Latest Odisha News

BREAKING NEWS

Yearly Archives

2020

ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ; ଚୂଡ଼ାନ୍ତ ପର୍ଯ୍ୟାୟରେ ରୂପକାର ସେବକଙ୍କ ଖୋଦେଇ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିର୍ମାଣ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଗତକାଲି ପାସଦଣ୍ଡା ଦେହରେ କୁଡୁକା ଲାଗିହୋଇ  ମୁଁ ହାଟ ଲାଗିଛି ।  ମୁଁ ହାଟ ଉପରେ ଲାଗିଛି ଗୁଜ ଏବଂ ବକଯନ୍ତ୍ର (ପାଶ୍ୱର୍ ଦେବତାଙ୍କ ଆସ୍ଥାନ) ଲାଗିଛି, ସେଥିରେ ନିରାଡ଼ ଖଞ୍ଜା ବାକି…

ଜୁନ୍ ୧ରୁ ଓଡିଶାରେ ସ୍ୱାଭାବିକ ହେବ ବସ୍ ସେବା: ମନ୍ତ୍ରୀ

ଭୁବନେଶ୍ୱର: ଜୁନ୍ ୧ ସୁଦ୍ଧା ଓଡ଼ିଶାରେ ବସ୍ ସେବା ସ୍ୱାଭାବିକ ହେବ ବୋଲି ଗୁରୁବାର ଦିନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ପ୍ରାୟ ଅଢେଇ ମାସର ବ୍ୟବଧାନ ପରେ ଘରୋଇ ବସ୍ ମାଲିକମାନେ ବସ୍ ଚଳାଚଳ ଆରମ୍ଭ କରିଥିବାରୁ ଗୁରୁବାର ଦିନ ରାଜ୍ୟର ପ୍ରମୁଖ ବସ୍…

ପୁଲୱାମା-୨ ପାଇଁ ଆତଙ୍କବାଦୀ ଷଡଯନ୍ତ୍ର ରଚିଥିଲା

ପୁଲୱାମା:ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଲୱାମା ପରି ବଡ ଧରଣର ବିସ୍ଫୋରଣ ଘଟାଇବା ଲକ୍ଷ୍ୟରେ ଥିଲେ ମଧ୍ୟ ବିଫଳ ହୋଇଛନ୍ତି । ଆସନ୍ତୁ ଜାଣିବା ଏହି ଘଟଣାକ୍ରମ ସମ୍ପର୍କରେ । ୧. ଜୈଶ ଏ ମହମ୍ମଦ ଏହି ଷଡଯନ୍ତ୍ର ପଛରେ ରହିଥିଲା । ୨. କାରର ନକଲି ନମ୍ବର ପ୍ଲେଟ କରାଯାଇଥିଲା । ଏହା…

ଏମିତି ଏକ ସ୍ଥାନ: କେବଳ କରୋନା ପାଇଁ ନୁହେଁ ବରଂ ବର୍ଷ ତମାମ ପନ୍ଧିବାକୁ ପଡେ ମାସ୍କ, କାହିଁକି ଜାଣନ୍ତୁ

ଟୋକିଓ: ବିଶ୍ୱରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଧିରେ ଧୀରେ ଏହା ବିଶ୍ୱର ଅଧିକାଂଶ ଦେଶକୁ ନିଜ କବଳକୁ ଆଣି ସାରିଲାଣି । ଭାରତରେ ମଧ୍ୟ ଏହା ନିଜର କାୟା ବିସ୍ତାର କରିଲାଣି। ଏହି ମାରାତ୍ମକ ରୋଗର କୌଣସି ପ୍ରତିଷେଧକ ଏଯାଏଁ ବାହାରି ନଥିବା ବେଳେ ଏଥିରୁ ନିସ୍ତାର ପାଇବା ପାଇଁ…

ଅକ୍ଷୟ କୁମାରଙ୍କ ଉଦାରତା: ୧୫୦୦ ଷ୍ଟ୍ରଗଲିଙ୍ଗ ଆର୍ଟିଷ୍ଟଙ୍କ ପାଇଁ ଦାନ କଲେ ୪୫ ଲକ୍ଷ ଟଙ୍କା

ମୁମ୍ବାଇ: ବଲିଉଡ ଅଭିନେତା ଅକ୍ଷୟ କୁମାର ପୁଣିଥରେ ନିଜର ଉଦାରତା ଦେଖାଇଛନ୍ତି । ସାରାଦେଶ ଯେତେବେଳେ କରୋନା କଷ୍ଟ ଦେଇ ଗତି କରୁଛି ସେତେବେଳେ କିଛି ସିନେ ତାରକା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ନିଜର ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। କିଛି ଦିନ ତଳେ ପିଏମ କେୟାର ପାଣ୍ଠିକୁ ଅକ୍ଷୟ କୁମାର…

