Latest Odisha News

BREAKING NEWS

Yearly Archives

2020

ସଟଡାଉନରେ ଗଡିବନି ‘ମୋ ବସ୍’

ଭୁବନେଶ୍ୱର: ଓଡିଶା ସରକାରଙ୍କ ସାପ୍ତାହିକ ବନ୍ଦ ତଥା ସଟଡାଉନ ନିଷ୍ପତ୍ତି ଯୋଗୁଁ ଜୁନ୍ ମାସର ଶନିବାର ଏବଂ ରବିବାର ଦିନ ‘ମୋ ବସ୍’ ସେବା ଉପଲବ୍ଧ ହେବ ନାହିଁ। ଏନେଇ କ୍ରୁଟ୍ ପକ୍ଷରୁ ଶୁକ୍ରବାର ଦିନ ଟ୍ବିଟ ଜରିଆରେ ସୂଚନା ପ୍ରଦାନ କରାଯାଇଛି।…

ଜୁନ୍ ୧୫ ପର୍ଯ୍ୟନ୍ତ ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇଗନୋ ଛାତ୍ରଛାତ୍ରୀ

ଜୁନ ମାସରେ ହେବାକୁ ଥିବା ପରୀକ୍ଷା ଲାଗି  ଅନଲାଇନରେ ପ୍ରୋଜେକ୍ଟ ରିପୋର୍ଟ ପ୍ରଦାନ କରିପାରିବେ ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ, ଇଗନୋର ଛାତ୍ରଛାତ୍ରୀ  । ଛାତ୍ରଛାତ୍ରୀ ନିଜର ଆସାଇନମେଣ୍ଟ ବା ପ୍ରୋଜେକ୍ଟ ରିପୋର୍ଟ ଭଲଭାବେ ପ୍ରସ୍ତୁତ କରି ଜୁନ ୧୫ ଭିତରେ ପ୍ରଦାନ…

ହାତୀ ବେଶରେ ଶ୍ରୀଜଗନ୍ନାଥ; ଜାଣନ୍ତୁ, କାହିଁକି ଏହି ବେଶରେ ଦର୍ଶନ ଦିଅନ୍ତି ମହାପ୍ରଭୁ !

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ) ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ଏହି ଅବସରରେ ପାଳିତ ହେଉଛି ଚତୁର୍ଦ୍ଧା ମୂରତୀଙ୍କ ସ୍ନାନଯାତ୍ରା । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର,…

ରାଜ୍ୟରେ ସୁସ୍ଥ ହେଲେ ଆଉ ୧୨୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଶୁକ୍ରବାର ଦିନ ଆଉ ୧୨୩ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୧୬୦୪କୁ ଛୁଇଁଛି। ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁଯାୟୀ, ଗଞ୍ଜାମରେ ୩୫ ଜଣ, କଟକରେ ୨୨ ଜଣ, ନୁଆପଡା ଏବଂ ବଲାଙ୍ଗୀରରେ ୧୪ ଜଣ, ଖୋର୍ଦ୍ଧାରେ ୧୦…

ଲାଞ୍ଚୁଆ ଆଇସିଡିଏସ୍ ସୁପରଭାଇଜର: ୪୫୦୦ ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ

ମାଲକାନଗିରି: ମାଲକାନଗିରିର ସମନ୍ୱିତ ଶିଶୁ ବିକାଶ ଯୋଜନା ବା ଆଇସିଡିଏସର ସୁପରଭାଇଜର ଗୀତାଞ୍ଜଳି ସ୍ୱାଇଁଙ୍କୁ ଗିରଫ କରିଛି ଭିଜିଲାନ୍ସ  । ୪ ହଜାର ୫ ଶହ ଟଙ୍କାର ଲାଞ୍ଚ ନେବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି  । ଅଭିଯୋଗ ଅନୁସାରେ  ସ୍ଥାନୀୟ କନ୍ଦିକିଗୁଡ଼ା ଗାଁର ଅଙ୍ଗନଓ୍ୱାଡ଼ି କର୍ମୀ…

ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନବେଦୀରୁ ଅଣସର: ଜାଣନ୍ତୁ, କିପରି ପାଳିତ ହୁଏ ରୀତିନୀତି

(ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ ନିନା ବାରିକଙ୍କ ଭକ୍ତି ଅର୍ଘ୍ୟ ) ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପ୍ରଧାନ ଦ୍ୱାଦଶ ଯାତ୍ରା ମଧ୍ୟରେ ଅନ୍ୟତମ ହେଉଛି ସ୍ନାନ ଯାତ୍ରା । ଯାହା ଦେବସ୍ନାନ ପୂର୍ଣ୍ଣିମା ନାମରେ ଖ୍ୟାତ ଏବଂ ପରିଚିତ । ଜ୍ୟେଷ୍ଠ ପୂର୍ଣ୍ଣିମା ଭଲି ଏକ ଦୁର୍ଲଭ…

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମିତ ଶିଶୁଙ୍କୁ ପୂର୍ବତଟ ରେଳପଥ ଦେବ ଉପହାର

ନୂୂଆଦିଲ୍ଲୀ: ଭାରତୀୟ ରେଳବାଇ ଦ୍ୱାରା ଚଳାଚଳ କରୁଥିବା ଶ୍ରମିକ ସ୍ପେଶାଲ ଟ୍ରେନ ରେ ଶିଶୁ ଜନ୍ମ ହେବା ଖୁସି ଖବର ମିଳୁଛି I ଏହା ଭାରତୀୟ ରେଳବାଇ ପାଇଁ ଅତ୍ୟନ୍ତ ଶୁଭ ଖବର ବୋଲି କୁହାଯାଇଛିI ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ ରେ ତିନିଟି ନବଜାତ ଶିଶୁ ଜନ୍ମ…

ପ୍ରବାସୀଙ୍କୁ ନିଜ ଘରକୁ ପଠାଇବାକୁ ରାଜ୍ୟମାନଙ୍କୁ ୧୫ ଦିନର ମହଲତ ଦେଲେ ସୁପ୍ରିମକୋର୍ଟ

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରବାସୀଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବାର ବ୍ୟବସ୍ଥା କରିବାକୁ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମ କୋର୍ଟ  । ଦେଶର ସର୍ବୋଚ୍ଚ କୋର୍ଟରେ ଦାଖଲ ହୋଇଥିବା ଏକ ପିଆଇଏଲର ଶୁଣାଣି କରି ଆଜି ରାଜ୍ୟମାନଙ୍କୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି  । ଏହିଛଡ଼ା…

ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତି ପାଇଁ ସଙ୍କଟରେ ଆସ୍କା ଚିନି ଶିଳ୍ପ !

ଆସ୍କା: ଆସ୍କା ଚିନିକଳରରେ କାମ କରୁଥିବା କର୍ମଚାରୀଙ୍କୁ ସେମାନଙ୍କର ପ୍ରାପ୍ୟ ଠିକ୍ ଭାବେ ମିଳୁନାହିଁ  । ଆଖୁ ଚାଷୀଙ୍କୁ ମଧ୍ୟ ସଠିକ ସମୟରେ ମିଳୁନାହିଁ ସେମାନଙ୍କର ଦେୟ । ପରିଚାଳନାଗତ ତ୍ରୁଟି ଯୋଗୁଁ  ବିଭିନ୍ନ ପ୍ରକାରର ସଙ୍କଟ ଦେଇ ଗତି କରୁଛି ଏଠାକାର ଚିନି ଶିଳ୍ପ  । ଏଭଳି ଅଭିଯୋଗ…

ବିନା ଭକ୍ତରେ ହାତୀ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ପୁରୀ: ସ୍ନାନ ମଣ୍ଡପରେ ପ୍ରଥମ ଥର ଲାଗି ବିନା ଭକ୍ତରେ ଶ୍ରୀଜୀଉ ଦର୍ଶନ ଦେଇଛନ୍ତି । ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶ୍ରୀ ସୁଦର୍ଶନଙ୍କର ଏହି ପବିତ୍ର ଗଜାନନ ବେଶରେ ସଜ୍ଜିତ ହୋଇଛନ୍ତି । ଶ୍ରୀଜୀଉମାନଙ୍କ ଏହି ସୁନ୍ଦର ବେଶକୁ କୋଟି କୋଟି ଭକ୍ତମାନେ…