Latest Odisha News

BREAKING NEWS

Yearly Archives

2019

ଆସନ୍ତା ବର୍ଷରୁ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ବନ୍ଦ ହେବ: ପୋଲିସ କମିଶନର୍

ଭୁବନେଶ୍ୱର: ଆସନ୍ତା ବର୍ଷଠାରୁ ପ୍ରସିଦ୍ଧ ଖଣ୍ଡଗିରି ମେଳାରେ ଅଶ୍ଳୀଳ ନୃତ୍ୟ ପରିବେଷଣ କରାଯିବନାହିଁ ଏବଂ ମେଳାରେ ଅଶ୍ଳିଳ ନୃତ୍ୟକୁ ସ୍ଥାନ ନଦେବାକୁ କାର୍ଯ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଦିନ କହିଛନ୍ତି ପୋଲିସ କମିଶନର୍ ସତ୍ୟଜିତ ମହାନ୍ତି । “ଏବର୍ଷ ଖଣ୍ଡଗିରି…

ଆରମ୍ଭ ହେଲା ମୟୂରଭଞ୍ଜର ପ୍ରସିଦ୍ଧ ହିଙ୍ଗୁଳା ପୂଜା ଓ ମେଳା ଉତ୍ସବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାରେ ଥିବା ହିଙ୍ଗୁଳା ମନ୍ଦିରରେ ଶନିବାର ଦିନ ଆରମ୍ଭ ହୋଇଛି ପ୍ରସିଦ୍ଧ ହିଙ୍ଗୁଳା ମାଆଙ୍କ ପୂଜା ଓ ମେଳା ଉତ୍ସବ । ମିଳିଥିବା ସୂଚନାନୁଯାୟୀ, ବଡ଼ସାହି ବ୍ଲକର ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାର ମଧ୍ୟଭାଗ…

ମ୍ୟାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଭିଭାବକ ଯୋଗଇଲେ କପି

ଢେଙ୍କାନାଳ : ରାଜ୍ୟରେ ମ୍ୟାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେଉଥିବାବେଳେ କେତେକ ପରୀକ୍ଷାର୍ଥୀଙ୍କ ଅଭିଭାବକ ତଥା ସମ୍ପର୍କୀୟମାନେ ଢେଙ୍କାନାଳ ଜିଲ୍ଲାର ଏକ ହାଇସ୍କୁଲ ପରିସରରେ ପ୍ରବେଶ କରି ଛାତ୍ରଛାତ୍ରୀଙ୍କୁ କପି ଯୋଗାଇଦେବା ଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି । ଯାହାଫଳରେ କପି ରୋକିବା…

ପୂର୍ବତଟ ରେଳବାଇ ପକ୍ଷରୁ ପରୀକ୍ଷାମୂଳକ ଭାବେ ଗଡ଼ିଲା ୨ହଜାର ମିଟର ଲମ୍ବ ଟ୍ରେନ୍

ଭୁବନେଶ୍ୱର: ଖର୍ଚ୍ଚକାଟ ତଥା ସ୍ୱଳ୍ପ ମାନବ ସମ୍ବଳକୁ ଦୃଷ୍ଟିରେ ପୂର୍ବତଟ ରେଳପଥ ପକ୍ଷରୁ ତିନୋଟି ଟ୍ରେନର ମିଶ୍ରଣରେ ଏକକାଳୀନ ୨,୦୦୦ ମିଟର ଲମ୍ବର ଟ୍ରେନକୁ ପରୀକ୍ଷାମୂଳକ ଭାବେ ଚାଳିତ କରିଛନ୍ତି । ପରୀକ୍ଷାମୂଳକ ଭାବେ ରେଳ ଟ୍ରାକରେ ଗଡ଼ିଥିବା ଏହି ଟ୍ରେନର ଲମ୍ବ ହେଉଛି ୨,୦୦୦ ମିଟର ।…

ଓଡିଶା ମୁଖ୍ୟମନ୍ତ୍ରୀଙ୍କ ୩୩% ମହିଳା ଆରକ୍ଷଣକୁ ମିଳିତ ଜାତିସଂଘର ପ୍ରଶଂସା

ଭୁବନେଶ୍ୱର : ଦେଶର ସମସ୍ତ ବିଧାନସଭା ଓ ସଂସଦରେ ମହିଳାଙ୍କ ଲାଗି ୩୩% ଆରକ୍ଷଣ ନିମନ୍ତେ ପ୍ରସ୍ତାବ ଦେଇଥିବା ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମିଳିତ ଜାତିସଂଘର ଲିଙ୍ଗୀୟ ସମାନତା ଓ ମହିଳା ସଶକ୍ତିକରଣ (ୟୁଏନ୍ ମହିଳା) ବିଭାଗ ଭୂୟସୀ ପ୍ରଶଂସା କରିଛନ୍ତି । ଆମେ ଅତ୍ୟନ୍ତ…

