ନିଆଳି ବ୍ଲକର ୫ ପଞ୍ଚାୟତ ସଟଡାଉନ
କଟକ: ୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ମଙ୍ଗଳବାର ଦିନ କଟକ ଜିଲ୍ଲା ନିଆଳି ବ୍ଲକ୍ ଅନ୍ତର୍ଗତ ୫ଟି ପଞ୍ଚାୟତକୁ ୪୮ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି।
ନିଆଳି, ନୁଆଗାଓଁ, ବାହରାନା, ମାଧବାଏବଂ ରତନପୁର ପଞ୍ଚାୟତରେ ମଙ୍ଗଳବାର ସକାଳ ୯ ଟାରୁ ଗୁରୁବାର ସକାଳ ୯ ଟା ଯାଏଁ ଏହି ସଟଡାଉନ୍…