Latest Odisha News

BREAKING NEWS

Yearly Archives

2020

ଖୁବଶୀଘ୍ର ଆରମ୍ଭ ହେବ ହରିଦାସପୁର-ପାରାଦୀପ ରେଳ ଲାଇନ ନିର୍ମାଣ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲାର ଜୀବନରେଖା କୁହାଯାଉଥିବା ଏହାର ପ୍ରଥମ ରେଳ ଲାଇନ ତଥା ବହୁ ପ୍ରତିକ୍ଷିତ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆସନ୍ତା ୧୦ରୁ ୧୫ ଦିନ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି। ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏହି ସୂଚନା…

୨ ଦିନ ସମ୍ବଲପୁର ସଟଡାଉନ୍‌

ସମ୍ବଲପୁର: ଦୁଇ ଦିନ ପାଇଁ ସମ୍ବଲପୁର ଜିଲ୍ଲା ସଟ୍‌ଡାଉନ । କରୋନା ସଂକ୍ରମଣ ଯୋଗୁଁ ସମ୍ବଲପୁର ଜିଲ୍ଲାକୁ ୨ ଦିନିଆ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । ଆସନ୍ତା ୧୧ ଓ ୧୨ ତାରିଖ ୨ ଦିନ ପୁରା ସଟ୍‌ଡାଉନ୍ ହେବ । ଏହି ସମୟରେ ଜରୁରୀକାଳିନ ସେବା ଅବ୍ୟାହାତ ରହିବ। ଏନେଇ ଜିଲ୍ଲା…

ଚକ୍ ଦେ ଇଣ୍ଡିଆର ୧୩ ବର୍ଷ ପରେ ଶିମତ ଅମିନଙ୍କ ଫିଲ୍ମରେ ଅଭିନୟ କରିବେ ଶାହାରୁଖ !

ମୁମ୍ବାଇ: ଆନନ୍ଦ ଏଲ ରାୟଙ୍କ ଜିରୋ ଫିଲ୍ମ ପରେ ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ତାଙ୍କର ପରବର୍ତୀ ଫିଲ୍ମ କଣ ହେବ ସେ ନେଇ ବିଭିନ୍ନ ପ୍ରକାର ଖବର ପ୍ରକାଶ ପାଉଛି । ଚକ୍ ଦେ ଇଣ୍ଡିଆ ଫିଲ୍ମର ୧୩ ବର୍ଷ ପରେ ଶାହାରୁଖ ଓ ନିର୍ଦ୍ଦେଶକ ଶିମତ ଅମନୀ ଏକତ୍ର ଫିଲ୍ମ କରିବା ପାଇଁ…

ବାହାଘର ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ

କେନ୍ଦୁଝର : ଚତୁର୍ଥୀ ଦିନ ବାପାକୁ ହତ୍ୟା କଲା ପୁଅ । ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏହି ଅଘଟଣ । ଚତୁର୍ଥୀ ପୂର୍ବରୁ ହତ୍ୟାକାରୀ ପୁଅକୁ ଅଟକ ରଖିଛି ପୋଲିସ । ଆଜି ପୁଅ ସୁନୀଲର ବିବାହର ଚତୁର୍ଥୀ ଥିଲା । ତେବେ ବାହାଘର ବେଳେ ବାପା କୁଶ ନାଏକ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା…

ଦିନକରେ ସୁସ୍ଥ ହେଲେ ସର୍ବାଧିକ ୪୦୧ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢ଼ୁଥିବା କରୋନା ସଂକ୍ରମଣ ମଧ୍ୟରେ ଆସିଛି ଖୁସି ଖବର । ଆଜି ଗୋଟିଏ ଦିନରେ ସର୍ବାଧିକ ୪୦୧ ଜଣ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ଓଡ଼ିଶାରେ କରୋନାରୁ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୭୪୦୭କୁ ବୃଦ୍ଧି ପାଇଛି । ଆଜି …

