Latest Odisha News

BREAKING NEWS

Yearly Archives

2020

୧୩ ବର୍ଷ ବୟସରେ ବାହା ହୋଇଥିଲେ ସରୋଜ ଖାନ, ଜାଣନ୍ତୁ କେମିତି ନିର୍ମଳାରୁ ହେଲେ ସରୋଜ ଖାନ

ମୁମ୍ବାଇ : ବଲିଉଡର ମାଷ୍ଟର ଜୀ । ସମସ୍ତଙ୍କ ପ୍ରିୟ କୋରିଓଗ୍ରାଫର । ତାଙ୍କ ଡ୍ୟାନ୍ସ ଷ୍ଟେପରେ ନାଚିବାକୁ ପସନ୍ଦ କରୁଥିଲେ ଅନେକ ସେଲିବ୍ରିଟି । ଶ୍ରୀଦେବୀଙ୍କ ପପୁଲାର ଗୀତ ହାୱା ହାୱାଇ ହଉ କି ମାଧୁରୀଙ୍କ ଧକ୍ ଧକ୍ କରେନା ଲଗା ସବୁଠି ଥିଲା ସରୋଜଙ୍କ ଯାଦୁ । ଆଜି ତାଙ୍କ ପରଲୋକରେ ତାଙ୍କୁ…

ରେକର୍ଡ ଭାଙ୍ଗିଲା କରୋନା; ଗୋଟିଏ ଦିନରେ ଓଡିଶାରେ ସର୍ବାଧିକ ୫୬୧ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ସର୍ବାଧ୍ଚଳ ୫୬୧ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ୧୦୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ମହାବାହୁଙ୍କୁ ଚିଠି…

ମହାବାହୁଙ୍କୁ ଚିଠି ଶ୍ୱେତା ରାଉତ ହେ'ମହାବାହୁ, ତୁମେ କେବେ ପଚାରିନ ସେ କେମିତିଅଛି କେଉଁ ପ୍ରାବଲ୍ୟତାକୁ ନେଇ ବଞ୍ଚିଛି କେବେ ଦେଖିନାହଁ ଜୀବନର ବାସ୍ତବ ସ୍ୱରୂପ ଖୋଜି ଖୋଜି ସେ କେମିତି ବନ୍ଦୀ ହୋଇଯାଇଛି ତମସାଚ୍ଛନ ମାୟା ସଂସାରରେ ! ପାରିବ ଯଦି ତୁମ ଦେବତ୍ବର ଦିବ୍ୟ  ଦୃଷ୍ଟି…

LAC ଟେନସନ୍ ଭିତରେ ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଏଲଏସିରେ ଭାରତ-ଚୀନ ମଧ୍ୟରେ ଅଶାନ୍ତି ଲାଗି ରହିଥିବା ବେଳେ ଅଚାନକ ଜମ୍ମୁ କଶ୍ମୀରର ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସକାଳୁ ସକାଳୁ ନିମୁର ଫରଓ୍ୱାଡ ପୋଷ୍ଟରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ସେଠାରେ ସେନାର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମ୍ପର୍କରେ ଆଲୋଚନା…

‘ଶ୍ରାବଣ’ ସୋମବାରରେ ଢେଙ୍କାନାଳର ଏହି ମନ୍ଦିରରେ ଲାଗିବ ଧାରା ୧୪୪

ଢେଙ୍କାନାଳ: କରୋନା ମହାମାରୀ ବିସ୍ତାରକୁ ନଜରରେ ରଖି ଶ୍ରାବଣ ମାସ ସୋମବାର ଦିନ ଢେଙ୍କାନାଳର ୧୪ ଟି ପ୍ରମୁଖ ଶୈବପୀଠରେ ପ୍ରଶାସନ ପକ୍ଷରୁ ଧାରା ୧୪୪ ଲଗାଯିବ। ଯାହାଦ୍ୱାରା ମନ୍ଦିରରେ ଭକ୍ତଙ୍କ ଭିଡକୁ ରୋକାଯାଇପାରିବ । ଏହି ମନ୍ଦିରଗୁଡ଼ିକ ହେଉଛି କପିଳାସର ଶ୍ରୀ ଚନ୍ଦ୍ରଶେଖରଜିଉ,…

