Latest Odisha News

BREAKING NEWS

Yearly Archives

2020

ଅକ୍ଷୟ ତୃତୀୟା ଲାଗି ଚୂଡ଼ାନ୍ତ ପ୍ରସ୍ତୁତିରେ ନରେନ୍ଦ୍ର ପୁଷ୍କରିଣୀ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଖେଳିବେ ଚାପଖେଳ । ଏହି ଚାପଖେଳରେ ବ୍ୟବହୃତ ହେବ ଡଙ୍ଗା । ଏବେ ପୁଷ୍କରିଣୀ ସଫା ହେବା ପରେ ଦୁଇଟି ଡଙ୍ଗା ପ୍ରସ୍ତୁତି ଚାଲିଛି । ପୁରୀର ମହାରଣା ସେବକମାନେ ଦିନ ରାତି ପରିଶ୍ରମ…

ପଶ୍ଚିମବଙ୍ଗରୁ ଯାଜପୁର ଫେରିଛନ୍ତି ୬ଶହରୁ ୭ଶହ ଲୋକ

ଯାଜପୁର: ଯାଜପୁରରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଆଉ ଏକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଲକଡାଉନ୍ ବେଳେ ପଶ୍ଚିମବଙ୍ଗରୁ ଯାଜପୁରକୁ ଫେରିଛନ୍ତି ୬ଶହରୁ ୭ ଶହ ଲୋକ । ଏନେଇ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଲାପାଳ । ତେବେ ଏହି ପଶ୍ଚିମବଙ୍ଗ ଫେରନ୍ତା ଜିଲ୍ଲାପ୍ରଶାସନ ପାଇଁ…

ଯାଜପୁର, ଭଦ୍ରକ ଓ ବାଲେଶ୍ବର ଆଜି ରାତି ୧୦ଟା ରୁ ୬୦ ଘଣ୍ଟା ପାଇଁ ସଟଡାଉନ୍ ଘୋଷଣା

ଭୁବନେଶ୍ୱର: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଆଗାମୀ ୨୬ ତାରିଖ ଯାଏଁ ଯାଜପୁର, ଭଦ୍ରକ ଓ ବାଲେଶ୍ଵର ଜିଲ୍ଲାରେ ସଟଡାଉନ ଘୋଷଣା କଲେ ରାଜ୍ୟ ସରକାର । ଆଜି ରାତି ୧୦ ଟାରୁ ୨୬ ତାରିଖ ସକାଳ ୧୦ ଟା ଯାଏଁ ଏହି ସଟଡାଉନ ବଳବତ୍ତର ରହିବା ନେଇ ଘୋଷଣା ହୋଇଛି । ମୁଖ୍ୟ ସଚିବ ଅସିତ…

ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ ଆଜି ପର୍ଯ୍ୟନ୍ତ କେହି ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି

ନୂଆଦିଲ୍ଲୀ: ଏପ୍ରିଲ ୨୩ ପୁସ୍ତକ ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆସନ୍ତୁ ଜାଣିବା କେଉଁ ପୁସ୍ତକକୁ କେହି ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ପଢ଼ି ପାରି ନାହାନ୍ତି । ଏହି ରହସ୍ୟମୟ ପୁସ୍ତକ ୬୦୦ ବର୍ଷ ପୁରୁଣା ଅଟେ । କାର୍ବନ ଡେଟିଂ ଅନୁସାରେ ୧୫ଶ ଶତାବ୍ଦୀରେ ଏହା ଲେଖା ଯାଇଥିଲା ।…

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା…

ଏସିଆର ବିତ୍ତଶାଳୀ ଶିଳ୍ପପତି ତାଲିକାରେ ଏକ ନମ୍ବର ସ୍ଥାନ ହାସଲ କଲେ ମୁକେଶ ଅମ୍ବାନୀ

ନୂଆଦିଲ୍ଲୀ: ଭାରତର ମୁକେଶ ଅମ୍ବାନୀ ପୂନର୍ବାର ଏସିଆର ଏକ ନମ୍ବର ଶିଳ୍ପପତି ହୋଇଛନ୍ତି । ପେସବୁକ ସହ ଚୁକ୍ତି କରିବା ପରେ ସେ ଚୀନର ଆଲିବାବା ସଂସ୍ଥାପକଙ୍କୁ ପଛରେ ପକାଇଛନ୍ତି । ଫେସ୍‌ବୁକ୍ ସହିତ ରିଲାଏନ୍ସ୍ ଜିଓର ଚୁକ୍ତିପୂର୍ବରୁ ଏହି ସ୍ଥାନରେ ଚାଇନାର ଆଲିବାବା ସଂସ୍ଥାପକ ଶିଳ୍ପପତି…

