Latest Odisha News

BREAKING NEWS

Yearly Archives

2019

କାଶ୍ମୀରୀ ବିଚ୍ଛିନ୍ନତାବାଦୀ ନେତା ୟାସିନ୍ ମାଲ୍ଲିକ ଗିରଫ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ଲିବେରେସନ ପ୍ରଣ୍ଟ (ଜେକେଏଲଏଫ)ର ମୁଖ୍ୟ ତଥା କାଶ୍ମୀରର ବିଚ୍ଛିନ୍ନତାବାଦୀ ନେତା ୟାସିନ ମାଲ୍ଲିକଙ୍କୁ ଶୁକ୍ରବାର ରାତିରେ ପୋଲିସ ଗିରଫ କରିଛି । ତେବେ ସୋମବାର ଦିନ ସୁପ୍ରିମକୋର୍ଟରେ ଧାରା ୩୫-ଏ ସଂକ୍ରାନ୍ତରେ ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବାର ରହିଛି, ଏହି…

ରାଜଧାନୀ ଉପକଣ୍ଠରେ ମିଳିଥିବା ପାଦ ଚିହ୍ନ କଲରାପତରିଆର ନୁହେଁ: ଡ଼ିଏଫଓ

ଭୁବେନେଶ୍ୱର: ରାଜଧାନୀ ଉପକଣ୍ଠରେ ମିଳିଥିବା କୌଣସି ଜନ୍ତୁର ପାଦଚିହ୍ନ କଲରାପତରିଆ ବାଘର ନୁହେଁ ବୋଲି ଶୁକ୍ରବାର ସନ୍ଧ୍ୟରେ ସିଟି ଡ଼ିଭିଜନାଲ ଫରେଷ୍ଟ ଅଫିସର (ଡ଼ିଏଫଓ) ଅଶୋକ ମିତ୍ର କହିଛନ୍ତି । ସ୍ଥାନୀୟ ବାସିନ୍ଦା ଆତଙ୍କିତ ଅବସ୍ଥାରେ ରହିଥିବା ଯୋଗୁଁ ରାତିରେ ପୁନର୍ବାର ଏହି ଜନ୍ତୁଟି…

କାଳିଆ ସ୍କଲାରସିପ୍ ଯୋଜନାକୁ ମିଳିଲା କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ ଶୁକ୍ରବାର ଦିନ କାଳିଆ ସ୍କଲାରସିପ୍ ଯୋଜନାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କାଳିଆ ଯୋଜନାରେ ଅନ୍ତଭୃକ୍ତ ହୋଇଥିବା ଓଡ଼ିଶାର କୃଷକ ପରିବାରରେ ଥିବା ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ଏହି ସ୍କଲାରସିପ…

ସିନେମା ଇଣ୍ଡଷ୍ଟ୍ରୀରେ ଏବେ ଚାଲିଛି ‘ବାୟୋପିକ୍’ର ଋତୁ…

ଭୁବନେଶ୍ୱର: ନିକଟ ଅତୀତରେ ଏବେ ସିନେମା ଇଣ୍ଡଷ୍ଟ୍ରୀରେ କିଛି ପ୍ରେରଣାଦାୟକ ତଥା ପ୍ରକୃତ ଜୀବନର କାହାଣୀକୁ ନେଇ ନିର୍ମିତ ହୋଇଛି ଅନେକ ଗୁଡ଼ିଏ ଫିଲ୍ମ । ବଡ଼ ପରଦାରେ ଜୀବିତ ହୁଅନ୍ତୁ ଅବା ଇହଜଗତରେ ନଥିବା କିଛି ବ୍ୟକ୍ତିତ୍ୱଙ୍କ ଜୀବନୀକୁ ନେଇ ପ୍ରଦର୍ଶିତ ହୋଇଛି ଅନେକ ବାୟୋପିକ ।…

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କଲେ ‘ସିଓଲ ଶାନ୍ତି ପୁରସ୍କାର’

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦକ୍ଷିଣ କୋରିଆରେ ଶୁକ୍ରବାର ଦିନ ପ୍ରତିଷ୍ଠିତ ଆନ୍ତର୍ଜାତିକ ସିଓଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଛି । ଅନ୍ତର୍ଜାତୀୟ ସହଯୋଗ ଓ ବିଶ୍ୱ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ତାଙ୍କ ଯୋଗଦାନ, ଦ୍ରୁତ ଅଭିବୃଦ୍ଧିଶୀଳ ଭାରତୀୟ…

ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକରେ ସାମିଲ ହେଲେ ୬ଟି ରାଜ୍ୟର ପୋଲିସ

