Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ

ରାଶି ଫଳ ତା୧୪-୭-୨୦୨୦ ମଙ୍ଗଳବାର                                                      ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ତା ୧୪ ରିଖ ମଙ୍ଗଳବାର ମିଥୁନ ୩୦ଦିନ ଶ୍ରାବଣ ମାସ କୃଷ୍ଣ ପକ୍ଷ ନବମୀ ତିଥି ଅଶ୍ୱିନୀ ନକ୍ଷତ୍ର ମେଷ ଚନ୍ଦ୍ର ଘାତ ବାର-:…

ରାଜସ୍ଥାନ ହାଇଡ୍ରାମାରେ କେବେ ଯବନିକା, ଆଜି ପୁଣି ମାନସମନ୍ଥନ

ରାଜସ୍ଥାନ ରାଜନୀତିରେ ସଙ୍କଟ ଟଳିଛି । କିନ୍ତୁ ଯବନିକା ପଡିନି । ନାରାଜ ସଚିନ ପାଇଲଟଙ୍କୁ ମନାଇବାରେ ଏଯାଏ ସଫଳ ହୋଇ ନାହାନ୍ତି କଂଗ୍ରେସର ସଙ୍କଟ ମୋଚକ । ସରକାର ବଞ୍ଚାଇବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚାଲିଛି । ଆଜି ସକାଳେ ପୁଣି ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ଏଥିରେ ଯୋଗ ଦେବାକୁ…

ଦି’ପଦ ଦୁଃଖର ଦାବିନାମା..

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ବିଶ୍ରାମରେ ସୁଖ କି ଆଶ୍ରମରେ ଶାନ୍ତି ଅଛିକି ନାହିଁ, କେବେ ଖୋଜିନି – ଜାଣିନି । ଆଶ୍ରମ ଆଉ ବିଶ୍ରାମ – ଏ ଦୁଇଟି ଭିତରୁ ସୁଖ ଶାନ୍ତିର ଠିକଣା ନ ଖୋଜି ମୁଁ ବରଂ ଦୁଃଖ ସହିତ ଦୁଇପଦ କଥା ହେବି କେଉଁଠି । ସେ ଦୁଃଖ – କେତେମଣିଷର, କେତେ…

ବ୍ରହ୍ମପୁର ସୀମା ସିଲ୍‌, ଯାଆସ ବନ୍ଦ

ବ୍ରହ୍ମପୁର: ସିଲ୍ ହେଲା ବ୍ରହ୍ମପୁର ସହର ସୀମା । ପ୍ରବେଶ ପ୍ରସ୍ଥାନ ଉପରେ ଲାଗିଲା କଟକଣା । ସହର ମଧ୍ୟକୁ କେହି ବି ଯିବା ଆସିବା କରିପାରିବେ ନାହିଁ । ମଙ୍ଗଳବାରଠୁ ଏହି କଟକଣା ଲାଗୁ ହୋଇଛି । ବଢ଼ୁଥିବା କରୋନା ସଂକ୍ରମଣଙ୍କୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ପଦକ୍ଷେପ ନେଇଛନ୍ତି । ବିଭିନ୍ନ…

ଭାରତରେ ଅଯୋଧ୍ୟା ନକଲି, ନେପାଳରେ ଅସଲି: ନେପାଳ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ: ଶାସନ ଗାଦି ଟଳମଳ ହେଉଥିବା ବେଳେ ନେପାଳ ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ବିଚଳିତ ହୋଇ ପଡ଼ିଲେଣି । କେତେବେଳେ କଣ କହିଯାଉଛନ୍ତି । ପୁଣି ଥରେ ବିଭ୍ରାନ୍ତିକର ମନ୍ତବ୍ୟ ଦେଇଛନ୍ତି । ପ୍ରଭୁ ଶ୍ରୀରାମଙ୍କ ଉପରେ ତାଙ୍କ ମତକୁ ନେଇ ଏବେ ସବୁଠ ଚର୍ଚ୍ଚା । କେ. ପି. ଶର୍ମା ଓଲି…

