ମର୍ମନ୍ତୁଦ ସଡକ ଦୁର୍ଘଟଣା: ୪ ନାବାଳକ ମୃତ
କୋରାପୁଟ: ଶୁକ୍ରବାର ସକାଳୁ କୋରାପୁଟ ଜିଲ୍ଲାରୁ ଆସିଛି ଏକ ଦୁଃଖଦ ଘଟଣା । ସଡକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୪ ନାବାଳକ । ମିଳିଥିବା ସୂଚନା ଅନୁସାରେ କୋରାପୁଟ ସ୍ଥିତ ପାଡୁଆ ଡାକବଙ୍ଗଳା ନିକଟରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ।
ଗୋଟିଏ ବାଇକରେ ୪ ଜଣ ନାବାଳକ ଯାତ୍ରା…