Latest Odisha News

BREAKING NEWS

Yearly Archives

2020

ବର୍ଷା ସହ ବଜ୍ରପାତ ଆଶଙ୍କା: ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୋମବାର ଦିନ ଓଡିଶାର ପ୍ରାୟ ୫ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଜାରି ହୋଇଛି ସତର୍କ ସୂଚନା । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଝାରସୁଗୁଡା ସୁନ୍ଦରଗଡ଼, ସମ୍ବଲପୁର, ନବରଙ୍ଗପୁର ଓ…

ଜାଣନ୍ତୁ, ରଜର ସ୍ୱତନ୍ତ୍ର ଖାଦ୍ୟ ‘ପୋଡ଼ପିଠା’ର ପ୍ରସ୍ତୁତି ବିଧି

ଭୁବନେଶ୍ୱର: ଚୁଲି ଲଗାଇ ନିୟମିତ ରୋଷେଇ କରିବା ମହିଳାଙ୍କ କାର୍ଯ୍ୟ । ଯେହେତୁ ରଜରେ ଧରଣୀମାତାଙ୍କୁ ବିଶ୍ରାମ ଦିଆଯାଏ ତେଣୁ ରଜ ପୂର୍ବଦିନ ବହୁ ରକମର ପିଠାପଣା, ବିଶେଷ କରି ପୋଡ଼ ପିଠା ତିଆରି କରାଯାଇଥାଏ, ଯାହା ସହଜରେ ନଷ୍ଟ ହୁଏ ନାହିଁ ଏବଂ ଅଧିକ ଦିନ ରହିଥାଏ । ଅନ୍ୟପଟେ ରଜ ପର୍ବ…

ଜୁନ ୧୮ ରୁ ସମ୍ପୂର୍ଣ୍ଣ ଲକଡାଉନ୍ ହେବ ରାଜଧାନୀ ଦିଲ୍ଲୀ ; ଗୁଜବ କି ସତ, ଜାଣନ୍ତୁ

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀ ଜୁନ୍ ୧୮ ତାରିଖରୁ ଆଗାମୀ ଚାରି ସପ୍ତାହ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକଡାଉନ ରହିବ ! ଏନେଇ ଏକ ବାର୍ତ୍ତା ଫେସବୁକ ଭଳି ସୋସିଆଲ ମିଡିଆରେ ଭାଇରଲ ହେଉଛି। ତେବେ ଫେସବୁକରେ ଭାଇରାଲ ହେଉଥିବା ଏହି ତଥ୍ୟ କେତେ ସତ କେତେ ଗୁଜବ ଆସନ୍ତୁ ଜାଣିବା । ଜୁନ ୧୮ ତାରିଖରୁ…

ଅଭାବ ଅନଟନରେ ଅସହାୟ ମହିଳା; ସରକାରୀ ସହାୟତାକୁ ଅପେକ୍ଷା

ଯାଜପୁର: ଦଇବ ସାଧିଲା ଦାଉ । ସ୍ୱାମୀ ଚାଲିଗଲେ ଆର ପାରିକୁ । ୨ କଅଁଳା ଶିଶୁ ଓ ବୃଦ୍ଧା ଶାଶୁଙ୍କୁ ଧରି ଭୋକ ଉପାସରେ ଦିନ କାଟୁଛନ୍ତି ଜଣେ ଅସହାୟ ମହିଳା । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ପୁବଳ ଗ୍ରାମର ସଙ୍ଗିତା ମୁଣ୍ଡା ।ପରିବାର କହିଲେ ୨ ଶିଶୁ ପୁତ୍ର ଓ ବୁଢ଼ୀ ଶାଶୁ । ଦିନ ଥିଲା…

