ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ ଓ ୧୫ ଆହତ
ବାରିପଦା/ବାଲେଶ୍ୱର : ରାଜ୍ୟର ବାରିପଦା ଓ ବାଲେଶ୍ୱରରେ ସୋମବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହେବା ସହ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ମୟୂରଭଞ୍ଜା ଜିଲ୍ଲାରେ ସୋମବାର ଏକ ବାଇକକୁ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଅଜଣା ଗାଡି…