଣା ଉପରକୁ ମାଡିଗଲା କଣ୍ଟେନର

ସମ୍ବଲପୁର : ସମ୍ବଲପୁର-ବୁର୍ଲା ରାସ୍ତାର ଲକ୍ଷ୍ମୀଡୁଙ୍ଗୁରୀ ନିକଟରେ ରବିବାର ଦିନ ଏକ କଣ୍ଟେନର୍ ରେଳ ଧାରଣା ଉପରେ ଚଢ଼ି ଯିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ପ୍ରତକ୍ଷ୍ୟଦର୍ଶୀଙ୍କ କହିବାନୁଯାୟୀ ଉକ୍ତ କଣ୍ଟେନରଟି କୌଣସି କାରଣବଶତଃ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ…

ଧରାପଡ଼ିଲା ପାକିସ୍ତାନର ମିଛ, ଅଭିନନ୍ଦନଙ୍କୁ ଦିଆଯାଇଥିଲା ମାନସିକ ନିର୍ଯ୍ୟାତନା

ନୂଆଦିଲ୍ଲୀ: ଭାରତୀୟ ବାୟୁସେନା ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ପାକିସ୍ତାନ ସେନାଙ୍କ କବଜାରେ ଥିବା ବେଳେ ତାଙ୍କୁ ଅକଥନୀୟ ମାନସିକ ନିର୍ଯ୍ୟାତନା ଦିଆଯାଇଥିବା କଥା ମୁକ୍ତ ହେବା ପରେ କହିଛନ୍ତି । ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନ ମୁକ୍ତ ହେବା ପରେ ବାୟୁସେନା ହସ୍ପିଟାଲରେ ତାଙ୍କର…

ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ

ଭୁବନେଶ୍ୱର: ଗୌହାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ଅଜିତ ସିଂହ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶା ରାଜ୍ୟପାଳ ଗଣେଶୀ ଲାଲ୍ ଶନିବାର ଦିନ ଓଡ଼ିଶା ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ୍ ଅଜିତ ସିଂହଙ୍କୁ ନିଯୁକ୍ତି ଦେଇଛନ୍ତି ।ଓଡ଼ିଶା…