କରୋନା ସାଜିଲା ବରଦାନ: ସଙ୍ଗରୋଧ କେନ୍ଦ୍ରରେ ବିବାହ କଲେ ପ୍ରେମୀ ଯୁଗଳ

ନିମାପଡ଼ା: ଗୋଟିଏ ପଟେ ଯେଉଁଠି କରୋନା ପାଇଁ ସାରା ବିଶ୍ବରେ ଅଶାନ୍ତି, ସେହି ସମୟରେ ଏହା ଶାନ୍ତି ଆଣି ଦେଇଛି ଯୋଡ଼େ ଦମ୍ପତ୍ତିଙ୍କୁ। ସମଗ୍ର ବିଶ୍ୱକୁ କରୋନା ହନ୍ତସନ୍ତ କରୁଥିବା ବେଳେ ଓଡିଶାର ଏହି ଯୁବ ଦମ୍ପତ୍ତିଙ୍କୁ ଏହା ଦେଇଛି ନୂଆ ଜୀବନ । ମିଳିଥିବା ସୂଚନା ଅନୁସାରେ, ଏହି ଦମ୍ପତି…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଉଦ୍ୟମ ବିଫଳ

ପୁଲୱାମା: ଭାରତୀୟ ସୁରକ୍ଷାକର୍ମୀଙ୍କ ସତର୍କତା ଓ ଗୋଇନ୍ଦା ବିଭାଗର ଆଲର୍ଟ ଯୋଗୁ ଜମ୍ମୁ-କଶ୍ମୀରର ପୁଲୱାମାରେ ଏକ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଷଡଯନ୍ତ୍ରକୁ ବିଫଳ କରି ଦିଆଯାଇଛି । ବିସ୍ଫୋରଣ ଘଟାଇବା ପାଇଁ ଆତଙ୍କବାଦୀମାନେ ୨୦କେଜିର ଆଇଡି ଗୋଟିଏ କାରରେ ରଖିଥିଲେ । ସୁରକ୍ଷାକର୍ମୀ ଗାଡିକୁ…

ବଜ୍ରପାତ ସହ ବର୍ଷା ଆଶଙ୍କା; ୬ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୬ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ଗୁରୁବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ କେନ୍ଦୁଝର, ଭଦ୍ରକ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ ଓ…

ନାବାର୍ଡର ଅଧ୍ୟକ୍ଷ ଭାବରେ ଜି. ଆର.ଚିଣ୍ଟାଲାଙ୍କ ଦାୟିତ୍ଵ ଗ୍ରହଣ

ନୂଆଦିଲ୍ଲୀ: ଭାରତ ସରକାରଙ୍କ ଦ୍ଵାରା ନିଯୁକ୍ତ ହୋଇ ଜି.ଆର.ଚିଣ୍ଟାଲା ଗତ ମେ ୨୭ ତାରିଖରୁ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଭାବରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହାପୂର୍ବରୁ ସେ ବେଙ୍ଗାଲୁରୁ ଠାରେ ନାବାର୍ଡର ଏକ ଅଧୀନସ୍ଥ ସଂସ୍ଥା,…

ଗୁପ୍ତଚର ପାରା ରହସ୍ୟ ଖୋଲିଲା

ନୂଆଦିଲ୍ଲୀ:ଜମ୍ମୁ-କଶ୍ମୀର କାଠୁଆ ଜିଲାରୁ ଧରାପଡିଥିବା ପାରା ରହସ୍ୟ ଖୋଲିଛି । ପାକିସ୍ତାନ ପକ୍ଷରୁ ଗୁପ୍ତଚର କାର୍ଯ୍ୟ ପାଇଁ ଏହାକୁ ନିୟୋଜିତ କରାଯାଉଥିବା ଅନୁମାନ କରାଯାଉଥିଲା । ତେବେ ଏହି ଅଭିଯୋଗକୁ ପାକିସ୍ତାନ ବାଗଶହକରଘର ଗ୍ରାମର ହବିବୁଲ୍ଲା ଖଣ୍ଡନ କରିଛନ୍ତି । ଏହି ପାରାଟି ମୋର ଏବଂ…