ଭଲ ଖବର, ଭାରତରେ ଅନାହରଙ୍କ ସଂଖ୍ୟା ୬ କୋଟିକୁ ଖସିଲା
ନୂଆଦିଲ୍ଲୀ:ଭାରତରେ ଅନାହାରଙ୍କ ସଂଖ୍ୟା ୬କୋଟିକୁ ଖସି ଆସିଛି । ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଏବେ ବି ବିଶ୍ୱରେ ୬୯ କୋଟି ଲୋକ ଭୋକିଲା ଏବଂ କୁପୋଷଣର ଶୀକାର ଅଛନ୍ତି । ୨୦୧୮ ତୁଳନାରେ ଏହି ତାଲିକାରେ ୧ କୋଟି ଲୋକଙ୍କ ବୃଦ୍ଧି ଘଟିଛି । ଭାରତରେ ୨୦୦୪ରୁ ୦୬ ମଧ୍ୟରେ ୨୪.୯୪…