ଟ୍ରକରେ ଲୁଚି ବିହାର ଯାଉଥିବା ୧୦୯ ମଜୁରିଆ ପୋଲିସ ହାତରେ ଧରାପଡିଲେ
ପାଟନା: ଉତରପ୍ରଦେଶର ଅଲିଗଡରେ ଫସି ରହିଥିବା ୧୦୯ ମଜୁରିଆ ଟ୍ରକରେ ଲୁଚି କରି ବିହାର ଯାଉଥିବା ବେଳେ ପୋଲିସ ହାତରେ ଧରା ପଡିଛନ୍ତି । ସମସ୍ତ ମଜୁରିଆଙ୍କୁ କ୍ୱାରେଂଟାଇନରେ ରଖାଯାଇଛି । ଅଲିଗଡରେ ଏହି ମଜୁରିଆମାନେ ଏକ କୋଲ୍ଡ ଷ୍ଟୋରଜେ କମ୍ପାନୀରେ କାମ କରୁଥିଲେ । ଲକ ଡାଉନ ପରେ ସେମାନେ…