Latest Odisha News

BREAKING NEWS

Yearly Archives

2020

ମହାଶ୍ୱେତା ରାୟଙ୍କ ମ୍ୟୁଜିକ ଭିଡିଓରେ ବଲିଉଡର ଡ୍ରିମ୍‌ଗାର୍ଲ

ଭୁବନେଶ୍ୱର : ନିଜର ୟୁଟ୍ୟୁବ୍ ଚ୍ୟାନେଲ ଆରମ୍ଭ କରିବାକୁ ଯାଉଛନ୍ତି ଲୋକପ୍ରିୟ ଅଭିନେତ୍ରୀ ମହାଶ୍ୱେତା ରାୟ । ଏହାର ନାମ ମହାଶ୍ୱେତା ରାୟ ଅଫିସିଆଲସ୍ ରଖାଯାଇଛି । ତେବେ ଏହି ଚ୍ୟାନେଲ ପାଇଁ ସେ ଏକ ନୂଆ ମ୍ୟୁଜିକ ଭିଡିଓ ‘ପୁଣି ହସିବ ଓଡିଶା’ ପ୍ରସ୍ତୁତ କରିଛନ୍ତି । ପ୍ରଥମ ଥର ପାଇଁ ଓଡିଶୀ…

ରାଜ୍ୟରେ ଆଉ ୬ କରୋନା ପଜିଟିଭ ଚିହ୍ନଟ, ୧୬୯ ଛୁଇଁଲା ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ଚିହ୍ନଟ ହେଲେ ଆଉ ୬ କରୋନା ପଜିଟିଭ । ଯାଜପୁରରୁ ୪ ଓ ଭଦ୍ରକରୁ ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଯାଜପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୨କୁ ବୃଦ୍ଧି ହୋଇଥିବା ବେଳେ ଭ୍ରଦକରେ ୨୧କୁ ବୃଦ୍ଧି ହୋଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…

ଯାଜପୁର ଓ ଭଦ୍ରକରୁ ଚିହ୍ନଟ ହୋଇଥିବା ୬ କରୋନା ଆକ୍ରାନ୍ତଙ୍କ ରହିଛି କୋଲକାତା ଲିଙ୍କ

ଭୁବନେଶ୍ୱର: ଆଜି ପୁଣି ଯାଜପୁରରୁ ଆଉ ୪ କରୋନା ପଜିଟିଜ ଚିହ୍ନଟ ହୋଇଛନ୍ତି । ସେମାନେ ସମସ୍ତେ ପୁରୁଷ । ସେମାନଙ୍କ ବୟସ ୪୮, ୫୫, ୬୦ ଓ ୬୨ ବର୍ଷ । ସମସ୍ତେ କୋଲକତା ଫେରନ୍ତା ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି । 2nd Health Update, 4th May 2 Positive cases in Bhadrak…

ଚୀନ୍ ଲ୍ୟାବ୍‌ରୁ ହିଁ ବ୍ୟାପିଛି କରୋନା ଭୂତାଣୁ: ଆମେରିକା

ୱାଶିଂଟନ: ପୂର୍ବରୁ ଆମେ କହି ଆସୁଛୁ ଯେ, ଚୀନର ଉହାନସ୍ଥିତ ଏକ ଲାବୋରେଟୋରିରୁ ହିଁ କରୋନା ଭୂତାଣୁ ସମଗ୍ର ବିଶ୍ୱରେ ବ୍ୟାପିଛି, ସୋମବାର ଦିନ ଏହି ଦୃଢୋକ୍ତି ପ୍ରକାଶ କରିଛି ଆମେରିକା । ‘ଦି ଗାର୍ଡ଼ିଆନ’ରେ ପ୍ରକାଶିତ ଏକ ଖବର ଅନୁଯାୟୀ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ଆଜି…

ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ହେଲା ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା । ଆସନ୍ତା ମେ’ ୩୧ ତାରିଖରେ ହେବାକୁ ଥିବା ୟୁପିଏସ୍‌ସି ପରୀକ୍ଷାକୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କେନ୍ଦ୍ର ଜନସେବା ଆୟୋଗ ନିଷ୍ପତ୍ତି ନେଇଛି । ସୂଚନା ଅନୁସାରେ, ଆସନ୍ତା ୨୦ତାରିଖ ସୁଦ୍ଧା…

ୱେଲ୍ସର ଗୁପ୍ତ ସୁଡଙ୍ଗ ଆବରନେଟ ପୁନର୍ବାର ଖୋଲିବ !

