Latest Odisha News

BREAKING NEWS

Yearly Archives

2020

୭ଟି ରାଜ୍ୟର ଖାଲି ପଡିଥିବା ୧୮ ରାଜ୍ୟସଭା ସିଟ ପାଇଁ ଜୁନ ୧୯ରେ ନିର୍ବାଚନ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ୭ଟି ରାଜ୍ୟର ଖାଲି ପଡିଥିବା ରାଜ୍ୟସଭା ସିଟ ପାଇଁ ହେବାକୁ ଥିବା ନିର୍ବାଚନକୁ ଘୁଂଚାଇ ଦିଆଯାଇଥିଲା । ସୋମବାର ଭାରତୀୟ ନିର୍ବାଚନ କମିଶନ ଏହି ୧୮ ରାଜ୍ୟସଭା ଆସନ ଜୁନ ୧୯ରେ ହେବ ବୋଲି ଘୋଷଣା କରିଛନ୍ତି । ଆନ୍ଧ୍ରପ୍ରଦେଶ(୪), ଗୁଜରାଟ(୪), ଝାଡଖଣ୍ଡ (୨),…

ନାଇଟ୍ କର୍ଫ୍ୟୁ ସମୟରେ ସାମାନ୍ୟ ପରିବର୍ତ୍ତନ, ଜାଣନ୍ତୁ କ’ଣ ଖୋଲା ରହିବ

ଭୁବନେଶ୍ୱର: ରାଜ୍ୟ ସରକାର କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଅବଧିକୁ ଜୁନ୍ ୩୦ ତାରିଖ ଯାଏଁ ବୃଦ୍ଧି କରିଛନ୍ତି । ଏଥିସହ ରାତ୍ରୀକାଳୀନ କର୍ଫ୍ୟୁକୁ ରାଜ୍ୟରେ ବଳବତ୍ତର ରଖାଯାଇଛି । ସନ୍ଧ୍ୟା ୭ଟା ପରେ ଘରୁ କେହି ବାହାରକୁ ବାହାରିବେ ନାହିଁ । ଏହି କଟକଣା ସକାଳ ୫ଟା ଯାଏଁ ବଳବତ୍ତର ରହିବ ।…

ମହମ୍ମଦ ସାମୀଙ୍କ ସହ ଅନ୍ତରଙ୍ଗ ମୂହର୍ତର ଫଟୋ ଛାଡିଲେ ପତ୍ନୀ ହସୀନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପେସ୍ ବୋଲର ମହମ୍ମଦ ସାମୀ ଓ ତାଙ୍କ ପତ୍ନୀ ହସୀନ ଜାହାଁଙ୍କ ମଧ୍ୟରେ ବିବାଦ କମିବାର ନାମ ନେଉ ନାହିଁ । ସୋସିଆଲ ସାଇଟରେ ସାମୀଙ୍କ ସହ ଏକ ଅନ୍ତରଙ୍ଗ ମୂହର୍ତର ଫଟୋ ହସୀନ ଛାଡିଛନ୍ତି । ଯାହାକି ଭାଇରାଲ ହେବାରେ ଲାଗିଛି । ୟୁଜର୍ସମାନେ ଏହି ଫଟୋ ନେଇ…

ୱାନ୍ ନେସନ, ୱାନ୍ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା

ନୂଆଦିଲ୍ଲୀ: ୱାନ୍ ନେସନ୍‌, ୱାନ ରାସନ କାର୍ଡ ଯୋଜନାରେ ସାମିଲ ହେଲା ଓଡ଼ିଶା । ଏଥିସହ ଆଉ ଦୁଇ ରାଜ୍ୟ ସିକିମ ଓ ମିଜୋରାମ ମଧ୍ୟ ଏହି ଯୋଜନାରେ ଆଜିଠାରୁ ସାମିଲ ହୋଇଛନ୍ତି । ଏନେଇ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାସୱାନ ସୂଚନା ଦେଇଛନ୍ତି । ଜାତୀୟ ଖାଦ୍ୟ ନିରାପତ୍ତା ଆଇନ ଅଧୀନରେ ଗୋଟିଏ…

ସାଇକେଲ ଚଳାଇ ପୁଣେରୁ ଓଡ଼ିଶା ଆସିଲେ ୩ ପ୍ରବାସୀ ଓଡ଼ିଆ

ନବରଙ୍ଗପୁର: ପୁଣେରେ କାର୍ଯ୍ୟରତ ତିନିଜଣ ପ୍ରବାସୀ ଓଡିଆ ପ୍ରାୟ ୧୩୦୦ କିମି. ସାଇକେଲ ଚଳାଇ ରବିବାର ଦିନ ନିଜ ଗ୍ରାମ ନବରଙ୍ଗପୁର ଜିଲ୍ଲାରେ ପହଞ୍ଚିଛନ୍ତି। ଏହି ତିନି ଜଣ ବ୍ୟକ୍ତି ଗତ ବର୍ଷ ଜୁନ୍ ୯ରେ ମହାରାଷ୍ଟ୍ରର ପୁଣେରେ ଥିବା ଏକ ଅଟୋମୋବାଇଲ୍ କମ୍ପାନୀରେ କାମ କରିବାକୁ ଯାଇଥିଲେ।…

