Latest Odisha News

BREAKING NEWS

Yearly Archives

2020

ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିବାହ ଉତ୍ସବ; ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ଜାଣନ୍ତୁ…

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳାର ପଟ୍ଟାନ୍ତର ନାହିଁ । ସାଧାରଣ ମଣିଷଟିଏ ପରି ସେଇ ପରମାତ୍ମା ଜଗତର ନାଥ ଦାରୁବ୍ରହ୍ମ ରୂପୀ ଶ୍ରୀଜଗନ୍ନାଥ ନିଜର ଲୀଳା ବିତାନ କରିଥାଆନ୍ତି । ଶ୍ରୀମନ୍ଦିରରେ ବାର ମାସରେ ତେର ପର୍ବ ମହାସମାରୋହରେ ପାଳିତ ହୋଇଥାଏ । ସ୍ନାନଯାତ୍ରାର ଅବ୍ୟବହିତ…

[ଦେଖନ୍ତୁ] ଯାତ୍ରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାଇ ରଖିବା ପାଇଁ ଅଟୋକୁ ୪ ଭାଗରେ ବିଭକ୍ତ କଲେ ଡ୍ରାଇଭର

ଭୁବନେଶ୍ୱର: ଇଂରାଜୀରେ ଏକ ଶବ୍ଦ ଅଛି "ନେସେସିଟି ଇଜ ଦ ମଦର ଅଫ ଅଲ ଇନଭେନସନ"। ଏହାର ଅର୍ଥ ଆବଶ୍ୟକତା ହିଁ ଆବିଷ୍କାରର ଜନନୀ । ସାରା ବିଶ୍ୱରେ ଏବେ କରୋନା ସଙ୍କଟ। ଏହି ମହାମାରୀରୁ ବର୍ତ୍ତିବା ପାଇଁ ସାମାଜିକ ଦୂରତା ପ୍ରମୁଖ ଭୂମିକା ବହନ କରୁଛି । କେହି କାହାକୁ ଛୁଇଁବାକୁବାକୁ…

ଏହି ବ୍ଲଡ଼ ଗ୍ରୁପ ପାଇଁ ଅଧିକ ମାରାତ୍ମକ ସାବ୍ୟସ୍ତ ହେଉଛି କରୋନା !

ଭୁବନେଶ୍ୱର: ସାରାଦେଶରେ କରୋନା ସଙ୍କଟ । ଧୀରେଧୀରେ କରି ଏହା ୨୦୦ ରୁ ଅଧିକ ଦେଶକୁ ନିଜ କବଳକୁ ନେଇ ସାରିଲାଣି।ଭାରତରେ ମଧ୍ୟ ଦୃତ ଗତିରେ ସଂକ୍ରମଣ ମାଡି ଚାଲିଛି । ତେବେ ଏହି ଘଡିସନ୍ଧି ମୁହୂର୍ତ୍ତରେ ଏହାକୁ ନେଇ ଏକ ଅନୁସନ୍ଧାନ ପ୍ରକାଶ ପାଇଛି। କେଉଁ ବ୍ଲଡ ଗ୍ରୁପର ଲୋକଙ୍କୁ  କରୋନା…

ଫ୍ରାନ୍ସ ବୈଜ୍ଞାନିକ ଟିମ୍ କହିଲେ ୟୁରୋପରେ ଆସିଥିଲା କରୋନାର ପ୍ରଥମ ଘଟଣା

ପ୍ୟାରିସ: ଫ୍ରାନ୍ସର ଏକ ବୈଜ୍ଞାନିକ ଟିମ୍ ଦୃଢ଼ତା ସହକାରେ କହିଛନ୍ତି ଯେ, ଚୀନର ଉହାନ ପୂର୍ବରୁ ୟୁରୋପରେ କରୋନାର ପ୍ରଥମ ଘଟଣା ଆସିଥିଲା । ସେତେବେଳେ ଡାକ୍ତରମାନେ ମଧ୍ୟ କରୋନା ନେଇ ଅବଗତ ନ ଥିଲେ ବୋଲି ସେମାନେ କହିଛନ୍ତି । କଲମରରେ ଥିବା ଶିବଜର ଡାକ୍ତରଖାନାର ଡାକ୍ତର ମାଇକେଲ ସ୍ମିଥ ଓ…

ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି ରାଜ୍ୟର ୨୨ଟି ଜିଲ୍ଲାର ୧୦ ହଜାରରୁ ଉର୍ଦ୍ଧ୍ବ ଦେହଜୀବୀ !