ବିହାରରେ ପୁଣି ଜୀବନ ନେଲା ବଜ୍ରପାତ: ୮ ଟି ଜିଲ୍ଲାରେ ୨୬ ଜଣଙ୍କର ମୃତ୍ୟୁ

ପାଟଣା: ବଜ୍ରପାତ ଯୋଗୁଁ ଉତ୍ତର ବିହାରର ଆଠଟି ଜିଲ୍ଲାରେ ୨୬ଜଣ ବ୍ୟକ୍ତିଙ୍କର ଗୁରୁବାର ଦିନ ମୃତ୍ୟୁ ଘଟିଛି। ଗୋଟିଏ ସପ୍ତାହ ମଧ୍ୟରେ ବିହାରରେ ବଜ୍ରପାତ ଜନିତ ମୃତ୍ୟୁର ଏହା ତୃତୀୟ ଘଟଣା। ଏହା ପୂର୍ବରୁ ଜୁନ୍ ୨୫ ତାରିଖ ଦିନ ରାଜ୍ୟର ୨୨ଟି ଜିଲ୍ଲାରେ ବଜ୍ରପାତ କାରଣରୁ ୯୨ଜଣ ବ୍ୟକ୍ତିଙ୍କର…

ଚାଇନିଜ ବ୍ରାଣ୍ଡ ଗୁଡିକୁ ପ୍ରୋତ୍ସାହିତ ନକରିବାକୁ ବଲିଉଡର ସିନେ କଳାକାରଙ୍କୁ ନିବେଦନ  

ମୁମ୍ବାଇ: ଭାରତ ସରକାର ଦେଶରେ ଚାଇନିଜ୍ ଆପ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ପରେ ଫେଡେରେସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ କର୍ମଚାରୀ (FWICE) ଚାଇନାର କୌଣସି ଉତ୍ପାଦକୁ ପ୍ରୋତ୍ସାହିତ ନକରିବାକୁ କଳାକାରମାନଙ୍କୁ ଅନୁରୋଧ କରିଛନ୍ତି। “ଭାରତ ଓ ଚାଇନା ମଧ୍ୟରେ ଚାଲିଥିବା…

ବଡ଼ ଖବର: ଅଗଷ୍ଟ ୧୫ ସୁଦ୍ଧା ଆସିଯିବ ଦେଶର ପ୍ରଥମ କରୋନା ଟୀକା !

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢୁଥିବା ବେଳେ ଖୁସି ଖବର ଆସିଛି । ଆସନ୍ତା ଅଗଷ୍ଟ ୧୫ ତାରିଖରେ ଲଞ୍ଚ ହୋଇପାରେ ଦେଶର ପ୍ରଥମ କରୋନା ଟୀକା । ଯାହାକୁ ବିକଶିତ କରୁଛି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ । ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ସହ ମିଳିତ ଭାବରେ…

ଚିନ୍ତା ବଢ଼ାଉଛି କରୋନା: ଦେଶରେ ୨୪ ଘଣ୍ଟାରେ ୨୦ ହଜାରରୁ ଉର୍ଦ୍ଧ୍ବ ଆକ୍ରାନ୍ତ

ନୂଆଦିଲ୍ଲୀ: ଅନେକ ସଂକ୍ରମିତ ଦେଶକୁ ପଛରେ ଛାଡି ଆଗକୁ ଆଗକୁ ମାଡି ଚାଲିଛି ଭାରତ। ଭାରତରେ ତାଣ୍ଡବ ରଚିଲାଣି କରୋନା ମହାମାରୀ। ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୦,୯୦୩ ଜଣ କରୋନା ଆକ୍ରାନ୍ତ । ଅନ୍ୟପଟେ ୨୪ ଘଣ୍ଟାରେ କରୋନା ନେଲାଣି ୩୭୯ ଜଣଙ୍କ ଜୀବନ। ବର୍ତ୍ତମାନ ସୁଦ୍ଧା…

ରଥ ଉପରେ କାହିଁକି ଭାଙ୍ଗି ଦିଆଯାଏ ମହାପ୍ରଭୁଙ୍କ ଅଧରପଣା ହାଣ୍ଡି !

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ରହସ୍ୟ ଭେଦ କରିବା ଛାର ମନୁଷ୍ୟ ପକ୍ଷେ ସମ୍ଭବ ନୁହେଁ । ବାର ମାସରେ ତେର ପର୍ବ ଅନୁଷ୍ଠିତ ହେଉଥିବା ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କ ନୀତିକାନ୍ତି ମଧ୍ୟ ବିରଳ । ଏହିପରି ନୀତିକାନ୍ତି ଅନ୍ୟ କେଉଁ ଦେବାଦେବୀଙ୍କ ମନ୍ଦିରରେ ସାଧାରଣତଃ ଦୃଶ୍ୟମାନ…