ବଜ୍ରାଘାତରେ ଗଞ୍ଜାମରେ ୨ ମୃତ, ଜଣେ ଆହତ

ଗଞ୍ଜାମ: ଦିନକୁ ଦିନ ରାଜ୍ୟରେ ବଢ଼ିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟା  । ଆଜି ଗଞ୍ଜାମ ବୁଗୁଡ଼ା ଥାନାର ଡେଙ୍ଗାବାଡ଼ିରେ ବଜ୍ରାଘାତ ନେଇଛି ଦୁଇଟି ଜୀବନ  । ଆଉ ଜଣେ ମଧ୍ୟ ଆହତ ହୋଇଛନ୍ତି  । ମୃତକ ଦୁଇଜଣ ୩୨ ବର୍ଷୀୟ ସନ୍ତୋଷ ଗୌଡ଼ ଓ ୨୬ ବର୍ଷୀୟ ନୀଳାଞ୍ଚଳ ଆଲଟିଆ। ସେହିଭଳି ୩୦ ବର୍ଷୀୟ…

ପାରା ମିଲିଟାରୀ କ୍ୟାଟିଂନ ତାଲିକାରୁ ବାଦ୍ ପଡିଲା ୧୦୦୦ରୁ ଅଧିକ ବିଦେଶୀ ଉତ୍ପାଦ

ନୂଆଦିଲ୍ଲୀ: ଭାରତର ପାରାମିଲିଟାରୀ କ୍ୟାଟିଂନରେ ଆଉ ବିଦେଶୀ ସାମଗ୍ରୀ ବିକ୍ରି ହେବ ନାହିଁ । ରିପୋର୍ଟ ମୁତାବକ ୧୦୦୦ରୁ ଊର୍ଦ୍ଧ୍ୱ ବିଦେଶୀ ଉତ୍ପାଦ କ୍ୟାଟିଂନ ତାଲିକାରୁ ହଟାଇ ଦିଆଯାଇଛି । ଜୁନ ୧ରୁ ଏହି ନିୟମ ଲାଗୁ ହେବ । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ନିର୍ଦ୍ଦେଶ ପରେ ବିଦେଶୀ ସାମଗ୍ରୀକୁ…

ଚୋର ଫେରାଇଦେଲା ଚୋରି କରିଥିବା ବାଇକ୍‌

ଚେନ୍ନାଇ: ଚୋରି ହୋଇଥିବା ଜିନିଷ ଫେରି ଆସିଛି । ଚୋର ଫେରାଇ ଦେଇଛି ଚୋରି କରିଥିବା ଜିନିଷ । ପାର୍ସଲରେ ଆସିଛି ଚୋରି ହୋଇଯାଇଥିବା ବାଇକ୍ । ଏହି ପାର୍ସଲକୁ ଖୋଦ୍ ଚୋରି କରିଥିବା ସ୍ୱାଭିମାନୀ ଚୋର ପଠାଇଛି । ଗାଡି ମାଲିକଙ୍କୁ ମିଳିଛି ତାଙ୍କ ଚୋରା ଗାଡି । ଏଭଳି ଘଟଣା ଘଟିଛି ତାମିଲନାଡୁର…

ତାମିଲନାଡୁ ତିରପୁରରୁ ପ୍ରବାସୀ ଟ୍ରେନ୍‌ରେ ଆସିଲେ ୬୯୯ ଯାତ୍ରୀ

ରାଉରକେଲା: ତାମିଲନାଡୁ ର ତିରପୁର ଷ୍ଟେସନରୁ କୋଭିଡ଼ -୧୯ ଲକଡାଉନ ଯୋଗୁ ଫସିରହିଥିବା ପ୍ରବାସୀଙ୍କୁ ନେଇ ବାହାରିଥିବା ଟ୍ରେନ ଆଜି ସକାଳେ ରାଉରକେଲା ଷ୍ଟେସନରେ ପହଂଚିଛି। ମୋଟ ୬୯୯ ଜଣ ଯାତ୍ରିଙ୍କୁ ନେଇ ଟ୍ରେନ ରାଉରକେଲାରେ ପହଂଚିବା ପରେ ସମସ୍ତ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ଯାଞ୍ଚ…

ଆର୍ମେନିଆ ପ୍ରଧାନମନ୍ତ୍ରୀଙ୍କୁ କରୋନା, ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଆକ୍ରାନ୍ତ

ୟେରେଭାନ୍‌: ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲ ପାସିନିଆନ କରୋନା ସଂକ୍ରମିତ ଥିବା ସୋମବାର ଜଣାପଡିଛି । ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଛନ୍ତି । କରୋନାର କୌଣସି ଲକ୍ଷଣ ନ ଥିବା ସତ୍ୱେ ନିକୋଲଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ନିକଟରେ ଏକ ବୈଠକରେ ଜଣେ…