ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିଚାଳନା: ପ୍ରାଣ ହରାଇଲେ ଜଣେ ସ୍ଥାନୀୟ ବାସିନ୍ଦା
ଶ୍ରୀନଗର: ଉତ୍ତର କାଶ୍ମୀରର ବାରାମୁଲ୍ଲା ଜିଲ୍ଲାର ବୋମାଇ ଅଞ୍ଚଳରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ଜଣେ ସାଧାରଣ ନାଗରିକ ।
ମୃତକ ଜଣକ ଇଶଫାକ ଅହମ୍ମଦ ନାଜର ବୋଲି ପୋଲିସ ସୂଚନା ଦେଇଛି। ନାଜର ଆତଙ୍କବାଦୀଙ୍କ ଗୁଳିରେ ଗୁରୁତର ଆହତ ହୋଇଥିଲେ ଏହାପରେ ତାଙ୍କୁ ନିକଟସ୍ଥ…