Latest Odisha News

BREAKING NEWS

Yearly Archives

2020

ଯୁଦ୍ଧ ଲାଗି ସଜବାଜ; କାହା ପାଖରେ କେତେ ଅସ୍ତ୍ର ଜାଣନ୍ତୁ…

ଭୁବନେଶ୍ୱର: ଦିନକୁ ଦିନ ଚୀନ-ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲେ ମଧ୍ୟ ଚୀନର ଯୁଦ୍ଧଖୋର ମନୋବୃତ୍ତି ସ୍ପଷ୍ଟ ବାରି ହୋଇ ପଡୁଛି । ଚୀନର ବିସ୍ତାରବାଦୀ ନୀତିକୁ ଭାରତ ଆଦୌ ଖାତିର୍ କରୁନାହିଁ ବୋଲି ଶୁକ୍ରବାର…

ତିନିରଥରେ ସମ୍ପନ୍ନ ହେଲା ଅଧରପଣା ନୀତି

ପୁରୀ: ରଥଯାତ୍ରା ମହୋତ୍ସବର ଚୂଡ଼ାନ୍ତ ପର୍ଯ୍ୟାୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ପାରମ୍ପରିକ ନୀତିକାନ୍ତି ମାଧ୍ୟମରେ ପାଳିତ ହେଉଛି । ଆଜି ସନ୍ଧ୍ୟାରେ ସମ୍ପନ୍ନ ହୋଇଛି ଗୁରୁତ୍ୱପୂର୍ଣ୍ଣ ଅଧରପଣା ନୀତି । ଗତକାଲି ସୁନାବେଶରେ ଦର୍ଶନ ଦେବା ପରେ ଆଜି ଶ୍ରୀଜୀଉମାନଙ୍କ ଏହି ଅଧରପଣା…

ଦିଶାଙ୍କ ମୃତ୍ୟୁ ଘଟଣାରେ ସୋସିଆଲ ସାଇଟରେ ସୂରଜଙ୍କ ନାମ ଉଠିଲା, ଅଭିନେତା କହିଲେ ଏହା ସମ୍ପୂର୍ଣ୍ଣ ଗୁଜବ

ମୁମ୍ବାଇ: ସ୍ୱର୍ଗତଃ ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିୟନଙ୍କ ମୃତ୍ୟୁରେ ସୂରଜ ପାଂଚୋଲିଙ୍କ ସମ୍ପୃକ୍ତି ନେଇ ଖବର ସୋସିଆଲ ସାଇଟରେ ଭାଇରାଲ ହୋଇଛି । ତେବେ ଆଦିତ୍ୟ ପାଂଚୋଲିଙ୍କ ପୁତ୍ର ତାଙ୍କ ନାମରେ ଉଠିଥିବା ଏହି ଖବରକୁ ସମ୍ପୂର୍ଣ୍ଣ ଭାବେ ଗୁଜବ ବୋଲି କହିଛନ୍ତି ।…

ଆଜି ରାତିରେ ଏସବୁ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆଜି ରାତିରେ ଓଡିଶାର ପ୍ରାୟ ୧୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଦିନ ଆକଳନ କରାଯାଇଛି। ଉକ୍ତ ଜିଲ୍ଲା ଗୁଡିକ ମଧ୍ୟରେ ମାଲକାନଗିରି, ଗଞ୍ଜାମ,ଝାରସୁଗୁଡା, ନୂଆପଡା, ଗଜପତି,…

ଧାନ ଫସଲର କୀଟ ପରିଚାଳନା

(ପ୍ରତି ଶୁକ୍ରବାର କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’) କୃଷି ଓଡ଼ିଶାର ଅର୍ଥନୀତିର ମାପକାଠି ରୂପେ ବିବେଚନା କରାଯାଉଥିବା ବେଳେ ଏହାର ଜଳବାୟୁ ଅନୁସାରେ ଅଧିକାଂଶ ଲୋକ ଧାନ ଚାଷ ଉପରେ ନିର୍ଭରଶୀଳ । ଡ଼ିଶାର ୭୦ ଭାଗ ଲୋକ ମୁଖ୍ୟତଃ ଚାଷବାସ ଉପରେ ନିର୍ଭର କରନ୍ତି । ଓଡ଼ିଶାର…

ଦୁନିଆକୁ ବେଖାତିର, ଦକ୍ଷିଣ ଚୀନ ସାଗରରେ ଚୀନର ମିଲିଟ୍ରି ଡ୍ରିଲ

ୱାଶିଂଟନ: ଚୀନ ସୁଧୁରିବାର ନାମ ଧରୁ ନାହିଁ । ଧିରେ ଧିରେ ସମସ୍ତ ପଡୋଶୀଙ୍କୁ ଶତ୍ରୁ କରି ସାରିଥିବା ଚୀନ ପୁଣି ଦୁନିଆକୁ ବେଖାତିର କରିଛି । ରିପୋର୍ଟ ମୁତାବକ ଦକ୍ଷିଣ ଚୀନ ସାଗରରେ ଚୀନ ମିଲିଟ୍ରି ଡ୍ରିଲ କରିଛି । ଫିଲିପାଇନ୍ସ ଓ ଭିଏତନାମା ଏହାକୁ ତୀବ୍ର ବିରୋଧ କରିଛନ୍ତି । ଆମେରିକା ମଧ୍ୟ…

କୋଭିଡ-୧୯: ଡୋର୍ ଟୁ ଡୋର୍ ସର୍ଭେ କରିବେ ଓଡିଶା ସରକାର

ଭୁବନେଶ୍ୱର: ଜୁଲାଇ ୧୬ ତାରିଖରୁ କରୋନା ଉପରେ ଡୋର୍ ଟୁ ଡୋର୍ ସର୍ଭେ ଆରମ୍ଭ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରୋତ ବାଗଚି ଶୁକ୍ରବାର ଦିନ କହିଛନ୍ତି ଯେ ଆଶା କର୍ମୀଙ୍କ ଦ୍ୱାରା କରାଯାଇଥିବା ସର୍ଭେ ୪୫ ଦିନ…

ନାଗାଲାଣ୍ଡରେ ଆଉ କୁକୁର ମାଂସ ବିକ୍ରି ହେବନି

କୋହିମା: ନାଗାଲାଣ୍ଡ ସରକାର ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇଛନ୍ତି । ଏହା ଅନୁସାରେ ଏଠାରେ କୁକୁର କିଣାବିକାକୁ ବନ୍ଦ କରିଛନ୍ତି । ସେହିପରି କୁକୁର ମାଂସ (ଉଭୟ ରନ୍ଧା ଓ କଂଚା) ବିକ୍ରି ଉପରେ ମଧ୍ୟ କଟକଣା ଲଗାଇଛନ୍ତି । ରାଜ୍ୟ ମନ୍ତ୍ରୀମଣ୍ଡଳର ଏହି ନିଷ୍ପତିକୁ ବିଭିନ୍ନ…

ସେଲ ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଷ୍ଟିଲ ମେଲ୍ଟିଂ ସପ କନଭର୍ଟର ଏକଦିବସୀୟ ବ୍ଳୋଇଙ୍ଗରେ ଜାତୀୟ ରେକର୍ଡ ହାସଲ

ରାଉରକେଲା: ସେଲର ରାଉରକେଲା ଇସ୍ପାତ କାରଖାନା (ଆରଏସପି) ଜୁଲାଇ ୨ ତାରିଖରେ ଷ୍ଟିଲ ମେଲ୍ଟିଂ ସପ-୨ର ଗୋଟିଏ କନଭର୍ଟରରେ ୪୮ ଟି ବ୍ଲୋ ସମ୍ପନ୍ନ କରି ଏକ ଜାତୀୟ ରେକର୍ଡ ସ୍ଥାପନା କରିଛି। ବିଭିନ୍ନ ବିଭାଗ ମଧ୍ୟରେ ଉତ୍କୃଷ୍ଟ ସମନ୍ଵୟ ଓ ପ୍ରତ୍ୟେକଙ୍କର ଉଲ୍ଲେଖନୀୟ ଯୋଗଦାନ ଯୋଗୁଁ ଏହି ଅନନ୍ୟ…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେେଲେ ଆଉ ୨୦୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୦୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୨୦୩ ଜଣଙ୍କ ମଧ୍ୟରୁ ୩୮ ଜଣ ଗଞ୍ଜାମରୁ, ୩୭ ଜଣ ଖୋର୍ଦ୍ଧା, ୧୯ ଜଣ ଗଜପତି, ୧୮ ଜଣ କଟକ, ୧୮ ଜଣ…