ଆଜି ରଜ ସଂକ୍ରାନ୍ତି; କଟକଣା ସତ୍ତ୍ୱେ ଜମୁଛି ପିଠା ଓ ମିଠାର ଆସର

ଭୁବନେଶ୍ୱର: ତିନି ଦିନ ଧରି ପାଳିତ ହେଉଥିବା ଓଡ଼ିଶାର ଏହି ଗଣପର୍ବର ଆଜି ହେଉଛି ଦ୍ଵିତୀୟ ଦିନ। ଏହାକୁ ସାଧାରଣତଃ ମଝି ରଜ ବା ରଜ ସଂକ୍ରାନ୍ତି ବୋଲି କୁହାଯାଏ। କରୋନା କଟକଣା ସତ୍ତ୍ୱେ ଘରେ ଘରେ ଚାଲିଛି ରଜ ମଉଜ । ଘରେ ରହି ଲୋକ ପାଳନ କରୁଛନ୍ତି ରଜ। ନିଜ ଅଗଣାରେ ଦୋଳି ଖେଳି, ପିଠା ଖାଇ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ  ତା ୧୫-୬-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଜୁନ  ତା ୧୫ ରିଖ  ସୋମବାର  ମିଥୁନ  ୧ ଦିନ ଆଷାଢ  ମାସ କୃଷ୍ଣ ପକ୍ଷ ଦଶମୀ  ତିଥି ରେବତୀ  ନକ୍ଷତ୍ର  ମୀନ ଚନ୍ଦ୍ର ଘାତ ବାର-:  ମିଥୁନ   ରାଶିର       ଘାତ ଚନ୍ଦ୍ର:- ଧନୁ  ରାଶି ପୁରୁଷ ଓ ତୁଳା…

ପାଣିପାଗ ସତର୍କ ସୂଚନା; ଆଜି ରାତିରେ ଏହିସବୁ ଜିଲ୍ଲାରେ ହେବ ବର୍ଷା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ରାଜ୍ୟର ୨୦ଟି ଜିଲ୍ଲାରେ ଝଡ଼ବର୍ଷା ସହିତ ମଧ୍ୟମ ଧରଣର ବର୍ଷା ହେବାର ସତର୍କ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, କଳାହାଣ୍ଡି, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼,…

ଗୁଜରାଟରେ ୫.୫ ତୀବ୍ରତାର ଭୂକମ୍ପ ଝଟକା

ନୂଆଦିଲ୍ଲୀ: ଗୁଜରାଟର ରାଜକୋଟ ଜିଲ୍ଲାରେ ରବିବାର ରାତିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ଭୂକମ୍ପର ତୀବ୍ରତା ରିଚର୍ ସ୍କେଲରେ ୫.୫ ଥିବା ଜଣାପଡ଼ିଛି । Gujarat: People came out of their houses in Bhuj following tremors in the state; visuals from Jubilee…

ଆତ୍ମହତ୍ୟା କ’ଣ ଏକମାତ୍ର ରାସ୍ତା ଥିଲା ?

ବାଲାଜୀ ଟେଲି ଫିଲ୍ମସ ବ୍ୟାନର ଓ ପ୍ରଯୋଜିକା ଏକତା କପୁରଙ୍କ  ‘ପବିତ୍ର ରିସ୍ତା’ ମେଗା-ସିରିଆଲରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ  ବିହାରୀ ବାବୁ ସୁଶାନ୍ତ ସିଂ ରାଜପୁତ...ସିରିଏଲଟି ବେଶ ଦର୍ଶକଙ୍କ ମନକୁ ଛୁଇଁଥିଲା...ପାଟନାର ଏହି  ପ୍ରତିଭାବାନ ଯୁବକ ଟିଭି ପରଦାରୁ ବାହାରି  ବଲିଉଡ୍‌ର…

କୋଭିଡକୁ କିକ୍‌: ନ୍ୟୁଜିଲାଣ୍ଡରେ ରଗବୀ ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ଉପସ୍ଥିତ ହେଲେ ୪୩୦୦୦ ଦର୍ଶକ

ୱେଲିଂଟନ: କୋଭିଡ-୧୯ ମହାମାରୀରୁ ନ୍ୟୁଜିଲାଣ୍ଡ ମୁକ୍ତ ହୋଇଛି । ଏଥିପାଇଁ ଦେଶରେ କଟକଣାକୁ ଉଠାଇ ଦିଆଯାଇଛି । ଏହାର ପ୍ରଭାବ ରଗବୀ ମ୍ୟାଚରୁ ଜଣାପଡିଥିଲା । ଇଡେନ ପାର୍କରେ ଅକଲାଣ୍ଡ ବ୍ଲୁଜର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମରେ ୪୩୦୦୦ ଦର୍ଶକ ଉପସ୍ଥିତ ଥିଲେ । ଅନ୍ୟ ଅର୍ଥରେ କହିବାକୁ ଗଲେ…