Latest Odisha News

BREAKING NEWS

Yearly Archives

2020

ଡିସେମ୍ବରରେ ଫ୍ରାନ୍ସରେ ଜଣେ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣା ପଡିଥିଲା

ପ୍ୟାରିସ: କରୋନା ମହାମାରୀ ନେଇ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି । ଏହା କରୋନା ମହାମାରୀ କେଉଁଠାରୁ ବ୍ୟାପିଛି ସେ ସମ୍ପର୍କରେ ସହାୟ ହେବ ବୋଲି ଆଶା କରାଯାଉଛି । ଏଭେସିନ୍ ଆଣ୍ଡ ଜିନ ବର୍ଜିୟର ଡାକ୍ତରଖାନାର ଡାକ୍ତର ହେବ୍ସ କୋହିନ ଦୃଢ଼ତା ସହକାରେ କହିଛନ୍ତି ଯେ,…

କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନରେ ଧସିଲା ପଥର: ରେଳ କର୍ମଚାରୀଙ୍କ ସମେତ ୩ ମୃତ

କୋରାପୁଟ: କୋରାପୁଟ ଜିଲ୍ଲା ଅନ୍ତର୍ଗତ କୋରାପୁଟ-କିରଣ୍‌ଡ଼ୁଲ ରେଳଲାଇନର ବୋରା କେଭ ନିକଟରେ ଘଟିଥିବା ଘଟଣାରେ ଜଣେ ରେଳକର୍ମଚାରୀଙ୍କ ସମେତ ୩ଜଣ ଙ୍କ ମୃତ୍ୟୁ ଘଟିଛି ଓ ୬ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବିଶାଖାପାଟଣା କେଜିଏଚ ମେଡ଼ିକାଲକୁ ସ୍ଥାନାନ୍ତରୀତ…

ଜାଲ୍ ‘ଆରୋଗ୍ୟ ସେତୁ’ ଆପ୍ କୁ ସାବଧାନ

ଭୁବନେଶ୍ୱର: ଜାଲ ଆରୋଗ୍ୟ ସେତୁ ଆପ୍ ପ୍ରତି ସାବଧାନ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଜାଲ୍ ଆରୋଗ୍ୟ ସେତୁ ଆପ୍ର ଲିଙ୍କ । ତେଣୁ ସତର୍କ ରହିବାକୁ ସଚେତନ କରାଇଛି କମିଶନରେଟ ପୋଲିସ । ଯଦି ଆପଣଙ୍କ ମୋବାଇଲକୁ ଆରୋଗ୍ୟ ସେତୁ ଆପର ମେସେଜ ଆସେ ତେବେ ସତର୍କ ରହିବାକୁ କୁହାଯାଇଛି । ଏପରିକି…

ଗାଡି ସାମ୍ନାକୁ ଆସିବାରୁ ରାଗରେ ସାପକୁ କାମୁଡି ଖଣ୍ଡ ଖଣ୍ଡ କଲେ ଯୁବକ

କୋଲାର: ରାସ୍ତାରେ ଗାଡି ଚଲାଇ ଯାଉଥିଲେ ମଦ୍ୟପ ଯୁବକ । ହଠାତ୍ ଚକା ତଳକୁ ଆସିଗଲା ଏକ ସାପ । ପିତ ଚଢିଗଲା ଯୁବକଙ୍କ ମୁଣ୍ଡକୁ । ଗାଡି ଅଟକାଇ ସାପକୁ ଦୁଇ ହାତରେ ଧରିଲେ । ରାଗରେ ଦାନ୍ତରେ ସାପର ମୁଣ୍ଡକୁ ଚିଣ୍ଡାଇ ପକାଇଲେ । ଯାହା ସେଠାରେ ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।…

ପ୍ରବାସୀ ଫେରନ୍ତାଙ୍କ ପାଇଁ ରହିିଛି ୫ଲକ୍ଷ ଶଯ୍ୟା ବ୍ୟବସ୍ଥା: ଦେଓରଂଜନ

ଭୁବେନେଶ୍ୱର: ପ୍ରବାସୀଙ୍କ ପାଇଁ ରାଜ୍ୟରେ ରହିଛି ସୁଲଭ ବ୍ୟବସ୍ଥା । ୬୭୯୮ଟି ପଂଚାୟତରେ ପ୍ରାୟ ୫ ଲକ୍ଷ ଶଯ୍ୟା ଓ ପ୍ରାୟ ୧୨ ହଜାର ଅସ୍ଥାୟୀ ମେଡିକାଲ କ୍ୟମ୍ପ ପ୍ରତିଷ୍ଠା କରାଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗର ପ୍ରମୁଖ ସଚିବ ଦେଓରଂଜନ କୁମାର ସିଂହ ।…