ଭୁବନେଶ୍ୱର: ଓଡ଼ିଶାର ୨୨ଟି ଜିଲ୍ଲାରେ ପାଖାପାଖି ୧୦,୨୧୦ ଜଣ ଦେହ ବ୍ୟବସାୟରେ ଲିପ୍ତ ଅଛନ୍ତି । ସେମାନଙ୍କ ମଧ୍ୟରୁ ବାଲେଶ୍ଵର ଜିଲ୍ଲାର ସର୍ବାଧିକ ୧୦୫୦ ଜଣ ଦେବୀଜୀବୀ ଥିବା ବେଳେ ଢେଙ୍କାନାଳରେ ସର୍ବନିମ ୧୫୦ ଜଣ ଦେହଜୀବୀ ରହିଥିବା ସୂଚନା।ସରକାରୀ ତଥ୍ୟରୁ ମିଳିଥିବା ସୂଚନା ଅନୁସାରର ଏହା…

ଦିଲ୍ଲୀରେ ଉପରାଜ୍ୟପାଳଙ୍କ ଅଫିସରେ ଫୁଟିଲା କରୋନା ବମ୍‌, ୧୩ କର୍ମଚାରୀ ପଜିଟିଭ

ଦିଲ୍ଲୀ: ଦିଲ୍ଲୀରେ କରୋନାରେ ନିୟନ୍ତ୍ରଣକୁ ଆସୁ ନାହିଁ । ମଙ୍ଗଳବାର ଉପରାଜ୍ୟପାଳ ଅନୀଲ ବୈଜଲଙ୍କ ଅଫିସରେ ୧୩ କର୍ମଚାରୀ ଏଥିରେ ଆକ୍ରାନ୍ତ ଥିବା ଜଣାପଡିଛି । ଅନ୍ୟ କର୍ମଚାରୀଙ୍କ ସ୍ୱାବ ଟେଷ୍ଟ ପାଇଁ ପଠାଯାଇଛି । ଉପ ରାଜ୍ୟପାଳ କରୋନା ନେଇ ଏକ ବୈଠକରେ ଆୟୋଜନ କରିଥିଲେ । ଏଠାରୁ କରୋନା…

ନୂଆ ଫିଚର ସହ ଆସୁଛି ହ୍ଵାଟସଆପ; ଏକାସାଙ୍ଗରେ ୫୦ ଜଣଙ୍କୁ କରିପାରିବେ ଭିଡ଼ିଓ କଲ!

ଭୁବନେଶ୍ୱର: ଗ୍ରାହକଙ୍କୁ ନିଜ ସହ ବାନ୍ଧି ରଖିବାକୁ କ୍ରମାଗତ ନୂଆ ନୂଆ ଫିଚର୍ସ୍ ନେଇ ଆସୁଛି ହ୍ଵାଟ୍ସଆପ ଆପ। ନିକଟରେ ଏହି ମେସେଞ୍ଜର ଆପ ଏକ ନୂଆ ରୁମ୍ସ ଫିଚର ଆରମ୍ଭ କରୁଛି । ଏଥିରେ ୟୁଜର୍ସ ଏକା ସାଙ୍ଗରେ ଗୋଟିଏ ଭିଡିଓ କଲରେ ୫୦ ଲୋକଙ୍କ ସହିତ ଯୋଡି ହୋଇପାରିବେ । ହ୍ୱାଟ୍ସଆପର…

୮ଟି ଜିଲ୍ଲାରେ ବର୍ଷା ସହ ହେବ ଝଡତୋଫାନ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୮ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ମଙ୍ଗଳବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ ଗଞ୍ଜାମ, କନ୍ଧମାଳ, ନୂଆପଡା, ବରଗଡ, ସୋନପୁର,…

ପରିବାରର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାର ବିଟିଏମ୍ ଥାନା ଅନ୍ତର୍ଗତ ଲହଣ୍ଡାବୁଡାରେ ସୋମବାର ରାତିରେ ଫିନାଇଲ୍ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ପରିବାରର ୫ ଜଣ ସଦସ୍ୟଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଡୋଶୀଙ୍କ ସହାୟତାରେ ପୋଲିସ ଜଣେ ମହିଳା, ତାଙ୍କ ପୁଅ ଏବଂ ତିନି…

କ୍ରିକେଟରେ ମଧ୍ୟ ବର୍ଣ୍ଣ ବୈଷ୍ୟମତା ରହିଛି : କ୍ରିସ ଗେଲ୍‌

ନ୍ୟୁୟର୍କ: ଆମେରିକାର କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲାଏଡଙ୍କ ମୃତ୍ୟୁ ନେଇ ଆମେରିକାରେ ଜୋରଦାର ବିକ୍ଷୋଭ ଜାରି ରହିଛି । ବିଭିନ୍ନ ଦେଶର ସେଲିବ୍ରେଟି ମଧ୍ୟ ଏ ନେଇ ସେମାନଙ୍କ ମତ ମଧ୍ୟ ରଖିଛନ୍ତି । ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର କ୍ରିସ ଗେଲ୍ ମଙ୍ଗଳବାର ମୁହଁ ଖୋଲିଛନ୍ତି । କ୍ରିକେଟରେ…