କୋଭିଡ ହସ୍ପିଟାଲରୁ ୨ କରୋନା ରୋଗୀ ଫେରାର

ବ୍ରହ୍ମପୁର: କୋଭିଡ ହସ୍ପିଟାଲରୁ ଛୁ ମାରିଲେ ଦୁଇ କରୋନା ରୋଗୀ । ବ୍ରହ୍ମପୁର ସହର ଉପକଣ୍ଠ ଶୀତଳାପଲ୍ଲୀ ଟାଟା କୋଭିଡ ହସ୍ପିଟାଲରୁ ୨ କରୋନା ରେଗାୀ ଫେରାର ହୋଇଯାଇଛନ୍ତି । ଏନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଗତ ୩ ତାରିଖରେ ବ୍ରହ୍ମପୁର ନୂଆ ବସ୍‌ଷ୍ଟାଣ୍ଡ ନିକଟରୁ ଏ ଦୁଇ…

ଡାକ୍ତରଙ୍କୁ ମିଳିବ ଭୋଜନ ଭତ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଜଟିଳ ହେଉଛି କରୋନା ସ୍ଥିତି । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ରହିଛି ଗୁରୁତ୍ୱପୂର୍ଣ୍ଣ ଭୂମିକ । ଏଥିପାଇଁ କୋଭିଡ କେୟାର ସେଂଟରରେ କାର୍ଯ୍ୟରତ ଡାକ୍ତରଙ୍କୁ ଭୋଜନ ଭତ୍ତା ମିଳିବ । ପାରାମେଡ଼ିକାଲ କର୍ମଚାରୀଙ୍କୁ ବି ଦୈନିକ ୨୪୦ଟଙ୍କାର ଭତ୍ତା ମିଳିବ ।…

ଚଳିତବର୍ଷ ରଥଯାତ୍ରାର ସଂକେତ ଓ ସାଇକେଲ୍

ବିଶ୍ଵ ବର୍ତ୍ତମାନ ଏକ ଘଡିସନ୍ଧି ମୁହୂର୍ତ୍ତରେ ଗତି କରୁଛି l ସମଗ୍ର ମାନବ ସମାଜ ବର୍ତ୍ତମାନ ବିଭିନ୍ନ ମାଧ୍ୟମ ଖୋଜୁଛି କରୋନା ଭୂତାଣୁ ଠାରୁ ନିଜକୁ, ନିଜ ପରିବାରକୁ, ଗାଁକୁ, ସହରକୁ ଏବଂ ଦେଶକୁ ବଞ୍ଚେଇବା ପାଇଁ l ଆଉ ଏହି ଭୂତାଣୁରୁ ଯଦି କେହି ଅଧିକ କ୍ଷତି ହୋଇଛନ୍ତି, ତେବେ ସେ ହଉଚି…

ସତରେ ଥିଲେ କର୍ମବୀର- ଗୌରୀ ଶଙ୍କର

(ଗୌରୀ ଶଙ୍କର ରାୟଙ୍କ ଜନ୍ମଦିନ ଅବସରରେ) ଓଡ଼ିଆ ସାମ୍ବାଦିକତାର ଜନକ ଭାବେ କର୍ମବୀର ଗୌରୀ ଶଙ୍କର ରାୟ ପରିଚିତ । ସେ ଥିଲେ ଓଡ଼ିଶାର ପ୍ରଥବ ଖବରକାଗଜ- ଉତ୍କଳ ଦୀପିକାର ପ୍ରତିଷ୍ଠାତା ସମ୍ପାଦକ । ଓଡ଼ିଆର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା, ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଓ ସ୍ୱାଧୀନତା…

ପାକିସ୍ତାନରେ ୪୦୮ ହିନ୍ଦୁ ମନ୍ଦିର ଉପରେ ଏବେ ବି କବଜା

ଇସଲାମାବାଦ: ବିଶ୍ୱ ଦରବାର ଅପମାନିତ ହେବା ପରେ ପାକିସ୍ତାନ ନିଜ ଚରିତ୍ରକୁ ଭଲ ଭାବେ ଉପସ୍ଥାପନ କରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲେ ମଧ୍ୟ ବିଫଳ ହୋଇଛି । ପାକିସ୍ତାନ ରାଜଧାନୀ ଇସଲାମବାଦରେ ହିନ୍ଦୁଙ୍କ ଏକ କୃଷ୍ଣ ମନ୍ଦିର ନିର୍ମାଣ ନେଇ ରାଜନୀତି ଜୋର ଧରିଥିଲା । ତେବେ ଇସଲାମର…