ଡବ୍ଲ୍ୟୁଏଚଓକୁ ଆର୍ଥୀକ ସହାୟତା ବଢ଼ାଇଲା ଚୀନ

ବେଜିଂ: କରୋନା ଭାଇରସ ନେଇ ଡବ୍ଲ୍ୟୁଏଚଓ ବିଶ୍ୱ ସମୁଦାୟ ନିକଟରେ ଠିକ୍ ତଥ୍ୟ ଯୋଗାଇ ନ ଥିଲା ବୋଲି ଆମେରିକା ଅଭିଯୋଗ ଆଣିବା ପରେ ଆର୍ଥୀକ ସହାୟତା ମଧ୍ୟ ବନ୍ଦ କରିଦେଇଛି । ଏହାର ଫାଇଦା ଉଠାଇ ଚୀନ ଡବ୍ଲ୍ୟୁଏଚଓକୁ ମୋଟା ଅଙ୍କର ଆର୍ଥୀକ ସହାୟତା ଯୋଗାଇଛି । ପ୍ରଥମେ ୨ କୋଟି ଏବେ ୩ କୋଟି ଡଲାର…

୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ

ନୂଆଦିଲ୍ଲୀ: ୨୯ ଏପ୍ରିଲରେ ମାଉଂଟ ଏଭେରେଷ୍ଟର ଅଧା ଉଚ୍ଚତା ବିଶିଷ୍ଟ ଏକ ଆଷ୍ଟ୍ରୟଡ ପୃଥିବୀର ନିକଟତର ହେବ । ଏହି କ୍ଷୁଦ୍ର ଗ୍ରହର ବ୍ୟାସ ୪.୧ କିଲୋମିଟର । ୨୯ ତାରିଖ ସକାଳ ୪ଟା୫୬ରେ ୩୧୩୨୦ ପ୍ରତି କିଲୋମିଟର ଗତିରେ ଏହା ପୃଥିବୀର ନିକଟତର ହେବ । ତେବେ ଏହା ପୃଥିବୀରେ ମାଡ ହେବ ନାହିଁ…

ବକ୍ସର ଡିଙ୍ଗକୋ ସିଂଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ପାଲରୁ ଦିଲ୍ଲୀ ଅଣାଯିବ

ଇମ୍ଫାଲ: ଭାରତର ମହାନ ବକ୍ସର ଡିଙ୍କକୋ ସିଂ ଲିଭର କର୍କଟ ରୋଗରେ ଆକ୍ରାନ୍ତ । କରୋନା ଭାଇରସ ଲକଡାଉନ ଯୋଗୁ ପଦ୍ମ ଓ ଅର୍ଜୁନ ପୁରସ୍କାର ପାଇଥିବା ଡିଙ୍ଗକୋଙ୍କ ଚିକିତ୍ସା ଠିକ୍ ଭାବେ ହୋଇପାରୁ ନ ଥିଲା । ଏହି ଖବର ପ୍ରକାଶ ପାଇବା ପରେ ବକ୍ସରଙ୍କୁ ଏୟାର ଆମ୍ବୁଲାନ୍ସରେ ଇମ୍ଫାଲରୁ ଦିଲ୍ଲୀ…

କରୋନା ଡ୍ୟୁଟିକୁ ବେଖାତିର୍‌; ସସପେଣ୍ଡ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅତିରିକ୍ତ ତହସିଲଦାର

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲଦାର ଅତିରିକ୍ତ ତହସିଲଦାରଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ରାଜ୍ୟ ସରକାର । ଏବେ କରୋନା ବିତ୍ପାତ ଯୋଗୁଁ ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ଲଢେଇ ଜାରି ରଖିଥିବା ବେଳେ ଏହି ଅତିରିକ୍ତ ତହସିଲଦାର ଜଣକ କର୍ତ୍ତବ୍ୟରେ ଅବହେଳା କରିଛନ୍ତି ।…