Latest Odisha News

BREAKING NEWS

Yearly Archives

2020

ଅଣାୟତ୍ତ କରୋନା: ଦେଶରେ ସାଢ଼େ ୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଆମେରିକାରେ ସ୍ଥିତି ଅସମ୍ଭାଳ: ୧ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ସାରା ବିଶ୍ୱରେ କରୋନା ସଙ୍କଟ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା । ଏହାର ପ୍ରଭାବରେ ଆମେରିକାରେ ୧ ଲକ୍ଷ ଟପିଲାଣି ମୃତ୍ୟୁ ସଂଖ୍ୟା। ଯାହା ବିଶ୍ୱରେ ସର୍ବାଧିକ । ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨.୫ ଲକ୍ଷରୁ…

ଦୁଇ ବର୍ଷ ବଢିଲା ଆଇଏଏସ୍ ଉଷା ପାଢୀଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି

ଭୁବନେଶ୍ୱର : ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଓଡିଶା କ୍ୟାଡର ଆଇଏଏସ୍ ଅଧିକାରୀ ଉଷା ପାଢୀଙ୍କ କେନ୍ଦ୍ରୀୟ ଡେପୁଟେସନ ଅବଧି ଆଉ ଦୁଇ ବର୍ଷ ବୃଦ୍ଧି କରାଯାଇଛି । କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ…

ଗଞ୍ଜାମରେ ଦୁଇ କାର୍ଯ୍ୟରତ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ଓଡିଶା ପୋଲିସ୍‌ର ଜଣେ ଜବାନ କୋଭିଡ୍‌୧୯ରୁ ସୁସ୍ଥ ହୋଇ ଫେରିଥିବା ବେଳେ ବୁଧବାର ଗଞ୍ଜାମ ଜିଲାର ପୋଲସରା ଥାନାର ଦୁଇଜଣ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏସମ୍ପର୍କରେ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ଟୁଇଟର୍‌ରେ ସୂଚନା ଦିଆଯାଇଛି । ସେମାନଙ୍କୁ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୮-୦୫-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ ତା ୨୮ ରିଖ  ଗୁରୁବାର  ବୃଷ ୧୫ ଦିନ ଜ୍ଯେଷ୍ଠ ମାସ ଶୁକ୍ଳ ପକ୍ଷ ଷଷ୍ଠୀ  ତିଥି ପୂଷ୍ଯା ନକ୍ଷତ୍ର ସକାଳ ୭ଟା ୨୯ ପର୍ଯ୍ୟନ୍ତ ଭୋଗ ହେବ  ଏହା ପରେ  ଅଶ୍ଳେଷା ନକ୍ଷତ୍ର କର୍କଟ ଚନ୍ଦ୍ର ଭୋଗ ହେବ ଘାତ…

ଆଜିଠୁଁ ବସ୍ ସେବା ଆରମ୍ଭ; ଦେଖନ୍ତୁ, ବରମୁଣ୍ଡା ବସଷ୍ଟାଣ୍ଡରୁ ସମସ୍ତ ଜିଲ୍ଲାକୁ ରେଟ୍ ଚାର୍ଟ୍‌

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବସ୍ ସେବା ଆରମ୍ଭ । ଓଡ଼ିଶା ସରକାରଙ୍କ ରାଜ୍ୟ ପରିବହନ କର୍ତ୍ତୃପକ୍ଷ ବସ୍ ଭଡ଼ାକୁ ନେଇ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରକାଶ କରିଛନ୍ତି । ଗୁରୁବାର ଠାରୁ ରାଜ୍ୟରେ ବସ୍ ସେବା ପୁଣି ଥରେ ଆରମ୍ଭ ହୋଇଥିବା ବେଳେ ସମସ୍ତ ଯାତ୍ରୀ ବସ ମଧ୍ୟରେ ସାମାଜିକ ଦୂରତା ରକ୍ଷା…

ଜୁଲାଇରେ ସ୍କୁଲ ଖୋଲିବାକୁ ଯୋଜନା ରଖିଛନ୍ତି ଦିଲ୍ଲୀ ସରକାର

ନୂଆଦିଲ୍ଲୀ:  ଆସନ୍ତା ଜୁଲାଇ ମାସ ରେ ସ୍କୁଲ ଖୋଲିବା ନିମନ୍ତେ ଯୋଜନା ପ୍ରସ୍ତୁତି କରୁଛନ୍ତି ଦିଲ୍ଲୀ ସରକାର । ଆସନ୍ତା ଜୁନ ୫ ତାରିଖ ସୁଦ୍ଧା, ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ଅଧିସୂଚନା ଅନୁସାରେ, ଏକ ଢାଞ୍ଚା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ନିୟମିତ ତଥା…

ଶ୍ରୀକ୍ଷେତ୍ରରେ ଶିବ ବିବାହ ଶୀତଳ ଷଷ୍ଠୀ

ପୁରୀ: ଶିବ ବିବାହ ଶୀତଳ ଷଷ୍ଠୀ ଓଡ଼ିଶାର ପ୍ରମୁଖ ଗଣ ପର୍ବ। ଯଦିଓ ସମ୍ବଲପୁରରେ ଶୀତଳ ଷଷ୍ଠୀ ପ୍ରସିଦ୍ଧ, କିନ୍ତୁ ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ ସ୍ଵତନ୍ତ୍ର ତଥା ଅନନ୍ୟ । ଶ୍ରୀକ୍ଷେତ୍ରର ଶୀତଳ ଷଷ୍ଠୀ କୁ ମୁଖ୍ୟତଃ ତିନୋଟି ପର୍ଯ୍ୟାୟରେ ବିଭକ୍ତ କରାଯାଇଛି । ୧ - କନ୍ୟା ଚୋରି ନୀତି, ୨ -…

ସୋନପୁର ଜିଲ୍ଲାରେ ଚିହ୍ନଟ ହେଲେ ୪ ନୂଆ କରୋନା ପଜିଟିଭ୍‌

ସୋନପୁର: ସୋନପୁର ଜିଲ୍ଲାରେ ପୁଣି ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାଫଳରେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୭କୁ ବୃଦ୍ଧି ପାଇଛି । ଅଧିକ ପଢନ୍ତୁ - ସାବଧାନ, କରୋନା ଯାଇନି, ସତର୍କ ରୁହନ୍ତୁ: ପୋଲିସ କମିଶନର ସୋନପୁର ଜିଲ୍ଲାପାଳ ମନିଷା ବାନାର୍ଜୀ ଟ୍ୱିଟ୍ ମାଧ୍ୟରେ ସୂଚନା…

ବୃଦ୍ଧି ପାଇଲା IGNOUର ଜୁନ ଶେଷ ପରୀକ୍ଷା ଆବେଦନର ଅବଧି

ନୂଆଦିଲ୍ଲୀ: ଦେଶବ୍ୟାପୀ କରୋନା ଜନିତ ଲକ୍‌ଡାଉନ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ ୨୦୨୦ ଶେଷ ପରୀକ୍ଷା ଆବେଦନର ଶେଷ ତାରିଖ  ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି । ଆବେଦନରର ସମସ୍ତ ଅନୁଦେଶ ତଥା ଗାଇଡଲାଇନ ସମ୍ବନ୍ଧୀୟ ସୂଚନା ଛାତ୍ରମାନେ ଏହି  exam.ignou.ac.in  ଲିଙ୍କରୁ…