ଆବରନେଟ: ୱେଲ୍ସର ଗୁପ୍ତ ରେଲୱେ ସୁଡଙ୍ଗ ଆବରନେଟ ପୁନର୍ବାର ଖୋଲାଯିବା ନେଇ ଆଲୋଚନା ଚାଲିଛି । ଏହି ସୁଡଙ୍ଗରେ ୧୯୬୨ରେ ଟ୍ରେନ ଚଳାଚଳ ହେଉଥିଲା । ଟ୍ରେନ ଚଳାଚଳ ବନ୍ଦ ହେବା ସହ ଏହି ସୁଡଙ୍ଗରେ ଚଳପ୍ରଚଳ ବନ୍ଦ ହୋଇଗଲା । ଧିରେ ଧିରେ ଏହା ଏକ ନିର୍ଜନ ଓ ଭୟଙ୍କର ସ୍ଥାନରେ ପରିଣତ ହୋଇଗଲା ।…

ଗିଲଗିଟ, ବାଲତିସ୍ତାନ ଭାରତର ଅଭିନ୍ନ ଅଙ୍ଗ, ପାକିସ୍ତାନ ଏହାକୁ ଖାଲି କରୁ

ନୂଆଦିଲ୍ଲୀ: ପାକିସ୍ତାନ ଶୀଘ୍ର ଗିଲଗିଟ-ବାଲତିସ୍ତାନ ଖାଲି କରୁ ବୋଲି ଭାରତ ସରକାର ପକ୍ଷରୁ କୁହାଯାଇଛି । ଭାରତର ଏହା ଅଭିନ୍ନ ଅଙ୍ଗ ବୋଲି ଗିଲଗିଟ୍ ଏବଂ ବାଲତିସ୍ତାନ ଉପରେ ପାକିସ୍ତାନ କୋର୍ଟର ବିବାଦୀୟ ରାୟ ପରେ ଭାରତ ପକ୍ଷରୁ ଏହାର ବିରୋଧ କରାଯାଇଛି । ପାକିସ୍ତାନ ସୁପ୍ରିମ୍‌କୋର୍ଟ…

ଆସାମରେ ଆଫ୍ରିକାନ୍ ସ୍ୱାଇନ ଫ୍ଲୁର ପ୍ରଥମ ଘଟଣା , ସଂକ୍ରମଣରେ ୨୫୦୦ ଘୁଷୁରୀ ମୃତ

ଗୁଆହାଟୀ: ଆଫ୍ରିକାନ୍ ସ୍ୱାଇନ ଫ୍ଲୁର ପ୍ରଥମ ଘଟଣା ଆସାମରେ ଦେଖିବାକୁ ମିଳିଛି । ରାଜ୍ୟ ସରକାରଙ୍କ ଅନୁସାରେ ୩୦୬ ଗ୍ରାମରେ ୨୫୦୦ ଘୁଷୁରୀ ମୃତ୍ୟୁବରଣ କରିଲେଣି । ଘୁଷୁରୀଙ୍କୁ ମାରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଆସାମର ପଶୁପାଳନ ମନ୍ତ୍ରୀ ଅତୁଲ ବୋରା ଆଉ କିଛି ଦିନ…

ଭାରତୀୟ ନୌସେନା ପକ୍ଷରୁ ‘ଓଡ଼ିଶା ପୋଲିସ’କୁ ପ୍ରଶଂସା

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣକୁ ରୋକିବାରେ ଓଡ଼ିଶା ପୋଲିସର ନିରନ୍ତର ସେବା ଲାଗି ‘କରୋନା ଯୋଦ୍ଧା’ ମାନଙ୍କୁ ଭାରତୀୟ ନୌବାହିନୀ ପକ୍ଷରୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଅର୍ପଣ କରାଯାଇଛି । ଓଡ଼ିଶାରେ ଥିବା ଭାରପ୍ରାପ୍ତ ନୌସେନା ଅଧିକାରୀ (ଏନଓଆଇସି) ଓଡ଼ିଶାରେ କାର୍ଯ୍ୟରତ ସମସ୍ତ…

କାଲିଠୁ ଆରମ୍ଭ ହେବ ରଥ କାମ ! ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା

ପୁରୀ: କାଲିଠୁ ଆରମ୍ଭ ହୋଇପାରେ ରଥ ନିର୍ମାଣ କାମ। ପରିଚାଳନା କମିଟି ବୈଠକରେ ଆଜି ଏ ବାବଦରେ ନିଷ୍ପତ୍ତି ନିଆଯାଇଛି । ଶ୍ରୀ ମନ୍ଦିର ପରିଚାଳନା କମିଟି ପକ୍ଷରୁ ସରକାରଙ୍କ ପାଖରେ ରଥ ନିର୍ମାଣ ପାଇଁ ସୁପାରିଶ କରାଯାଇଛି । ପରିଚାଳନା କମିଟି ଅଧ୍ୟକ୍ଷ ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ…