Latest Odisha News

BREAKING NEWS

Yearly Archives

2020

ସମ୍ଭାବ୍ୟ ବାତ୍ୟା ନେଇ ରାଜ୍ୟ ସରକାରଙ୍କ ସ୍ଥିତି ସମୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ସମ୍ଭାବ୍ୟ ବାତ୍ୟା ନେଇ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସ୍ଥିତିର ସମୀକ୍ଷା କରାଯାଇଛି । ଏଥିରେ ମୁଖ୍ୟ ଶାସନ ସଚିବ ସମ୍ଭାବ୍ୟ ବାତ୍ୟାକୁ ହାଲୁକା ଭାବେ ନିଅ ନାହିଁ, ବାତ୍ୟାର ସବୁଠୁ ଖରାପ ସ୍ଥିତିକୁ ସାମ୍ନା କରିବାକୁ…

ସମ୍ଭାବ୍ୟ ବାତ୍ୟା ପରିସ୍ଥିତି ଲାଗି ୪ଟି ଜିଲ୍ଲାକୁ ହାଇ ଆଲର୍ଟ !

ଭୁବନେଶ୍ୱର: ବଙ୍ଗୋପସାଗରରେ ଝଡ଼ ଯୋଗୁଁ ଉତ୍ତର ଉପକୂଳବର୍ତ୍ତୀ ଓଡ଼ିଶାର ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ବାଲେଶ୍ୱର ଜିଲ୍ଲାକୁ ହାଇ ଆଲର୍ଟ ଜାରି କରାଯାଇଛି । ଆଜି ଏସମ୍ପର୍କରେ ରାଜ୍ୟ ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର୍ (ଏସଆରସି) ପ୍ରଦୀପ…

ଆଜ୍ଞାମାଳ ପାଇବା ପରେ ରଥଖଳାରେ ସମ୍ପନ୍ନ ହେଲା ଚକଡେ଼ରା ନୀତି

ପୁରୀ: ଆଜି ପୁରୀ ଶ୍ରୀମନ୍ଦିରରେ ପାରମ୍ପରିକ ଭାବେ ପାଳିତ ହେଉଛି ଭଉଁରୀ ନୀତି । ଆଜିର ଦିନରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ରଥଖଳାକୁ ଆସିବା ପରେ ତିନିରଥର ଚକ ପୂଜା କରାଯାଇ ବିଜେ କରାଯାଇଥାଏ । ଲକ୍ଡ଼ାଉନର ସମସ୍ତ କଟକଣାକୁ ପାଳନ କରାଯାଇ ଏହି ଭଉଁରୀ ନୀତି ପାଳନ କରାଯାଇଛି ।…

ଖୋଲିଲା ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଶୁକ୍ରବାର ଦିନ ବାପୁଜୀ ନଗର ମାର୍କେଟକୁ ଖୋଲାଯାଇଛି, ଯାହାକୁ ନିକଟ ଅତୀତରେ ସାମାଜିକ ଦୂରତା ନିୟମ ଉଲ୍ଲଂଘନ ଯୋଗୁଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରାଯାଇଥିଲା। ବିଏମସି ସୂତ୍ରରୁ ପ୍ରକାଶ ଯେ ବିଏମସି ଡେପୁଟି…

ଭଦ୍ରକ ପ୍ରଶାସନ ପକ୍ଷରୁ ସମସ୍ତ କ୍ବାରେନଣ୍ଟାଇନ ସେଣ୍ଟରକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭଦ୍ରକ: ଭଦ୍ରକରେ ଆଉ ୬ଟି କରୋନା ପଜିଟିଭ ମାମଲା ଚିହ୍ନଟ ହେବା ପରେ ଧାମନଗର, ବାସୁଦେବପୁର ଏବଂ ତିହିଡି ବ୍ଲକରେ ପ୍ରବାସୀଙ୍କ ପାଇଁ ଥିବା ପାଞ୍ଚଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଭଦ୍ରକ୍ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦିନ ଏକ ନିର୍ଦ୍ଦେଶରେ…

