ରେକର୍ଡ ସୃଷ୍ଟି କଲା କିଟ୍: କୋଭିଡ ୧୯ ମହାମାରୀରେ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ୍ !
ଭୁବନେଶ୍ୱର: ଦେଶବ୍ୟାପୀ କରୋନା ର ବିକ୍ଷୁବ୍ଧ ପରିସ୍ଥିତି ମଧ୍ୟରେ କିଟରେ ଆମାଜନ କମ୍ପାନୀ ସର୍ବାଧିକ ୩୦ଲକ୍ଷର ପ୍ଲେସମେଣ୍ଟ୍ ପ୍ୟାକେଜ ଦେଇ ଏକ ରେକର୍ଡ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆମାଜନ୍, ଆସେନଚର୍, କାପ୍ଗେମିନି, ଓିପ୍ରୋ ଓ କଗ୍ନିଜେଣ୍ଟ ଭଳି ମୋଟ ୧୫୦ କମ୍ପାନୀ ଚଳିତବର୍ଷ…