ଭୁବନେଶ୍ୱର ବିମାନ ବନ୍ଦରରୁ ଯାତ୍ରୀଙ୍କ ଠାରୁ ଜବତ ହେଲା ସୁନା
ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଶୁକ୍ରବାର ଦିନ କଷ୍ଟମ ବିଭାଗ ଜଣେ ଯାତ୍ରୀଙ୍କ ଠାରୁ ପୁଣି ସୁନା ଜବତ କରିଛି ।
ସୂତ୍ରରୁ ପ୍ରକାଶ ଯେ ଜବତ ସୁନା ଗୁଡିକର ପରିମାଣ ପାଖାପାଖି ୨୮୩ ଗ୍ରାମ ହେବ । ଏଥିସହିତ ଜବତ ସୁନାର ବଜାର ମୂଲ୍ୟ ୧୦ ଲକ୍ଷ ହେବା ନେଇ ଜଣାପଡିଛି…