ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣା: ଫେରାର ଶାଶୂ-ଶ୍ୱଶୁରଙ୍କ ଘରେ ପୋଲିସ ଲଗାଇଲେ ‘ଲଟକା’
କଟକ : ଓଡିଆ ସିନେମା ତଥା ଟେଲି ଧାରାବାହିକ ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଏବେ ମଧ୍ୟ ଶାଶୂ-ଶ୍ୱଶୁର ଫେରାର ରହିଛନ୍ତି । ନିକିତାଙ୍କ ମୃତ୍ୟୁ ଘଟଣା ପରେ ଶାଶୂ-ଶ୍ୱଶୁର ଫେରାର ରହିଥିବା ବେଳେ କମିଶନରେଟ ପୋଲିସ ପକ୍ଷରୁ ସେମାନଙ୍କୁ ଧରିବା ପାଇଁ ତନାଘନା ଜାରି ରହିଛି । ତେବେ ଶନିବାର…