Latest Odisha News

BREAKING NEWS

Yearly Archives

2020

କରୋନାରେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ; ଭିସୁଟ୍ ସଟଡାଉନ

ସମ୍ବଲପୁର: କରୋନା ସଂକ୍ରମଣରେ ଜଣେ ଅଧ୍ୟାପିକାଙ୍କ ସ୍ୱାମୀ ମୃତ୍ୟୁବରଣ କରିଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ମଙ୍ଗଳବାର ଦିନ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଇ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଗୋଟିଏ ଦିନ ପାଇଁ ବନ୍ଦ ରହିଛି। ସୂଚନାନୁସାରେ, ମୃତକ ଜଣକ ଅନୁଗୁଳର ନାଲକୋରେ…

ଭୁବନେଶ୍ୱରରେ ଆଉ ୬ ପଜିଟିଭ, ୧୧ ସୁସ୍ଥ

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ପୃକ୍ତ ସଂକ୍ରମିତଙ୍କ ମଧ୍ୟରେ ହୋମ୍ କ୍ୱାରେଂଟିନ୍‌ର ଜଣେ ଥିବାବେଳେ ୫ ଜଣ ଲୋକାଲ କଣ୍ଟାକ୍ଟ କେସ୍ ରହିଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ କରି ସୂଚନା ଦେଇଛି । ଜଣେ ୫୬ ବର୍ଷୀୟ ରେଲୱେ କର୍ମଚାରୀ…

୧୯୬୨ ଚୀନ-ଭାରତ ଯୁଦ୍ଧ ଓ ଗୋଦାବରୀଶ ମହାପାତ୍ରଙ୍କ ‘ନିଆଁଖୁଣ୍ଟା’

ପ୍ରତି ମଙ୍ଗଳବାର କେଦାର ମିଶ୍ରଙ୍କ ନିୟମିତ ସ୍ତମ୍ଭ: ମିଶ୍ରରାଗ ଆଜି ଭାରତର ଉତ୍ତରାକାଶେ ଚୀନା ରାହୁ ଚୀନା ଡ୍ରାଗନ ଦିଶେ କୁଆରେ, ପଶୁବଳରେ ମାତି ସର୍ବହରା ନାମେ ତେକେ କେ ଛତି!! ପତ୍ରିକାର ନାମ 'ନିଆଁଖୁଣ୍ଟା'। ନଭେମ୍ବର-୧୯୬୨ ସଂଖ୍ୟାରେ ପତ୍ରିକାର ସମ୍ପାଦକ ଗୋଦାବରୀଶ ମହାପାତ୍ର…

କରୋନା କ୍ରିଏଟିଭିଟି : ଆରା ଆକବରଙ୍କ କବିତା

ଭୁବନେଶ୍ୱର : www.odishasambad.in ଏବଂ www.odishabytes.com ନିବେଦିତ କରୋନା କ୍ରିଏଟିଭିଟିରେ ବିଭିନ୍ନ ସ୍ଥାନରୁ ପ୍ରତିଯୋଗୀ ଭାଗ ନେଇ ନିଜ କଳା ପ୍ରତିଭା ଦେଖାଇଛନ୍ତି । ଯାହା ଏବେ www.odishasambad.in ଏବଂ www.odishabytes.comର ୟୁଟ୍ୟୁବ, ଫେସ୍‌ବୁକ ଓ ଇନଷ୍ଟାଗ୍ରାମରେ ଅପଲୋଡ…

ଆଜି ‘ସାମାଜିକ ଗଣମାଧ୍ୟମ ଦିବସ’; ଜାଣନ୍ତୁ, ଏସମ୍ପର୍କରେ କିଛି

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ସୋସିଆଲ୍ ମିଡିଆ ଲୋକମାନଙ୍କ ଜୀବନ ପରିବର୍ତ୍ତନ କରୁଥିବା ବେଳେ ପ୍ରତିବର୍ଷ ଜୁନ୍ ମାସ ୩୦ ତାରିଖରୁ ‘ସାମାଜିକ ଗଣମାଧ୍ୟମ ଦିବସ’ ପାଳନ କରାଯାଇ ଆସୁଅଛି । ଆଗରୁ ଟେଲିଗ୍ରାମ, ଟେଲିଫୋନର ଯୁଗ ଥିଲା । ଏହାପରେ ପରେ ଫେକ୍ସ ମେସିନ୍ ଓ ତା’ପରେ ସୋସିଆଲ୍…

