Latest Odisha News

BREAKING NEWS

Yearly Archives

2020

ସିବିଏସ୍‌ଇ ପରୀକ୍ଷା ଫଳ ପ୍ରକାଶ ଖବର ମିଥ୍ୟା

ନୂଆଦିଲ୍ଲୀ: ଆଜି ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବା ନେଇ ତାରିଖ ଘୋଷଣା ହୋଇଥିବା ଖବର ସମ୍ପୂର୍ଣ୍ଣ ମିଥ୍ୟା ବୋଲି ସୂଚନା ମିଳିଛି । ପ୍ରକାଶ ପାଇଥିବା ତାରିଖ ତଥ୍ୟଟି ଠିକ ନୁହେଁ ବୋଲି ସୂଚନା ଦେଇଛି ଜାତୀୟ ଗଣମାଧ୍ୟମ ସଂସ୍ଥା ଏଏନ୍‌ଆଇ। ଉଲ୍ଲେଖଯୋଗ୍ୟ ଯେ ଆସନ୍ତା ୧୧ ଓ ୧୩ରେ…

ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ

ଭୁବନେଶ୍ୱର: ଗିରଫ ହେଲେ ଆୟୁଷ ନିର୍ଦ୍ଦେଶକ ବିଭୁପ୍ରସାଦ ଷଡଙ୍ଗୀ । ନିଜ ଅଫିସର ଜଣେ ମହିଳା କର୍ମଚାରୀଙ୍କୁ ଅସଦାଚରଣ ଅଭିଯୋଗରେ ତାଙ୍କୁ ମହିଳା ଥାନା ପୋଲିସ ଗିରଫ କରିଛି । ମହିଳା ଥାନାରେ ଦୀର୍ଘ ସମୟ ଧରି ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଛି । ଆଇପିସି ୩୫୪(ଡି) ଏବଂ ୬୭ ଆଇଟି ଆକ୍ଟ…

ସମ୍ ଅଲ୍ଟିମେଟ ମେଡିକେୟାରରେ ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞଙ୍କ ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: ଜଣେ ବୟସ୍କ ମହିଳାଙ୍କର ମସ୍ତିଷ୍କର କ୍ରାନିଆଲ୍ ବେସ୍‌ରେ ସୃଷ୍ଟି ହୋଇଥିବା ଟ୍ୟୁମର୍‌କୁ ବିରଳ ମିନିମାଲ୍ ଇନ୍‌ଭେସିଭ୍ ପ୍ରୋସିଡ୍ୟୁର୍ ମାଧ୍ୟମରେ କାଢ଼ି ବାହାର କରିବାରେ ସଫଳ ହୋଇଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସ୍କଲ ବେସ୍ ସର୍ଜରୀ ବିଶେଷଜ୍ଞ। ହସ୍ପିଟାଲର ଇଏନ୍‌ଟି ଏବଂ…

ଶିକ୍ଷୟିତ୍ରୀଙ୍କୁ ଗୋଡାଇ ଗୋଡାଇ ହାଣିଲେ

ଯାଜପୁର: ଦିନ ଦିପହରେ ହତ୍ୟାକାଣ୍ଡ । ଶିକ୍ଷୟିତ୍ରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ ଦୁର୍ବୃତ୍ତ। ଯାଜପୁର ରୋଡ୍ ରାଛିପୁର ଛକରେ ଘଟିଛି ଏପରି ଅଭାବନୀୟ ଘଟଣା । ମୃତ ଶିକ୍ଷୟିତ୍ରୀଙ୍କ ନାଁ ମହାମାୟା ଜେନା। ଅନ୍ୟ ଜଣେ ଶିକ୍ଷକ ମୋହିନୀ ମୋହନ ମୁଦୁଲିଙ୍କ ସହ ଶିକ୍ଷୟିତ୍ରୀ ଜଣକ ବାଇକ୍‌ରେ…

ନିମାଇଁଚରଣ ହରିଚନ୍ଦନଙ୍କ ଆଜି ଜନ୍ମଜୟନ୍ତୀ; ଜାଣନ୍ତୁ ତାଙ୍କ ସମ୍ପର୍କରେ କିଛି

ଭୁବନେଶ୍ୱର: ୧୯୦୧ ମସିହା ଜୁଲାଇ ୯ରେ ଜନ୍ମଗ୍ରହଣ କରିଥିଲେ ନିମାଇଁଚରଣ ହରିଚନ୍ଦନ । ଯିଏକି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବନମାଳୀ, ଦୀନକୃଷ୍ଣ ଓ ଅଭିମନ୍ୟୁ ସାମନ୍ତସିଂହାରଙ୍କ ପଦ୍ୟ ଗୁଡିକୁ ଗାଇଥିବା କଣ୍ଠ ଶିଳ୍ପୀ । କୁହାଯାଏ ସେ ହିଁ ଓଡିଶାର ପ୍ରଥମ ପେସାଦାର ଗାୟକ। କେନ୍ଦ୍ରାପଡାରେ…

