Latest Odisha News

BREAKING NEWS

Yearly Archives

2020

ଲକ୍ ଡାଉନ ପ୍ରେମ ପରେ ବିବାହ, ନେପାଳର ଝିଅ ହେଲେ ଓଡିଆ ବୋହୂ

ଭୁବନେଶ୍ୱର: କଥାରେ ଅଛି ଯାହା ପାଇଁ ଯିଏ ଗଢା । ସାଥୀ ଯଦି ସାତ ଦରିଆ ପାରିରେ ବି ଥାଏ କେମିତିନା କେମିତି ତା ସାଙ୍ଗେ ଭେଟ ହୁଏ । ଏହି ଭଳି ଏକ ଘଟଣା ଘଟିଛି ବାଲେଶ୍ୱରର ଗୋଳିହା ଗାଁରେ । ଯେତେବେଳେ ସାରା ଦେଶରେ ଲକ୍ ଡାଉନ ସେତେବେଳେ ମୁମ୍ବାଇରେ ଫଶି ଯାଇଥିଲେ କ୍ଷୀରୋଦ । ସେହି ସମୟରେ…

ରାଜ୍ୟରେ କରୋନା ନେଲା ଆଉ ୬ ମୁଣ୍ଡ

ଭୁବନେଶ୍ୱର: ରାଜ୍ୟରେ କରୋନା ନେଉଛି ମୁଣ୍ଡ । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ୭୦କୁ ବୃଦ୍ଧି ପାଇଛି କରୋନା ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଚାରି ଜଣ ଥିବା ବେଳେ ଭୁବନେଶ୍ୱରରୁ ଜଣେ ଓ କଟକରୁ ଜଣେ…

ଓଡ଼ିଶାରେ ଆଉ ୬୧୬ କରୋନା ପଜିଟିଭ ଚିହ୍ନଟ; ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୬୧୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ହଜାର ୭୩୭ରେ ପହଞ୍ଚିଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

କଟକ ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡ କଣ୍ଟେନମେଣ୍ଟ ଜୋନ୍

କଟକ: ମହାନଗର ନିଗମର ରାଉସାପାଟଣା ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା । କଟକଣା ଲଗାଇଛି ପ୍ରଶସାନ । ସ୍ଥାନୀୟ ଅଞ୍ଚଳରୁ ୫ କରୋନା ସଂକ୍ରମିତ ଚିହ୍ନଟ ପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏହି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ କର୍ତ୍ତୃପକ୍ଷ । #Cuttack…

ରେକର୍ଡ ଭାଙ୍ଗୁଛି କରୋନା; ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୨୮ ହଜାର ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ଏହି ସଂଖ୍ୟା ୮,୭୮,୨୫୪କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଭାରତରେ ଗୋଲଡେନ୍ ଟାଇଗର୍ ! ଦେଖନ୍ତୁ ଫଟୋ

ଆସାମ: ବନ୍ୟପ୍ରାଣୀ ପ୍ରେମୀଙ୍କ ପାଇଁ ଖୁସି ଖବର । ଭାରତରେ ଅଛି ଗୋଟିଏ ଗୋଲଡେନ୍ ଟାଇଗର୍ (ସୁବର୍ଣ୍ଣ ବାଘ) । ଦେଖିବାକୁ ଭାରି କୌତୁକିଆ । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଆସାମର କାଜିରଙ୍ଗାରେ ରହିଛି ଗୋଲଡେନ୍ ଟାଇଗର୍ ଦୃଶ୍ୟମାନ ହୋଇଛି । କୁହାଯାଉଛି ଇଏ…

