Latest Odisha News

BREAKING NEWS

Yearly Archives

2019

ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା: ଜେଲ ଗଲେ ସ୍ୱାମୀ ଲିପନ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣାରେ ମଙ୍ଗଳବାର ଏସଡିଜେଏମ କୋର୍ଟ ଗିରଫ ସ୍ୱାମୀ ଲିପନଙ୍କ ଜାମିନ୍ ନାମଞ୍ଜୁର କରିବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଛି । ଏହି ଘଟଣାରେ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଥିବା ବେଳେ ତାଙ୍କୁ ଜେରା…

ଭାରତ ବନ୍ଦ: ବୁଧବାର ସ୍କୁଲ ବନ୍ଦ ନେଇ ଜିଲ୍ଲାପାଳ ନିଜ ଜିଲ୍ଲାରେ ନେବେ ନିଷ୍ପତ୍ତି

ଭୁବନେଶ୍ୱର: ବୁଧବାର ଦିନ ଭାରତ ବନ୍ଦ ଜାରି ରହୁଥିବା ଯୋଗୁଁ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ସ୍ଥିତି ପରଖି ବନ୍ଦ ଘୋଷଣା କରିପାରିବେ ବୋଲି ଜଣାପଡ଼ିଛି । ଏସମ୍ପର୍କରେ ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶାର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ…

‘ସ୍ୱାମୀଙ୍କ ସହ ଧସ୍ତାଧସ୍ତି ହୋଇ ଛାତରୁ ଖସି ପଡିଥିଲେ ନିକିତା’

କଟକ : ଓଡିଆ ଟେଲି ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ ଘଟଣା ଆଜି ଏକ ନୂଆ ମୋଡ ନେଇଛି । ନିକିତାଙ୍କ ସ୍ୱାମୀ ଲିପନ ସାହୁଙ୍କୁ ଜେରା ପରେ ସେ ହିଁ ନିକିତାଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ପୋଲିସ ସୁତ୍ରରୁ ସୂଚନା ମିଳିଛି । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ କହିବା…

କୃଷକଙ୍କ ଲାଗି ଲଢେଇ ଜାରି ରଖିବ ବିଜେଡି: ନବୀନ

ନୂଆଦିଲ୍ଲୀ : ବିଜୁ ଜନତା ଦଳ (ବିଜେଡି) ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଦିନ କହିଛନ୍ତି ତାଙ୍କ ଦଳ ଓଡିଶାର କୃଷକମାନଙ୍କର ସାମାଜିକ ତଥା ଆର୍ଥିକ ବିକାଶ ଲାଗି ଲଢେଇ ଜାରି ରଖିବ । ନୂଆଦିଲ୍ଲୀର ତଲକଟୋରା ଇଣ୍ଡୋର ଷ୍ଟାଡିୟମ୍ ଠାରେ ଦଳୀୟ କର୍ମୀମାନଙ୍କୁ ବିଜୁ…

ଟ୍ରେଡ୍ ୟୁନିୟନର ‘ଭାରତ ବନ୍ଦ’ ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ

ଭୁବନେଶ୍ୱର : ଭାରତୀୟ ଟ୍ରେଡ୍ ୟୁନିୟନ ସଂଘ (ସିଟୁ) ପକ୍ଷରୁ ଦେଶବ୍ୟାପୀ ବନ୍ଦ ପାଳନ ବେଳେ ରେଳରୋକ ଯୋଗୁଁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଏହି ରେଳ ଚଳାଚଳରେ ବାଧାପ୍ରାପ୍ତ ଯୋଗୁଁ ଅଧିକାଂଶ ଟ୍ରେନ ବାତିଲ ହୋଇଥିବା ବେଳେ ଅନେକ ଟ୍ରେନ ଆଶିଂକ ଭାବେ ଚଳାଚଳ ବନ୍ଦ ରହିଛି ।…