ସିବିଏସ୍‌ଇ ପରୀକ୍ଷା ଫଳ ତାରିଖ ଘୋଷଣା

ଭୁବନେଶ୍ୱର: ସିବିଏସ୍‌ଇ ପରୀକ୍ଷା ଫଳାଫଳ ତାରିଖ ଘୋଷଣା ହୋଇଛି ।  ଆସନ୍ତା ୧୧ ଓ ୧୩ରେ ସିବିଏସଇ ପରୀକ୍ଷା ଫଳ ପ୍ରକାଶ ପାଇବ। ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳ ଆଗାମୀ ଜୁଲାଇ ୧୩ ତାରିଖରେ ପ୍ରକାଶ ପାଇବ । ଏଥିସହ ଦ୍ୱାଦଶ ଶ୍ରେଣୀର ଫଳାଫଳ ଆସନ୍ତା ୧୧ ତାରିଖରେ ପ୍ରକାଶ ପାଇବା ନେଇ…

ଭାରତରେ ଏଯାଏଁ ଗୋଷ୍ଠୀ ସଂକ୍ରମଣ ହୋଇନି: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଭାରତରେ ଏଯାଏଁ ହୋଇନି ଗୋଷ୍ଠୀ ସଂକ୍ରମଣ । ଦିନକୁ ଦିନ ଦେଶରେ ସଂକ୍ରମଣ ବଢ଼ୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ଆମେ ଗୋଷ୍ଠୀ ସଂକ୍ରମଣ ଷ୍ଟେଜକୁ ଯାଇନେ । ଏନେଇ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି । ଭାରତରେ କେହି ମଧ୍ୟ ଗୋଷ୍ଠୀ ସଂକ୍ରମଣର ଶିକାର ହୋଇ ନାର୍ହି…

ହାଇକୋର୍ଟ ସାମ୍ନାରେ ପରିବା ବିକିଲେ ଆଇନଜୀବୀ

କଟକ: ଆଇନଜୀବୀଙ୍କ ଅଭିନବ ପ୍ରତିବାଦ । ପରିବା ବିକିଲେ ଆଇନଜୀବୀ । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ହାଇକୋର୍ଟ ସାମ୍ନାରେ । ମହାମାରୀ କରୋନା ଯୋର୍ଗୁ ଆଇନଜୀବୀଙ୍କ ଆର୍ଥିକ ସ୍ଥିତି ଭୁସୁଡି ଯାଇଛି । ଆର୍ଥିକ ସହାୟତା ଯୋଗାଇ ଦେବା ଦାବି ନେଇ ଏଭଳି ଅଭିନବ ପନ୍ଥା ଅପଣାଇଛନ୍ତି ଆଇନଜୀବୀ ।…

କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ: ମୋଦୀ

ନୂଆଦିଲ୍ଲୀ: କରୋନା ମହାମାରୀକୁ ଦୂର କରିବା ପାଇଁ ଖୁବ୍‌ଶୀଘ୍ର ଟିକା ଆସିପାରେ । କରୋନା ଟିକା ପ୍ରସ୍ତୁତିରେ ଭାରତର ବଡ ଭୂମିକା ରହିବ । ଏନେଇ ଆଜି ‘ଗ୍ଲୋବାଲ୍ ଇଣ୍ଡିଆ ଉଇକ୍’ରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି । ମୋଦୀ କହିଛନ୍ତି, ଆମ ବୈଜ୍ଞାନିକ…

ଆଇଏଏସ୍ ଭିନିଲ୍ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ

ଭୁବନେଶ୍ୱର: ପ୍ରଶାସନିକ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଆଇଏଏସ୍ ଭିନିଲ କ୍ରିଷ୍ଣାଙ୍କୁ କୋଭିଡ ଦାୟିତ୍ୱ ମିଳିଛି । ସିଏମ୍‌ଓ କୋଭିଡ ପାରିଚାଳନାର ଓଏସ୍‌ଡି ହୋଇଛନ୍ତି ଭିନିଲ୍ । ଏଥିସହ ପୂର୍ବଭଳି ଓଏମସି ଏମଡ଼ି ଓ କ୍ରୀଡ଼ା ନିର୍ଦ୍ଦେଶକ ଭାବେ ମଧ୍ୟ ସେ କାର‌୍ୟ୍ୟ କରିବେ। ସେହିପରି…