Latest Odisha News

BREAKING NEWS

Yearly Archives

2020

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୩-୭-୨୦୨୦ ଶୁକ୍ରବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁଲାଇ ମାସ  ତା ୩ ରିଖ ଶୁକ୍ରବାର ମିଥୁନ ୧୯ ଦିନ  ଆଷାଢ ମାସ ଶୁକ୍ଳ ପକ୍ଷ  ତ୍ରୟୋଦଶୀ ତିଥି  ଜ୍ଯେଷ୍ଠା   ନକ୍ଷତ୍ର ବିଛା ଚନ୍ଦ୍ର  ଘାତ ବାର :- ବିଛା ଧନୁ ଓ ମୀନ ରାଶିର ଘାତ ଚନ୍ଦ୍ର:- ସିଂହ…

ଜୁଲାଇ ୬ରୁ ପର୍ଯ୍ୟଟନ ସ୍ଥଳୀରୁ ଖୋଲିପାରେ ତାଲା

ନୂଆଦିଲ୍ଲୀ: ଟ୍ରାକକୁ ଫେରିବ ଦେଶରେ ପର୍ଯ୍ୟଟନ ଶିଳ୍ପ । କରୋନା ଭାଇରସ୍ ଯୋଗୁ ବନ୍ଦ ଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଥରେ ଚଳଚଞ୍ଚଳ ହେବ । ତତ୍ପରତା ଦେଖାଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ୬ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ…

PoKରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିବା ସ୍ପେଶାଲ୍ ଫୋର୍ସ LACରେ ମୁତୟନ

ଜମ୍ମୁ କଶ୍ମୀର: ସୀମାରେ ଚକମା ଖାଇବ ଚୀନ୍ । ବିଶୃଙ୍ଖଳିତ ଡ୍ରାଗନକୁ ସାବାଡ କରିବାକୁ ଭାରତ କରୁଛି ରଣନୀତି । ଗଲଓ୍ୱାଟ ଘାଟି ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ତିକ୍ତତା ବଢୁଥିବା ବେଳେ ଚୀନକୁ କଡ଼ା ଜବାବ ଦେବା ପାଇଁ କେନ୍ଦ୍ର ସରକାର ଷ୍ଟ୍ରାଟେଜି ପ୍ରସ୍ତୁତ କରୁଛନ୍ତି । ଏବେ ଲଦାଖରେ ମୁତୟନ…

ଶୂନ୍ୟ ସହୋଦର

ଶୂନ୍ୟ ସହୋଦର ତାରକ ମହାନ୍ତି ହଜାର ହଜାର ବର୍ଷର ଗୋଟେ ଦୃଢ଼ ବିଶ୍ୱାସ କ'ଣ ଭାଙ୍ଗିପାରେ! ପରମ୍ପରାର ପ୍ରାଚୀରକୁ ଭାଙ୍ଗି ନୂଆ ଇତିହାସ ଲେଖିବା କ'ଣ ସହଜ ଯାହା ଲେଖି ହୋଇଯାଇଛି ରକ୍ତରେ ଭବିଷ୍ୟତର ଧମନୀ ଭିତରେ ସୂର୍ଯ୍ୟ,ଚନ୍ଦ୍ର ଓ କାଳର ଗତି ଅନୁସାରେ। ଦୁର୍ବୋଧ୍ୟ ହେଲେ ବି…

ବେଆଇନ୍ ମଦ ବିକ୍ରି ବେଳେ ଚଢାଉ, ୨ ଗିରଫ

ଭୁବନେଶ୍ୱର: ବେଆଇନ ବିଦେଶ ମଦ ବିକ୍ରି ବେଳେ ସ୍ପେଶାଲ୍ ସ୍କ୍ୱାଡର ଚଢ଼ାଉ । ବାଲିଅନ୍ତା ଥାନା ଅନ୍ତର୍ଗତ ତଳଗଡ଼ରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ କଟକ ଖାନନଗର ଅଞ୍ଚଳର ଅରୁଣ ପ୍ରଧାନ ଓ ତଳଗଡ଼ର ସଞ୍ଜୟ ଭୋଇ । ଚଢ଼ାଉ ବେଳେ ପୋଲିସ ବିଭିନ୍ନ ବ୍ରାଣ୍ଡର ୨୧୨ ବୋତଲ ବିଦେଶୀ ମଦ…

କଟକ କ୍ୟାନସର ହସ୍ପିଟାଲରେ ଆଉ ୫୫ କରୋନା ପଜିଟିଭ୍

କଟକ: ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଆଉ ୫୫ କରୋନା ପଜିଟିଭ ଚିହ୍ନଟ । ଗୋଟିଏ ଦିନରେ ଏତେ ସଂଖ୍ୟକ ଭୂତାଣୁ ସଂକ୍ରମିତ ବାହାରିଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ଜଣେ ନର୍ସ, ୧୮ ଜଣ ରୋଗୀ ଓ ରୋଗୀଙ୍କ ୩୬ ଜଣ ସମ୍ପର୍କୀୟ । ସମସ୍ତଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଛି । କଟକ ଜିଲ୍ଲା…

ସାପ୍ତାହିକ ସଟଡ଼ାଉନରେ ସାମିଲ୍ ହେଲା ଆଉ ଏକ ଜିଲ୍ଲା

ରାୟଗଡ଼ା: ବଲାଙ୍ଗୀର ଓ କେନ୍ଦ୍ରାପଡ଼ା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ଜୁଲାଇ ମାସରେ ସାପ୍ତାହିକ ସଟଡ଼ାଉନ କରିବା ନେଇ ଗୁରୁବାର ଦିନ ନିଷ୍ପତ୍ତି ଗ୍ରହଣ କରିଛନ୍ତି । କରୋନା ସଂକ୍ରମଣ ରୋକିବା ଲାଗି ସାମାଜିକ ଦୂରତା ଓ ସଂଗରୋଧ ଜରୁରୀ ହୋଇପଡ଼ିଛି ଏବଂ ଏହି କାରଣରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି…

ସମ୍ ହସପିଟାଲରେ ହେବ କୋଭିଡ-୧୯ ଭ୍ୟାକସିନ୍‌ର ପରୀକ୍ଷଣ

ଭୁବନେଶ୍ୱର: ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍‌କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ…

ସୁନାବେଶରେ ଝଟକିଲେ ତିନିଠାକୁର

ପୁରୀ: ଆଜି ମହାପ୍ରଭଙ୍କର ପବିତ୍ର ସୁନାବେଶ । ରଥାରୂଢ ଶ୍ରୀଜୀଉମାନଙ୍କ ଏହି ସୁନାବେଶ ବା ବଡ଼ ତଡ଼ାଉ ବେଶ ପ୍ରତିବର୍ଷ ଆଜିର ଦିବସରେ ଅନୁଷ୍ଠିତ ହେବାର ବିଧିରହିଛି । ବଡ଼ଦାଣ୍ଡରେ ଦଣ୍ଡାୟମାନ ତିନୋଟି ରଥରେ ସୁନାବେଶରେ ସଜ୍ଜିତ ହୋଇଛନ୍ତି ବଡ଼ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ…

ହସ୍ପିଟାଲରେ ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର ଆତ୍ମହତ୍ୟା

ଜଗତସିଂହପୁର: ସ୍ୱାମୀର ମୃତ୍ୟୁ ପରେ ଜୀବନ ହାରିଲେ ସ୍ତ୍ରୀ । ସ୍ୱାମୀର ମୃତ୍ୟୁକୁ ସହି ନପାରି ସ୍ତ୍ରୀ କଲା ଆତ୍ମହତ୍ୟା । ଏଭଳି ଦୁଃଖଦ ଘଟଣା ଘଟିିଛି ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ । ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସୋଲେସନ ୱାର୍ଡରେ ଜଣେ ପ୍ରବାସୀଙ୍କ ମୃତ୍ୟୁ…