କୋଭିଡ-୧୯ ଉପରେ ଗବେଷଣା କରୁଥିବା ଚାଇନିଜ ବୈଜ୍ଞାନିକଙ୍କୁ ଆମେରିକାରେ ହତ୍ୟା

ପିଟସ୍‌ବର୍ଗ: ଆମେରିକାରେ କୋଭିଡ-୧୯ ଉପରେ ଗବେଷଣା କରୁଥିବା ଚାଇନିଜ ବୈଜ୍ଞାନିକଙ୍କୁ ଗୁଳିକରି ହତ୍ୟା କରାଯାଇଛି । ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି । ୩୭ ବର୍ଷିୟ ବିଙ୍ଗ ଲୁଇ ଆମେରିକାର ପିଟସ୍‌ବର୍ଗରେ ଥିବା ଏକ ଗବେଷଣାଗାରରେ କରୋନା ଭାଇରସ୍ ସମ୍ପର୍କରେ…

ରାମସେଙ୍କ ଅଭ୍ୟାସ ଆରମ୍ଭ, କ୍ୱାରେଣ୍ଟାଇନରେ ରୋନାଲ୍ଡୋ

ମିଲାନ-ପର୍ତ୍ତୁଗାଲର ଆରୋନ୍ ରାମ୍‌ସେ ପ୍ରଥମ ଜୁଭେଣ୍ଟସ ଖେଳାଳି ଭାବେ ଟ୍ରେନିଂ ପାଇଁ ତୁରିନ୍ ସ୍ପୋର୍ଟ୍ସ ସେଣ୍ଟରକୁ ଆସିଛନ୍ତି । ଅନ୍ୟପକ୍ଷରେ ଇଟାଲୀକୁ ଫେରିବା ପରେ କ୍ରିଷ୍ଟିଆନୋ ରୋନାଲ୍‌ଡୋ ଦୁଇ ସପ୍ତାହ ପାଇଁ କ୍ୱାରେଣ୍ଟାଇନରେ ଅଛନ୍ତି । କରୋନା ଭାଇରସ୍ ଲକ୍‌ଡାଉନ୍ ଯୋଗୁ…

ଜଗତସିଂହପୁରକୁ ଡେଇଁଲା କରୋନା, ୪ ପଜିଟିଭ ଚିହ୍ନଟ

ଭୁବନେଶ୍ୱର: ନୂଆ ଜିଲ୍ଲା ଜଗତସିଂହପୁରକୁ ଡେଇଁଲା କରୋନା । ରାଜ୍ୟରେ ପୁଣି ଆଉ ନୂଆ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଜଗତସିଂହପୁରର ନାଉଗାଁ ଅଂଚଳର । ଏମାନେ ସମସ୍ତେ ୨୬, ୩୨, ୩୦ ଓ ୪୭ ବର୍ଷୀୟ ପୁରୁଷ । ଏମାନଙ୍କ ମଧ୍ୟରୁ ୩ ଜଣ ଗୋଟିଏ ପରିବାରର ଓ ଅନ୍ୟ ଜଣେ ସେହି…

ଚାଷୀଙ୍କୁ ନାହିଁ ଲକ୍‌ଡ଼ାଉନ କଟକଣା: କରିପାରିବେ କୃଷିକାର୍ଯ୍ୟ

ଭୁବନେଶ୍ୱର: କରୋନା ଲକ୍‌ଡ଼ାଉନର ପ୍ରକୋପ ସାରା ରାଜ୍ୟକୁ ଘାରିଥିବାବେଳେ କୃଷିକାର୍ଯ୍ୟ ଉପରେ କୌଣସି କଟକଣା ନଥିବା ରାଜ୍ୟ କୃଷିମନ୍ତ୍ରୀ ଡଃ ଅରୁଣ କୁମାର ସାହୁ ସୁଚନା ଦେଇଛନ୍ତି । କେବଳ କଣ୍ଟେନମେଣ୍ଟ ଜୋନକୁ ଛାଡ଼ି ଅନ୍ୟ ସମସ୍ତ ଅଞ୍ଚଳରେ ବିନା ଦ୍ୱନ୍ଦ୍ୱରେ କୃଷି ଓ ଅନ୍ୟ ଆନୁଷଙ୍ଗିକ…

୩ ମାସରେ ୱାଲ୍ଟ ଡିଜନୀ କମ୍ପାନୀ ୧୦ ହଜାର କୋଟି କ୍ଷତି ସହିଲାଣି

ଶାଂଘାଇ: ୱାଲ୍ଟ ଡିଜନୀ କମ୍ପାନୀକୁ ଏହି ୩ ମାସ ମଧ୍ୟରେ ୧.୪ ବିଲିୟଦ ଡଲାର (୧୦, ୬୧୧କୋଟି) କ୍ଷତି ସହିଲାଣି । କରୋନା ଭାଇରସ ଯୋଗୁ କମ୍ପାନୀ କ୍ଷତି ସହୁଛି । ଶାଂଘାଇ, ଟୋକିଓ, ଆମେରିକା ଓ ଫ୍ରାନ୍ସରେ କମ୍ପାନୀର ପାର୍କଗୁଡିକ ବନ୍ଦ ରହିଛି । ମେ ୧୧ରୁ କମ୍ପାନୀ ଶାଂଘାଇରେ ପାର୍କ ଖୋଲିବା…