ୟେସ ବ୍ୟାଙ୍କ କେସ୍: ରାଣା କାପୁର, ୱାଧାନ୍ସଙ୍କ ୨୫୦୦ କୋଟି ଟଙ୍କା ଜବତ କଲା ଇଡି

ନୂଆଦିଲ୍ଲୀ:ୟେସ ବ୍ୟାଙ୍କର ପ୍ରତିଷ୍ଠାତା ରାଣା କପୁରଙ୍କ ସମ୍ପତ୍ତି ସହିତ ଦିଓ୍ୱାନ ହାଉସିଂ ଫାଇାନନ୍ସ ଲିମିଟେଡର ପ୍ରମୋଟର୍ସ କପିଲ ଏବଂ ଧିରଜ ଓ୍ୱଧାଓ୍ୱନଙ୍କ ୨୫୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ୟେସ ବ୍ୟାଙ୍କ ମାମଲାରେ ଏହି ତିନି ଜଣ ଅଭିଯୁକ୍ତ…

ଆସିଲା ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ଟାଇଟଲ ଟ୍ରାକ୍‌ର ଟିଜର

ମୁମ୍ବାଇ: ସ୍ୱର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ୍ ବେଚାର’ର ରିଲିଜ ହୋଇଛି ଟାଇଟଲ ଟ୍ରାକ୍‌ର ଟିଜର । ଏହା ସୋଶାଲ୍ ମିଡିଆରେ ଧୂମ୍ ମଚାଇଦେଇଛି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି। ଏହି ଟିଜର ଡିଜ୍‌ନି + ହଟଷ୍ଟାର୍‌ର…

କଟକରେ ଚିହ୍ନଟ ନୂଆ କରୋନା ପଜିଟିଭଙ୍କୁ ମିଶାଇ ମୋଟ୍ ସଂଖ୍ୟା ୨୧୩ ଛୁଇଁଲା

କଟକ: କଟକରେ ଗୁରୁବାର ଦିନ ୧୧ ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଯାହାକୁ ମିଶାଇ କଟକ ମହାନଗର ନିଗମ ଅଞ୍ଚଳରେ ମୋଟ୍ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୨୧୩ରେ ପହଞ୍ଚିଛି। ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି କଟକ ମହାନଗର ନିଗମ(ସିଏମସି)। ଉକ୍ତ ଟ୍ୱିଟ ଅନୁଯାୟୀ ୨୪ ଘଣ୍ଟାରେ…

‘ଦିଲ୍ ବେଚାରା’ର କଷ୍ଟ୍ୟୁମ ଡିଜାଇନ ତଥା ଓଡିଆ ବୋହୂ ସୁଶାନ୍ତଙ୍କୁ ନେଇ କଣ କହୁଛନ୍ତି ଆସନ୍ତୁ ଜାଣିବା

ଭୁବନେଶ୍ୱର : ସୁଶାନ୍ତ ସିଂ ରାଜପୁତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବେଚାରା’କୁ ତାଙ୍କର ଅନେକ ଫ୍ୟାନ ଏବେ ଅପେକ୍ଷା କରି ରହିଛନ୍ତି । କରୋନା କଟକଣା ପାଇଁ ଫିଲ୍ମଟି ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ । ତେବେ ଏହି ଫିଲ୍ମରେ ଡ୍ରେସ ଡିଜାଇନ କରିଛନ୍ତି ଜଣେ ଓଡିଆ ବୋହୂ । ତାଙ୍କ ନାଁ ନିକିତା…

ଆତ୍ମନିର୍ଭର ଭାରତ ଯୋଜନାର ହିସାବ ଦେଲା ବିଜେପି

ଭୁବନେଶ୍ୱର: ଆତ୍ମନିର୍ଭର ଭାରତରେ ଓଡିଶାର ଭାଗକୁ ନେଇ ହିସାବ ଦେଲା ବିଜେପି। ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଭାପତି ସମୀର ମହାନ୍ତି ହିସାଵ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ଆତ୍ମ ନିର୍ଭର ଭାରତ ପ୍ୟାକେଜରୁ ଓଡିଶାର ଗୋଟିଏ ପରିବାର ମାସକୁ ପାଇବେ ୧୧୦୬୭ ଟଙ୍କା । ଏଥିରେ…