Latest Odisha News

BREAKING NEWS

Yearly Archives

2020

କିଆବୁଦା ମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁ

ଗଞ୍ଜାମ: ପୁଣି ଆଲୋଡା ହେଲା ନବଜାତ । ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ ନବଜାତ ଶିଶୁ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଛତ୍ରପୁର ସହରରେ । ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ବ୍ୟାଙ୍କ କଲୋନୀ ପଛସାହି ଆଇଟିଆଇ ନିକଟ ଏକ କିଆବୁଦା ମୂଳରୁ ଉଦ୍ଧାର ହୋଇଛି ଏକ…

କରୋନା ପ୍ରତିରୋଧରେ ଲୋକଙ୍କୁ ବାଟ କଢ଼ାଇବ ‘ସଚେତକ’ ଆପ୍

ଭୁବନେଶ୍ୱର: କୋଭିଡ-୧୯ ମୁକାବିଲା ଲାଗି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସଚେତକ ନାମକ ଏକ ମୋବାଇଲ ଆପ୍ଲିକେସନ ଲଞ୍ଚ କରାଯାଇଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ଆପ୍ଲିକେସନକୁ ଡେଭେଲପ କରାଯାଇଛି । ରାଜଧାନୀର ଅସୁସ୍ଥ ଏବଂ ବରିଷ୍ଠ ନାଗରିକଙ୍କ ଲାଗି ଏହି ଆପ୍ଲିକେସନ ବେଶ୍…

ପୂର୍ବରୁ ଥରେ ମଧ୍ୟ ଗଜପତି କରିନଥିଲେ ‘ଛେରାପହଁରା’; ଜାଣନ୍ତୁ କେବେ ଓ କାହିଁକି ?

ଭୁବନେଶ୍ୱର/ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କର ସ୍ନାନଯାତ୍ରା ପାରମ୍ପରିକ ରୀତିନୀତିରେ ପାଳିତ ହୋଇଛି । ଠାକୁରମାନଙ୍କ ଅଣସର ନୀତି ମଧ୍ୟ ଆରମ୍ଭ ହୋଇଯାଇଛି । ସ୍ନାନବେଦୀରେ ଶ୍ରୀଜୀଉମାନେ ସ୍ନାନ କରୁଥିବା ବେଳେ କିମ୍ବା ଗଜାନନ ବେଶ ବେଳେ ଯେପରି ସବୁଥର ‘ହରିବୋଲ’ ଓ ‘ଜୟ…

କରୋନା ମୁକାବିଲାରେ ମାତୃଭୂମି ପାଇଁ ୨.୫ କୋଟି ପ୍ରଦାନ କଲେ ସୁବ୍ରୋତ ବାଗଚି ଓ ତାଙ୍କ ପତ୍ନୀ

ଭୁବନେଶ୍ୱର: ମାଇଣ୍ଡ ଟ୍ରି ର ସହ ପ୍ରତିଷ୍ଠାତା ତଥା ଓଡ଼ିଶା ସ୍କିଲ ଡେଭେଲପମେଣ୍ଟ ଅଥରିଟିର ଅଧ୍ୟକ୍ଷ ସୁବ୍ରୋତ ବାଗଚି ଓ ତାଙ୍କ ସ୍ତ୍ରୀ ତଥା ମୋ ସ୍କୁଲ ଅଭିଯାନର ଅଧ୍ୟକ୍ଷା ସୁସ୍ମିତା ବାଗଚୀ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଅଢ଼େଇ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଲୋକସେବା ଭବନରେ…

ଟ୍ରେନ ଯୋଗେ ତାମିଲନାଡୁରୁ ଆସି ରାଉରକେଲାରେ ପହଞ୍ଚିଲେ ୬୮୧ ପ୍ରବାସୀ

ରାଉରକେଲା: ରାଉରକେଲା ରେଳ ଷ୍ଟେସନରେ ତାମିଲନାଡୁ ର ତିରୁପୁର ଷ୍ଟେସନରୁ ବାହାରିଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଏଥିରୁ ମୋଟ ୬୮୧ ଜଣ ଯାତ୍ରି ଆସି ରାଉରକେଲାରେ ଓଲ୍ହାଇଛନ୍ତି। ସମସ୍ତ ଯାତ୍ରୀଙ୍କୁ ବସ ଯୋଗେ ସେମାନଙ୍କ ନିଜ ନିଜ ଜିଲ୍ଲାକୁ ସୁନ୍ଦରଗଡ ଜିଲ୍ଲା ପ୍ରଶାସନ ଓ…

ଜିଓ ପ୍ଲାଟଫର୍ମସ୍‌ରେ ୯୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ ‘ମୁବାଦଲା’

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌) ଓ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ (ଜିଓ ପ୍ଲାଟଫର୍ମସ୍‌)ରେ ଆବୁଧାବି ସ୍ଥିତ ନିବେଶକ ସଂସ୍ଥା ମୁବାଦଲା ଇନଭେଷ୍ଟମେଂଟ୍ କଂପାନି (ମୁବାଦଲା) ୯,୦୯୩.୬୦ କୋଟି ଟଙ୍କା ପୁଞ୍ଜିନିବେଶ କରିବ । ଜିଓ…

ଓଡ଼ିଶାରେ ବନ୍ଦ ହେଲା ସାମୁଦ୍ରିକ ମାଛ ଉତ୍ପାଦନ !

ପାରାଦୀପ :ଓଡ଼ିଶାରେ ସାମୁଦ୍ରିକ ମାଛ ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ। ଏଭଳି ଘୋଷଣା କରିଛି ଅଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ। ଦୀର୍ଘ ବର୍ଷ ହେଲା ବିଭିନ୍ନ ଦାବିକୁ ସରକାର ଅଣଦେଖା କରିଚାଲିଛନ୍ତି। ଯେଉଁଥି ପାଇଁ ସଙ୍ଘ ଏପରି ଚରମ ନିସ୍ପତି ନେଇଥିବା ବେଳେ ପ୍ରଭାବିତ ହେବେ ୧୫ ଲକ୍ଷ…

ଆର୍‌ଆଇଏଲ୍‌ର ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇ ଶେଷ ହେଲା

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ସଫଳତାର ସହ ଭାରତର ସର୍ବବୃହତ ୫୩,୧୨୪.୨୦ କୋଟି ଟଙ୍କାର ରାଇଟ୍‌ସ୍ ଇସ୍ୟୁକୁ ସମ୍ପନ୍ନ କରିଛି । ଏହି ରାଇଟ୍‌ସ ଇସ୍ୟୁ ପ୍ରାୟ ୧.୫୯ ଗୁଣା ଅଧିକ ସବ୍‌ସ୍କ୍ରାଇବ୍ ହୋଇଛି, ଯାହା ୮୪,୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିବଦ୍ଧତା ସୂଚିତ…

ଜାଣନ୍ତୁ; ଦେବସ୍ନାନ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ଜନ୍ମଦିନ କାହିଁକି ପାଳିତ ହୋଇଥାଏ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଶ୍ରୀକ୍ଷେତ୍ରରେ ସ୍ୱୟଂ ଭଗବାନ ଦାରୁବ୍ରହ୍ମ ରୂପରେ ଲୀଳାବିତାନ କରୁଛନ୍ତି । ଜଗତର ନାଥ ଶ୍ରୀଜଗନ୍ନାଥ ବଡ଼ଭାଇ ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ସହିତ ରତ୍ନ ସିଂହାସନରେ ରହି…