ରାଜଧାନୀ ୮ ନଂ ୟୁନିଟ୍ ଏନଏଚଏମ ଅଫିସରେ ଅଗ୍ନିକାଣ୍ଡ
ଭୁବନେଶ୍ୱର: ରାଜଧାନୀ ୮ ନଂ ୟୁନିଟସ୍ଥିତ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନଏଚଏମ) କାର୍ଯ୍ୟାଳୟର ୨ୟ ମହଲାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।
ଶନିବାର ଦିନ ଏହା ରାଜଧାନୀର ୨ୟ ଅଗ୍ନିକାଣ୍ଡ ଘଟଣା । ଆଜି ଦିବସର ଆରମ୍ଭରେ ଗଜପତି ନଗରରେ ଥିବା ଆପୋଲୋ ହସ୍ପିଟାଲର ୫ମ ମହଲାରେ ନିଆଁ ଲାଗିଯାଇଥିଲା ।…