Latest Odisha News

BREAKING NEWS

Yearly Archives

2020

ବିନା ବାଣ-ରୋଷଣୀରେ ପଡିଲା ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି

ଭୁବନେଶ୍ୱର: ଶେଷ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ । ବୁଧବାର ମଧ୍ୟରାତ୍ରୀରେ ରୀତିନୀତି ସହ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି। ଲକ୍‌ଡାଉନ୍‌ ନିୟମ ପାଳନ ସହ ବିଧି ରକ୍ଷା ପାଇଁ ହୋଇଛି ନୀତି ସମ୍ପନ୍ନ । ମଙ୍ଗଳବାର ସଂଧ୍ୟାରେ ମହାଦେବ ବରବେଶରେ ସଜ୍ଜିତ ହୋଇ…

ଓଡ଼ିଶାରେ ଚିହ୍ନଟ ୬୭ କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର, ଜାଣନ୍ତୁ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୭ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ଗୁରୁବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରୁ ୬୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି।…

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ: ସତ୍କାର ପାଇଁ ଆସିଲେ ନାହିଁ ସାହିପଡିଶା

ବାରିପଦା: କ୍ୱାରେଣ୍ଟାଇନରେ ପ୍ରାଣ ହରାଇଲେ ପୁଣି ଜଣେ ପ୍ରବାସୀ । ମୟୂରଭଞ୍ଜ ଜିଲ୍ଳା ବେତନଟୀ ଥାନା ଭାଲୁବସା ତାରାଶୋଳ ଅଂଚଳରେ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ଗୁଜୁରାଟ ଫେରନ୍ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମୃତ ପ୍ରବସୀଙ୍କ ନାମ ପରେସ ଚନ୍ଦ୍ର…

ଭୁବନେଶ୍ୱରରେ ପହଞ୍ଚିଲା ୧୨୨ ଯାତ୍ରୀଙ୍କୁ ଧରି ଆବୁଧାବିରୁ ଆସୁଥିବା ବିମାନ

ଭୁବନେଶ୍ୱର: ଆବୁଧାବିରୁ ୧୨୨ ଜଣ ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ସ୍ୱତନ୍ତ୍ର ବିମାନ ବୁଧବାର ବିଳମ୍ବିତ ରାତିରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଏ)ରେ ଅବତରଣ କରିଛି। ପ୍ରାପ୍ତ ସୂଚନାନୁଯାୟୀ, ସମସ୍ତ ସିଷ୍ଟମ, ସର୍ଫେସ୍ ଏବଂ ଆବଶ୍ୟକୀୟ ସାମାଜିକ…

ବୋରୱେଲ୍ ଭିତରେ ଖସିପଡି ୩ ବର୍ଷ ଶିଶୁର ମୃତ୍ୟୁ

ହାଇଦ୍ରାବାଦ: ତେଲେଙ୍ଗାନାର ମେଡକ ଜିଲ୍ଲାରେ ଥିବା ଏକ ଖୋଲା ବୋରୱେଲ୍ ଭିତରକୁ ଖସିପଡିଥିବା ଜଣେ ୩ ବର୍ଷୀୟ ଶିଶୁ ପୁତ୍ରର ଗୁରୁବାର ସକାଳେ ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନାନୁଯାୟୀ ସ୍ଥାନୀୟ ପାପନ୍ନାପେଟ୍ ମଣ୍ଡଳ ଅର୍ନ୍ତଗତ ଏକ ଚାଷ ଜମିରେ ଥିବା ପ୍ରାୟ ୧୨୦ ଫୁଟ୍ ଖୋଲା ବୋରୱେଲ୍ ଭିତରେ…

ଆଉ ୬୭ ନୂଆ କରୋନା ପଜିଟିଭଙ୍କ ସହ ରାଜ୍ୟରେ ୧୬୦୦ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୭ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ମନ୍ଦିରରେ ପୂଜକଙ୍କ ନରବଳୀ !

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। କରୋନା ରୋଗ ଭଲ ହେବା ନେଇ ମନ୍ଦିର ଭିତରେ ନରବଳୀ ଦେଲେ ପୂଜକ । ମିଳିଥିବା ସୂଚନା ଅନୁସାରେ, ନରସିଂହପୁରର ବନ୍ଧହୁଡା ମା ବ୍ରାହ୍ମଣି ଦେଇ ମନ୍ଦିରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ବିଶ୍ବରୁ କରୋନା ରୋଗ…

ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେଲା କ୍ଷୁଦ୍ର ଚଳଚ୍ଚିତ୍ର ‘ମର୍ତ୍ତ୍ୟପୁରରେ ଯମରାଜ’

ବ୍ରହ୍ମପୁର : କରୋନା ନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଗଂଜାମ କଳାକାରଙ୍କ ଦ୍ୱାରା ପ୍ରସ୍ତୁତ କ୍ଷୁଦ୍ର ଚଳଚ୍ଚିତ୍ର ‘ମର୍ତ୍ତ୍ୟପୁରରେ ଯମରାଜ’ ସିଆଇଏଫ୍‌ଏଫ୍ ଦ୍ୱାରା ଚଳିତ ବର୍ଷ କୋଭିଡ୧୯ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଛି । ଏହି ଅନଲାଇନ ଫିଲ୍ମ…

ବରଗଡରେ ଚିହ୍ନଟ ୨ୟ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ବରଗଡ: ବରଗଡରେ ଗୁରୁବାର ଦିନ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । କରୋନା ପଜିଟିଭ ଚିହ୍ନଟ ଏହି ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ବୋଲି ଜଣାପଡିଛି। ତାଙ୍କ ବୟସ ୪୦…

ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡ଼ିଲା ବସ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଘରୋଇ ବସ୍ ସେବା । ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡ଼ିଛି ବସ୍ । ଭୁବନେଶ୍ୱର ବରମୁଣ୍ଡା ଷ୍ଟେସନରୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଗଡ଼ିଛି ପ୍ରଥମ ବସ୍। ୧୫ ଜଣ ଯାତ୍ରୀଙ୍କୁ ନେଇ ଏହି ବସ୍ ଯାତ୍ରା କରିଥିବା ସୂଚନା । ସରକାରଙ୍କ ନିର୍ଦ୍ଦେଶ…