ବଲାଙ୍ଗିର: ପଶୁବଳିରେ ରକ୍ତରଞ୍ଜିତ ହେଲା ଶୁଳିଆ ପୀଠ

ବଲାଙ୍ଗିର : ଜିଲ୍ଲା ପ୍ରଶାସନର ବାରଣ ତଥା ବିଭିନ୍ନ କଟକଣା ସତ୍ୱେ ମଙ୍ଗଳବାର ଦିନ ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଳିଆ ଯାତ୍ରା ଯୋଗୁଁ ରକ୍ତରଞ୍ଜିତ ହୋଇ ପଡିଛି ଶୁଳିଆ ପୀଠ । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ବ୍ଲକ ଅନ୍ତର୍ଗତ ଖଇରଗୁରା ଓ କୁମୁରିଆ ଗ୍ରାମର ଆଦିବାସୀମାନେ ପାରମ୍ପରିକ…

ଭାରତ ବନ୍ଦ ଯୋଗୁଁ କଟକ-ଭୁବନେଶ୍ୱର ସବୁଠୁ ଅଧିକ ପ୍ରଭାବିତ

ଭୁବନେଶ୍ୱର/କଟକ: ଆଜି ଦେଶବ୍ୟାପୀ ୧୦ଟି ପ୍ରମୁଖ ଟ୍ରେଡ଼ ୟନିୟନ ଗୁଡ଼ିକ ପକ୍ଷରୁ ଯେଉଁ ୨ ଦିନିଆ ବନ୍ଦ ପାଳନ କରାଯାଉଛି ତାହାର ପ୍ରଭାବ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ପଡ଼ିଛି । ତେବେ ରାଜ୍ୟର ପ୍ରାୟ ଅଧିକାଂଶ ସ୍ଥାନରେ ଏହି ବନ୍ଦର ପ୍ରଭାବ ସମୂର୍ଣ୍ଣ ଭାବେ ପଡ଼ିଥିଲେ ମଧ୍ୟ ତୁଳନାତ୍ମକ ଭାବେ…

‘ଭାରତ ବନ୍ଦ’ ଯୋଗୁଁ ସାରା ଓଡ଼ିଶାରେ ଜନ ଜୀବନ ବାଧାପ୍ରାପ୍ତ

ଭୁବନେଶ୍ୱର: ସମଗ୍ର ଦେଶବ୍ୟାପୀ ୧୦ଟି ଟ୍ରେଡ଼ ୟୁନିୟନଗୁଡ଼ିକ ପକ୍ଷରୁ ଦୁଇଦିନ ଲାଗି ଆରମ୍ଭ ହୋଇଥିବା ବନ୍ଦ ଡ଼ାକରା ଯୋଗୁଁ ମଙ୍ଗଳବାର ଦିନ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍କୁଲ, କଲେଜ ତଥା ବିଶ୍ୱବିଦ୍ୟାଳୟଗୁଡ଼ିକ ପରି ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହିତ ରାସ୍ତାଘାଟରେ ଯାନବାହାନ…

ରାଉରକେଲାରେ ହେବ ଓଡିଶାର ୩ୟ ବିମାନବନ୍ଦର, ଡିଜିସିଏର ମଞ୍ଜୁରୀ

ଭୁବନେଶ୍ୱର : ଝାରସୁଗୁଡା ବିମାନବନ୍ଦର ପରେ ରାଜ୍ୟର ତୃତୀୟ ବିମାନବନ୍ଦର ଭାବେ ରାଉରକେଲା ଏୟାରପୋର୍ଟକୁ ଡିଜିସିଏ ଲାଇସେନ୍ସ ପ୍ରଦାନ କରିଛନ୍ତି । ଷ୍ଟିଲ ସିଟି ରାଉରକେଲାରେ ବିମାନବନ୍ଦର ପ୍ରତିଷ୍ଠା ହେବା ଦ୍ୱାରା ଏହା ଦେଶର ଅନ୍ୟଭାଗ ସହିତ ଯୋଡ଼ି ହେବାର ସୁଯୋଗ ସୃଷ୍ଟି ହେବ ବୋଲି…

ଓଡିଶାର ଭିନ୍ନଭିନ୍ନ ସଡକ ଦୁର୍ଘଟଣାରେ ୫ ମୃତ

କଟକ/ଯାଜପୁର/ଢେଙ୍କାନାଳ : ରାଜ୍ୟରେ ମଙ୍ଗଳବାର ଦିନ ଭିନ୍ନଭିନ୍ନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି । କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ ଲୁହା ବୋଝୋଇ ଟ୍ରଲର ଏକ କଣ୍ଟେନର ଟ୍ରକକୁ…