ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୬୦ଟି ପଞ୍ଚାୟତ ପାଇଁ ୩୬.୦୪ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ୯ଟି ଜିଲ୍ଲାର ୯ଟି ବ୍ଲକ ପାଇଁ ୩୬.୦୪ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରିଛନ୍ତି ।
ଏହି ବ୍ଲକ ଗୁଡିକ ହେଲା- ବାଲେଶ୍ୱର ଜିଲ୍ଲାର ବାହାନଗା, ଦେବଗଡ ଜିଲ୍ଲାର ରିଆମାଳ, ଗଞ୍ଜାମ ଜିଲ୍ଲାର…