Latest Odisha News

BREAKING NEWS

Yearly Archives

2019

ୟେମେନର ରହସ୍ୟମୟ ଡ୍ରାଗନ ଟ୍ରି …

ଭୁବନେଶ୍ୱର: ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଅନେକ ପ୍ରାକୃତିକ ଗୁଳ୍ମଲତା ଯାହାକି ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି । ୟେମେନ ଦେଶର ଏକ ଦ୍ୱୀପରେ ମିଳୁଥିବା ଡ୍ରାଗନ୍ ଟ୍ରି ବା ଡ୍ରାଗନ୍ ବ୍ଲଡ୍ ଟ୍ରି ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ପ୍ରକୃତିର ରହସ୍ୟମୟ ଡ୍ରାଗନ୍ ବ୍ଲଡ୍…

ରୁମ୍ ହିଟର ବ୍ୟବହାର କରୁଛନ୍ତି କି, ରୁହନ୍ତୁ ସାବଧାନ…

ଭୁବନେଶ୍ୱର : ଖାସକରି ଶୀତଦିନ ଆସିଲା ମାତ୍ରେ ସମସ୍ତଙ୍କୁ ରୁମ୍ ହିଟର ଲୋଡା ପଡିଥାଏ । ଏହି ଦିନେ କେହି କେହି ଶୀତରୁ ରକ୍ଷା ପାଇବା ପାଇଁ ଶୀତ ବସ୍ତ୍ରର ସହାୟତା ନେଇଥା’ନ୍ତି ଏବଂ ଆଉ କେହି ଲୋକ ନିଜ ଘରେ ରୁମ୍ ହିଟର୍ ଲଗାଇଥା’ନ୍ତି। ଆପଣ ରୁମ୍ ହିଟର୍ ବ୍ୟବହାର କରୁଥିଲେ କିଛି ଦିଗ ପ୍ରତି…

ଗୋଲ୍ଡେନ ବାବା-ବିଜେଡି ଲିଙ୍କ ନେଇ ଛାତ୍ର କଂଗ୍ରେସର ପୋଲିସକୁ ଟମାଟୋ-ଅଣ୍ଡା ମାଡ

ଭୁବନେଶ୍ୱର : ଗୋଲ୍ଡେନ ବାବା(ଜ୍ୟୋତି ରଞ୍ଜନ ବେଉରା)ଙ୍କ ସହ ବିଜେଡିର କିଛି ବରିଷ୍ଠ ନେତା ଓ ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନାଙ୍କ ଲିଙ୍କ ନେଇ ଶୁକ୍ରବାର ଦିନ ଛାତ୍ର କଂଗ୍ରେସ ଏକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପୋଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଛି । ଛାତ୍ର କଂଗ୍ରେସର ନେତା…

ସିବିଆଇ ମୁଖ୍ୟ ପଦରୁ ହଟିବା ପରେ ଆଇପିଏସ ଚାକିରିରୁ ଆଲୋକ ବର୍ମାଙ୍କ ଇସ୍ତଫା

ନୂଆଦିଲ୍ଲୀ: ସିବିଆଇ ମୁଖ୍ୟ ପଦରୁ ପୁଣିଥରେ ଆଲୋକ ବର୍ମାଙ୍କୁ ହଟାଇବା ପରେ ଶୁକ୍ରବାର ଦିନ ସେ ଭାରତୀୟ ପୋଲିସ ସେବାରୁ ଇସ୍ତଫା ଦେଇଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଏକ ସିଲେକ୍ସନ୍ ପ୍ୟାନେଲ୍ ତାଙ୍କୁ ସିବିଆଇ ମୁଖ୍ୟ ପଦରୁ ବିଦା କରିଥିଲା । ପରବର୍ତ୍ତୀ ସମୟରେ…

ତୁରନ୍ତ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି କେନ୍ଦ୍ରକୁ ନବୀନଙ୍କ ଚିଠି

ଭୁବନେଶ୍ୱର : ପଶ୍ଚିମ ଓଡିଶା ଓ ଦକ୍ଷିଣାଞ୍ଚଳରେ ସ୍ଥାୟୀ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା କରିବାକୁ ଶୁକ୍ରବାର ଦିନ କେନ୍ଦ୍ରକୁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । କେନ୍ଦ୍ର ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଏ ସମ୍ପର୍କୀତ ଏକ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ…

ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୬ଟି ପଞ୍ଚାୟତ ପାଇଁ ୨୪.୨୫ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ୭ଟି ବ୍ଲକ ପାଇଁ ୨୪.୨୫ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି । ଏହି ବ୍ଲକ ଗୁଡିକ ହେଲା- ଗଞ୍ଜାମ ଜିଲ୍ଲାର ବେଗୁନିଆପଡା, ରାୟଗଡା ଜିଲ୍ଳାର ଚନ୍ଦ୍ରପୁର, ବଲାଙ୍ଗୀର ଜିଲ୍ଲାର…

ମାଲକାନଗିରିରୁ ୨୨ ଶିଶୁ ଶ୍ରମିକ ଉଦ୍ଧାର

ମାଲକାନଗିରି : ମାଲକାନଗିରି ପୋଲିସ ଓ ଚାଇଲ୍ଡ ଲାଇନ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଏକ ଟିମ୍ ଜିଲ୍ଲାର ପଡିଆ ଅଞ୍ଚଳରୁ ୨୨ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ମିଳିଥିବା ସୂଚନାନୁଯାୟୀ ଏହି ଶିଶୁ ଶ୍ରମିକମାନଙ୍କୁ ଆନ୍ଧ୍ର ପ୍ରଦେଶ, ଚେନ୍ନାଇ ଓ ଅନ୍ୟ ରାଜ୍ୟକୁ ଚାଲାଣ କରାଯିବାର…

ମେଘାଳୟ: ଅଜଣା ଦୁବୃର୍ତ୍ତଙ୍କ ଆକ୍ରମଣରେ ୩ ଜଣ ଓଡିଶା ଅଗ୍ନିଶମ କର୍ମଚାରୀ ଆହତ

ଭୁବନେଶ୍ୱର : ମେଘାଳୟ ଇଷ୍ଟ ଜୟନ୍ତିଆ ନିକଟରେ ଓଡିଶା ଅଗ୍ନିଶମ କର୍ମଚାରୀଙ୍କ ବସ ଉପରକୁ ଗୁରୁବାର କିଛି ଅଜଣା ଦୁବୃର୍ତ୍ତମାନେ ଅଚାନକ ପଥର ମାଡ କରିଥିଲେ । ଫଳରେ ୩ ଜଣ କର୍ମଚାରୀ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ରାଜ୍ୟ ଅଗ୍ନିଶମ କର୍ମୀମାନେ ପୂର୍ବ ଜୟନ୍ତିଆ ହିଲ୍ସ ନିକଟରୁ…

ଟାଟା ଷ୍ଟିଲ୍ ପକ୍ଷରୁ ‘ଭୁବନେଶ୍ୱର ଲିଟେରାରୀ ମିଟ୍’ର ୪ର୍ଥ ସଂସ୍କରଣ ଆଜିଠୁ ଆରମ୍ଭ

ଭୁବନେଶ୍ୱର : ଟାଟା ପକ୍ଷରୁ ଷ୍ଟିଲ୍ ଭୁବନେଶ୍ୱର ଲିଟେରାରୀ ମିଟର ଚତୁର୍ଥ ସଂସ୍କରଣ ଶୁକ୍ରବାର ଦିନ ଆରମ୍ଭ ହେଉଛି । ଏହା ଜାନୁଆରୀ ୧୧ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ମିଟକୁ ଜୟନ୍ତ ମହାପାତ୍ର ଉଦଘାଟନ କରିବାକୁ ଥିବା ବେଳେ ସୁଗତା ବୋଷ ଓ ଜତୀନ୍ଦ୍ର ନାୟକ ପ୍ରମୁଖ…

ନିର୍ବାଚନରେ ବିଜେଡ଼ି ଏକୁଟିଆ ଲଢିବ: ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁରୁବାର ଦିନ ତାଙ୍କ ଦଳ ବିଜେପି ଏବଂ କଂଗ୍ରେସ ଦଳଠାରୁ ସମଦୂରତ୍ୱ ବଜାୟ ରଖିବା ସହିତ ବିରୋଧି ମହାଗଠବନ୍ଧନଠାରୁ ଦୂରରେ ରହିବ ବୋଲି ପୁଣି ଥରେ ସଷ୍ଟୋକ୍ତି ପ୍ରକାଶ କରିଛନ୍ତି । ରାଜ୍ୟବାସୀ…