ଘର ମାଲିକଙ୍କ ବଦାନ୍ୟତା; ଛାଡ଼ିଲେ ମାସକର ଭଡ଼ା

ବ୍ରହ୍ମପୁର: କରୋନାଭାଇରସର ମୁକାବିଲା କରିବା ପାଇଁ ଦେଶବ୍ୟାପୀ ଲକଡାଉନ ଜାରି ରହିଛି। ଏଥିଯୋଗୁଁ କାମଧନ୍ଦା ହରାଇ ଅନେକ ବ୍ୟକ୍ତି ହଇରାଣ ହରକତ ହେଉଥିବା ବେଳେ ପରିବାର ପ୍ରତିପୋଷଣ ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି। ଏହି ଅସମୟରେ ସାହାଯ୍ୟର ହାତ ବଢ଼ାଇଛନ୍ତି ବ୍ରହ୍ମପୁରର ଜଣେ ବ୍ୟକ୍ତି…

କରୋନା ସହ ଲଢେଇ: ଭଦ୍ରକ ଜିଲ୍ଲାରେ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ୍

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ୬ଟି ନୂଆ କରୋନା ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଜିଠାରୁ ଜିଲ୍ଲା ପ୍ରଶାସନର ସମସ୍ତ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ପଦାଧିକାରୀମାନଙ୍କର ଛୁଟି ବାତିଲ୍ କରାଯାଇଛି । Leave of all…

ରାଜ୍ୟରେ ସୁସ୍ଥ ହେଲେ ଆଉ ୮ ଜଣ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହାରି ଭିତରେ ଆସିଛି ଏକ ଆଶ୍ୱସନାର ଖବର । ଆଜି ରାଜ୍ୟରେ ଆଉ ୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୁବଶୀଘ୍ର ସେମାନଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି । ସ୍ୱାସ୍ଥ୍ୟ ବିଭାଗ…

ସଙ୍ଗରୋଧ କେନ୍ଦ୍ରରେ ଜଣେ ପ୍ରବାସୀ ଓଡିଆଙ୍କ ଆତ୍ମହତ୍ୟା ଅଭିଯୋଗ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବେଟନୋଟି ବ୍ଲକ ଅନ୍ତର୍ଗତ ଅନଳ ପଞ୍ଚାୟତର ଏକ ସଙ୍ଗରୋଧ କେନ୍ଦ୍ରରେ ଜଣେ ଯୁବକ ଗୁରୁବାର ରାତିରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାମ ସୁରେନ୍ଦ୍ର ବେହେରା ବୋଲି ଜଣାପଡିଛି । ସୁରେନ୍ଦ୍ର ନିକଟରେ ପତ୍ନୀଙ୍କ ସହ ତାମିଲନାଡୁରୁ ଫେରିଥିଲେ…

୧୦୦ଟପିଲା ବାଲେଶ୍ୱରରେ କରୋନା ପଜିଟିଭ୍ ସଂଖ୍ୟା, ରାଜ୍ୟରେ ଦ୍ୱିତୀୟ ସର୍ବାଧିକ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାରେ ବଢୁଛି କରୋନା ପଜିଟିଭଙ୍କ ସଂଖ୍ୟା । ଆଜି ସକାଳ ସୁଦ୍ଧା ଏହି ସଂଖ୍ୟା ୧୦୨ରେ ପହଞ୍ଚିଛି । ରାଜ୍ୟର ମୋଟ କରୋନା ପଜିଟିଭ ସଂଖ୍ୟାରୁ କେବଳ ଏହି ଜିଲ୍ଲାର ୧୫.୨ ପ୍ରତିଶତ ରହିଛି । ଏଥି ସହ ଏହା ରାଜ୍ୟର ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍ ସଂଖ୍ୟା ଥିବା…