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ: ବିଜେପି

ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ସରକାରଙ୍କୁ ଘେରିଛି ରାଜ୍ୟ ବିଜେପି । ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଛନ୍ତି ଯେ, ମହିଳା ନିର୍ଯାତନା କ୍ଷେତ୍ରରେ ରାଜ୍ୟର ସ୍ଥିତି ସଙ୍ଗୀନ । ରକ୍ଷକ ଏବେ ଭକ୍ଷକ ସାଜିଛି । ମାଲକାନଗିରିରେ…

ତିନି ଦିନ ଭିତରେ ସରିବ ଶ୍ରୀମନ୍ଦିର ଗର୍ଭଗୃହ ମରାମତି କାମ

ଭୁବନେଶ୍ୱର: ଶ୍ରୀଜିଉ ମାନେ ୯ ଦିନିଆ ରଥଯାତ୍ରାରେ ଅଛନ୍ତି । ରତ୍ନବେଦୀ ଛାଡି ଜନ୍ମବେଦୀରେ ଚାଲିଛି ମହାପ୍ରଭୁଙ୍କ ଲୀଳାଖେଳା । ଏହାରିଭିତରେ ଶ୍ରୀମନ୍ଦିର ଭିତରେ ଚାଲିଛି ମରାମତି କାମ । ପୂର୍ତ୍ତ ବିଭାଗ ଓ ଏଏସଆଇର ମିଳିତ ଟିମ୍ ଶ୍ରୀମନ୍ଦିର ଗର୍ଭଗୃହର ଯାଂଚ ପରେ ମରାମତି କାମ କରୁଛନ୍ତି ।…

ସୌରାପଲ୍ଲୀରେ ଅଗ୍ନିକାଣ୍ଡ: ଜଳିଗଲା ଗୋଟିଏ ପରିବାରର ୩ ବଖରା ଘର

ଗଞ୍ଜାମ:ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତର ସୌରାପଲ୍ଲୀ ଗ୍ରାମରେ ଘଟିଛି ଅଗ୍ନିକାଣ୍ଡ । ଗତକାଲି ରାତିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୩ ବଖରା ଘର ଜଳିଯାଇଥିବା ସୂଚନା ।ଘରେ କେହି ନଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ…

ଚୀନରେ ନୂତନ ପ୍ରକାର ସ୍ୱାଇନ ଫ୍ଲୁ ଭୂତାଣୁ ଚିହ୍ନଟ: ଗବେଷକଙ୍କ ଆଶଙ୍କା ମହାମାରୀ ସୃଷ୍ଟି କରାଇପାରେ

ବେଜିଂ:ଚୀନ ବିଶ୍ୱକୁ ନୂଆ ନୂଆ ରୋଗ ଦେବାରେ ବୋଧହୁଏ ରେକର୍ଡ କରିବ । ରିପୋର୍ଟ ମୁତାବକ କରୋନା ଭାଇରସ ପରେ ଏଠାରେ ଜି-୪ ନାମକ ଭୂତାଣୁ ଚିହ୍ନଟ କରାଯାଇଛି । ଗବେଷକଙ୍କ ଆଶଙ୍କା ଏହି ଭୂତାଣୁ ମହାମାରୀ ସୃଷ୍ଟି କରାଇପାରେ । ୨୦୦୯ରେ ମହାମାରୀ ସାଜିଥିବା ଏଚ୧ଏନ୧ ସ୍ୱାଇନ ଫ୍ଲୁର ଏହା ଆନୁବଂଶିକ…

କରୋନା ସଙ୍କଟ ସମୟରେ ସିନେ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ ଅଭିନେତା ଚନ୍ଦନ କର

ଭୁବନେଶ୍ୱର: ଏହି ସଙ୍କଟ ସମୟରେ ଲୋକଙ୍କ ସାହାଯ୍ୟ କାରିବାକୁ ଆଗେଇ ଆସୁଛନ୍ତି ବିଭିନ୍ନ ଅଭିନେତା । ବଲିଉଡରେ ସୋନୁ ସୁଦ ଓଲିଉଡ଼ରେ ସବ୍ୟସାଚୀଙ୍କ ପରେ ଏବେ ଆଉ ଜଣେ ଓଡ଼ିଆ ସିନେ ତାରକାଙ୍କ ବାଦାନ୍ୟତା ସମ୍ନାକୁ ଆସିଛି। ଓଡ଼ିଆ ସିନେ ଜଗତର ସମାଜସେବୀ ଅଭିନେତା ତଥା ସାମାଜିକ ସ୍ୱେଚ୍ଛାସେବୀ…