ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ଚୀନ ସେନାକୁ ରାଷ୍ଟ୍ରପତି ଜିନ ପିଙ୍ଗଙ୍କ ନିର୍ଦ୍ଦେଶ
ବେଜିଂ: ଚୀନ ରାଷ୍ଟ୍ରପତି ଜିନ ପିଙ୍ଗ ସେନାକୁ ଯୁ୍ଦ୍ଧ ଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ସମସ୍ତ ପଡୋଶୀଙ୍କ ସହ ଅଶାନ୍ତିକର ବାତାବରଣ ସୃଷ୍ଟି କରିଥିବା ଚୀନକୁ ଏବେ ଯୁଦ୍ଧ ଭୟ ଘାରିଛି । ଭାରତ, ତାଇୱାନ ଓ ହଂକଂକୁ ଆମେରିକାର ସମର୍ଥନ…