ଗାୟକ ସିଦ୍ଧାନ୍ତଦର୍ଶୀ ମଦନମୋହନ ଜେନା

ଭୁବନେଶ୍ୱର: ମଦନ ମୋହନ ଜେନା ସଂପ୍ରତି ଓଡିଶାର ଜଣେ ପ୍ରତିଷ୍ଠିତ ପାଲା ଗାୟକ । ୧୯୬୧ ମସିହା ଫେବ୍ରୁଆରୀ ୯ ତାରିଖରେ କଟକ ଜିଲ୍ଲାର ନିଆଳୀ ନିକଟସ୍ଥ ଦହିଜଙ୍ଗ ଗ୍ରାମରେ ଜନ୍ମ କରନ୍ତି ଗାୟକ ସିଦ୍ଧାନ୍ତଦର୍ଶୀ ମଦନ ମୋହନ ଜେନା । ବାପା ଗନ୍ଧର୍ବ ଜେନା ଓ ମାଆ ହାରାମଣି ଜେନାଙ୍କ ତିନି ପୁଅ ଓ…

ପୁଣି ଭାଇରାଲ ହେଲା ମ୍ୟାଟ୍ରିକ୍ ପ୍ରଶ୍ନପତ୍ର, ସାହିତ୍ୟ ପରେ ଆଜି ଇଂରାଜୀ

କଟକ : ଚଳିତ ବର୍ଷ ମ୍ୟାଟ୍ରିକ୍ ପରୀକ୍ଷାରେ ପ୍ରଥମ ଦିନ ସାହିତ୍ୟ ବିଷୟ ପ୍ରଶ୍ନପତ୍ର ଭାଇରାଲ ହେବା ପରେ ସୋମବାର ଦିନ ସୋସିଆଲ ମିଡିଆରେ ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଅଭିଯୋଗ ହୋଇଛି । ବଲାଙ୍ଗିର ଓ ଗଞ୍ଜାମ ଜିଲ୍ଲାରେ ଏହି ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ହୋଇଥିବା ଜଣାପଡିଛି ।…

ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ୩% ବୃଦ୍ଧି ହେଲା ମହଙ୍ଗା ଭତ୍ତା

ଭୁବନେଶ୍ୱର : ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନଭୋଗୀ ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ୩ ପ୍ରତିଶତ ମହଙ୍ଗା ଭତ୍ତା ଓ ଟି.ଆଇ ମଞ୍ଜୁର କରିଛନ୍ତି । ଏହି ୩ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ହେବା ଫଳରେ ରାଜ୍ୟ ସରକାରୀ କର୍ମଚାରୀ ମହଲରେ ଖୁସି ପ୍ରକାଶ ପାଇଛି ।…

ବାଲେଶ୍ୱରରେ ଏଟିଏମ୍ ଲୁଟିଲେ ଦୁବୃର୍ତ୍ତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସୋର ସ୍ଥିତ ତଳ ବଜାରରେ ଥିବା ଏକ ଟାଟା ଇଣ୍ଡିକେସ୍ ବ୍ୟାଙ୍କ ଏଟିଏମରୁ ରବିବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଲୁଟ୍ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଗ୍ୟାସ କଟରରେ ଏଟିଏମ୍ ମେସିନକୁ…

କେନ୍ଦ୍ରାପଡା: ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ଅପରାଧୀ ଆହତ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାରେ ପୋଲିସର ଏନକାଉଣ୍ଟରରେ ରବିବାର ବିଳମ୍ବିତ ରାତିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛି । ଆହତ ଅପରାଧୀ ଜଣକ ଦେବୀ ପ୍ରସାଦ ଦାସ ଓରଫ୍ ଲିଟୁ ବୋଲି ଜଣାପଡିଛି । ମିଳିଥିବା ସୂଚନାନୁଯାୟୀ ମାର୍ଶାଘାଇ ଥାନା ଅନ୍ତର୍ଗତ ତିଖିରି-ବୌଦ ରାସ୍ତାରେ…