ଭୁବନେଶ୍ୱର : ଆଗାମୀ ସାଧାରଣ ନିର୍ବାଚନକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ଶୁକ୍ରବାର ଦିନ ଛଅଟି ରାଜ୍ୟର ବରିଷ୍ଠ ପୋଲିସ ପ୍ରତିନିଧିମାନଙ୍କୁ ନେଇ ଆନ୍ତଃରାଜ୍ୟ ପୋଲିସ ସମନ୍ୱୟ ବୈଠକ ଆରମ୍ଭ ହୋଇଛି । ମିଳିଥିବା ସୂଚନାନୁଯାୟୀ ଏହି ବୈଠକରେ ଓଡିଶା ସମେତ ଝାଡଖଣ୍ଡ, ଆନ୍ଧ୍ରପ୍ରଦେଶ,…

ରାଜଧାନୀରେ ପୁଣି ବାଘ ଆତଙ୍କ

ଭୁବନେଶ୍ୱର: ରାଜଧାନୀର ପଳାଶପଲ୍ଲୀ ଅଞ୍ଚଳରୁ ଏକ କଲରାପତରିଆ ବାଘକୁ ଧରି ବନ ବିଭାଗ ଚନ୍ଦକା ଅଭୟାରଣ୍ୟରେ ଛାଡ଼ିବାର ୨ ଦିନ ନ’ପୂରୁଣୁ ପୁଣି ରାଜଧାନୀରେ ବାଘ ଆତଙ୍କ ଦେଖାଦେଇଛି । ଭୁବନେଶ୍ୱରର ଉପକଣ୍ଠସ୍ଥ ରଙ୍ଗମାଟିଆର ତଳସାହି ଅଞ୍ଚଳରେ ବାଘଟି ବୁଲୁଥିବାର ଗୁରୁବାର ରାତିରେ ସ୍ଥାନୀୟ ଲୋକେ…

ପୁରୀ: ଡଙ୍ଗାରେ ବିପଦପୂର୍ଣ୍ଣ ନଦୀ ପାର ହେଲେ ୪୦ ମ୍ୟାଟ୍ରିକ୍ ପରିକ୍ଷାର୍ଥୀ

ପୁରୀ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍ ଅନ୍ତର୍ଗତ ତାଳଦା ନିକଟରେ ପ୍ରାୟ ୪୦ ଜଣ ଛାତ୍ରଛାତ୍ରୀ ଡଙ୍ଗାରେ ନଦୀ ପାର ହୋଇ ମ୍ୟାଟ୍ରିକ୍ ପରୀକ୍ଷା ଦେବାକୁ ଯାଉଥିବା ଦେଖିବାକୁ ମିଳିଛି। ଏଥିସହିତ ଉକ୍ତ ଡଙ୍ଗାରେ ଛାତ୍ରଛାତ୍ରୀମାନେ ବିନା ଲାଇଫ୍ ଜ୍ୟାକେଟରେ ନଦୀ ପାର ହେଉଥିବା ଦେଖିବାକୁ…

ଜମ୍ମୁ-କାଶ୍ମୀର: ସେନା ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ

ଶ୍ରୀନଗର : ଜମ୍ମୁ-କାଶ୍ମୀର ଅନ୍ତର୍ଗତ ବାରମୂଲା ଜିଲ୍ଲାର ସୋପୋରେ ଅଞ୍ଚଳରେ ଶୁକ୍ରବାର ଦିନ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ ବାରମୂଲା ଜିଲ୍ଲାର ସୋପୋରେ ଅଞ୍ଚଳରେ କେତେକ ଆତଙ୍କବାଦୀମାନେ ଛପି ରହିଥିବା ନେଇ…

ହ୍ୱାଟ୍ସଆପରେ ଭାଇରାଲ୍ ହେଲା ମ୍ୟାଟ୍ରିକ୍ ପରୀକ୍ଷା ପ୍ରଶ୍ନପତ୍ର

କଟକ: ଶୁକ୍ରବାର ଦିନ ସାରା ରାଜ୍ୟରେ ବାର୍ଷିକ ମ୍ୟାଟ୍ରିକ୍ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ, ପରୀକ୍ଷା ଆରମ୍ଭ ହେବାର ୧୦ ମିନିଟ ପରେ ଓଡ଼ିଆ ପ୍ରଶ୍ନପତ୍ର ହ୍ୱାଟ୍ସଆପରେ ଭାଇରାଲ୍ ହେବାର ଅଭିଯୋଗ ହୋଇଛି । ଏହି ପ୍ରଶ୍ନପତ୍ର ଏବେ କୋରାପୁଟ ଜିଲ୍ଲା ଜୟପୁର, ନୂଆପଡ଼ା ଜିଲ୍ଲା, ଢେଙ୍କାନାଳ…