ଲାଲଗଡରୁ ପୁଡୁଚେରୀ, ଚାଷୀ ପୁଅକୁ ଡକ୍ଟରେଟ୍ ଡିଗ୍ରୀ

ମାଲକାନଗିରି: ପାଠ ପଢିବା ପାଇଁ ମନରେ ଦୃଢ ଇଚ୍ଛ ଶକ୍ତି ଥିଲେ କେହି ବି ହାର ମାନେନି । ଏହାର ଉଦାହରଣ ପାଲଟିଛନ୍ତି ମାଲକାନଗିରିର ମାନ୍ୟନକୋଣ୍ଡାର ଗଣନାଥ ଖିଲ । ପିଲାଟି ବେଳରୁ ପାଠ ପଢିବା ନେଇ ବହୁ ବାଧାବିଘ୍ନ ଆସିଥିଲେ ସୁଦ୍ଧା ନିଜର ଅଦମ୍ୟ ଇଚ୍ଛା ବଳରେ ସେ ଆଜି ଡକ୍ଟରେଟ୍ ହାସଲ…

ଆଜି ପଦ୍ମ ଧରି ପାରନ୍ତି ସଚିନ ପାଇଲଟ୍ !

ନୂଆଦିଲ୍ଲୀ: କଂଗ୍ରେସରୁ ମୋହ ତୁଟି ଗଲାଣି । ଜ୍ୟୋତିରାଦ୍ଦିତ୍ୟ ସିନ୍ଧିଆଙ୍କ ରାସ୍ତାରେ ଏବେ ସଚିନ ପାଇଲଟ୍ । ହାତ ସହ ସମ୍ପର୍କ କାଟି ପଦ୍ମ ଧରିପାରନ୍ତି ରାଜସ୍ଥାନ ଉପମୁଖ୍ୟମନ୍ତ୍ରୀ । ଚର୍ଚ୍ଚା ହେଉଛି ଆଜି ସେ ବିଜେପି ରାଷ୍ଚ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ଉପସ୍ଥିତିରେ ବିଜେପିେର…

ରାଜସ୍ଥାନ ସଂକଟ: ଆଜି କଂଗ୍ରେସ ବିଧାୟକଙ୍କ ବୈଠକ

ରାଜସ୍ଥାନରେ ଗେହଲଟ-ପାଇଲଟ୍ କଳି ଚରମ ସୀମାରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନେତୃତ୍ୱରେ କାମ କରିବାକୁ ରାଜି ନୁହନ୍ତି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ୍ । ପାଇଲଟଙ୍କ ବିଦ୍ରୋହ ରାଜସ୍ଥାନରେ କଂଗ୍ରେସ ସରକାର ପାଇଁ ସଂକଟ ଘନେଇଛି । ଆଜିର ଦିନ ଗେହଲଟ୍ ସରକାର ପାଇଁ…

ହୋଣ୍ଡା ଏକ୍ସ-ବ୍ଲେଡ୍ ବିଏସ୬ vs ଟିଭିଏସ୍ ଆପାଚେ ଆରଟିଆର ୧୬୦ ବିଏସ୬, କେଉଁ ଗାଡ଼ି ସର୍ବୋତ୍ତମ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ: ହୋଣ୍ଡା ଭାରତୀୟ ବଜାରରେ ହୋଣ୍ଡା ଏକ୍ସ-ବ୍ଲେଡ୍ ଲଞ୍ଚ କରିଛି। ହୋଣ୍ଡା ଏକ୍ସ-ବ୍ଲେଡ୍ ବଜାରରେ ଟିଭିଏସ୍ ଆପାଚେ ୧୬୦ ବିଏସ୬ ସହିତ ପ୍ରତିଦ୍ୱନ୍ଦ୍ୱିତା କରିପାରିବ। ଏଠାରେ ଆମେ ଉଭୟ ବାଇକ୍ ର ବୈଶିଷ୍ଟ୍ୟ ଏବଂ ନିର୍ଦ୍ଦିଷ୍ଟତା ବିଷୟରେ ସୂଚନା ଦେଉଛୁ। ଇଞ୍ଜିନ୍ ଏବଂ ଶକ୍ତି:…